Browsing Category

ଦେଶ ବିଦେଶ

ଆସିଲା ନୂତନ ଟ୍ରାଫିକ ନିୟମ: କାହାକୁ କାର କିମ୍ବା ବାଇକ୍ ରେ ଲିଫ୍ଟ ଦେଉଛନ୍ତି କି , ତେବେ କଟିବ ଆପଣଙ୍କ ଚାଲାଣ!

ନୂଆଦିଲ୍ଲୀ: ଯଦି ଆପଣ ନିଜ କାର କିମ୍ବା ବାଇକ୍ ରେ ଯାଉଛନ୍ତି, ଏବଂ ରାସ୍ତାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଲିଫ୍ଟ ଦେବାକୁ ଚିନ୍ତା କରୁଛନ୍ତି, ତେବେ ଏହା କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କର ଚାଲଣ କଟିପାରେ…

ଭୋକ ମେଣ୍ଟାଇବା ପାଇଁ ଏବେ ଲୁଟିବା ଆରମ୍ଭ କରିଲେ ପାକିସ୍ତାନୀ, ଲୁଟିନେଲେ ୩୦ଲକ୍ଷ ଟଙ୍କାର କୁକୁଡ଼ା

ରାୱଲପିଣ୍ଡି:ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ପାକିସ୍ତାନର ପରିସ୍ଥିତି ଏତେ ଜଟିଳ ହୋଇଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାର ୪.୩୪ ବିଲିୟନ ଡ଼ଲାରରୁ କମ୍ ହୋଇଯାଇଛି ଏବଂ ଆମଦାନୀ ପାଇଁ ଟଙ୍କା…

ରାମ-ସୀତାଙ୍କ ମୂର୍ତ୍ତି ତିଆରି ପାଇଁ ନେପାଳରୁ ଆସୁଛି ଶାଲିଗ୍ରାମ ପଥ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ୨୦୨୪ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ମନ୍ଦିରରେ ଭଗବାନ ରାମ ଏବଂ ମାତା ସୀତାଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନେପାଳରୁ ଦୁଇଟି ଶାଲିଗ୍ରାମ ପଥର ଅଣାଯାଉଛି । ଏହି…

ଇରାନରେ ଭୟଙ୍କର ଭୂକମ୍ପ: ୭ ମୃତ,୪୪୦ ଜଣ ଆହତ

ତେହେରାନ:ଶନିବାର ଉତ୍ତର-ପଶ୍ଚିମ ଇରାନର ଖୋୟ ସହରରେ ଏକ ବଡ଼ ଧରଣର ଭୂକମ୍ପ ହେଇଥିବା ସୂଚନାମିଳିଛି। ଏହି ୫.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୪୦ ଜଣ ଆହତ ହୋଇଛନ୍ତି। ଶନିବାର…

FIH ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍: ଆଜି ବେଲ୍ଜିୟମ୍-ଜର୍ମାନୀ ମହା ମୁକାବିଲା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): କିଏ ଜିତିବ ବିଶ୍ୱକପ୍? ଏ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା। ଚଳିତ ପୁରୁଷ ହକି ବିଶ୍ୱକପ୍ ଟାଇଟଲ ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ରେ ରବିବାର ଅନୁଷ୍ଠିତ ହେବ…

ଚାରିଆଡ଼େ ମାଡ଼ିଯିବ କ୍ୟାନସର ବିମାରୀ! Radioactive Capsule ଗାଏବକୁ ନେଇ ହଡ଼କମ୍ପ, ଜାରି ହେଲା ରେଡିଏସନ ଆଲର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ରେଡିଓଆକ୍ଟିଭ କ୍ୟାପସୁଲ ଗାଏବ ହୋଇଯାଇଛି । ଏହାକୁ ନେଇ ସାରା ବିଶ୍ୱରେ ହଡ଼କମ୍ପ ମଚିଯାଇଛି । ଏନେଇ ପଶ୍ଚିମ ଅଷ୍ଟ୍ରେଲିଆର କିଛି ସ୍ଥାନରେ ରେଡିଏସନ ଆଲର୍ଟ ଜାରି କରାଯାଇଛି ।…

ଫିଟ୍ ହେଲାନି ଡ୍ରେସ୍: ଶାହରୁଖ ଓ ସଲମନଙ୍କୁ ପିଟିଲେ ଯୁବତୀ, Video ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଡ୍ରେସ୍ ଫିଟିଂ ନ ହେବାକୁ ନେଇ ଜଣେ ଯୁବତୀ ମାରପିଟ୍ କରିଛନ୍ତି । ଏହି ଘଟଣାରେ ଦୁଇ ପକ୍ଷଙ୍କ ତରଫରୁ…

ମାତ୍ର ୪୦-୫୦ ଟଙ୍କାରେ ମିଳୁଛି କେଜିଏ କାଜୁ! କେଉଁଠି ମିଳୁଛି, ଓଡ଼ିଶାର ବୈଜ୍ଞାନିକଙ୍କ ରହିଛି ବଡ଼ ଅବଦାନ

ନୂଆଦିଲ୍ଲୀ: କାଜୁରେ ଭିଟାମିନ୍ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ । ତେବେ ବଜାରରେ ସର୍ବଦା କାଜୁ ଦର ଉଚ୍ଚ ସ୍ତରରେ ରହିଥାଏ । ବର୍ତ୍ତମାନ ସମୟରେ କାଜୁ କିଲୋ ପାଖାପାଖି…

ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି, ଭାରତର ଅନ୍ନ ଖାଉଛନ୍ତି, ସେମାନେ ହିନ୍ଦୁ, ମୁଁ ମଧ୍ୟ ହିନ୍ଦୁ: କେରଳ ରାଜ୍ୟପାଳ

ନୂଆଦିଲ୍ଲୀ: ଭାରତର ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଅଧିକାର ପ୍ରଦାନ କରାଯାଇଥାଏ । ତେବେ ଅନେକ ସମୟରେ ଏଠାରେ ବିଭିନ୍ନ ଧର୍ମକୁ ନେଇ ଅଲଗା ଅଲଗା ମତପ୍ରକାଶ ପାଇଥାଏ । ଏହା…

୨୦୨୫ରେ ହେବ ଚୀନ-ଆମେରିକା ମହାଯୁଦ୍ଧ: US ବାୟୁସେନା ଜେନେରାଲଙ୍କ ବୟାନ ପରେ ସାରା ବିଶ୍ୱରେ ହଲଚଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବ ବେଳେ ବହୁ ଦେଶ ବାଦ ବିବାଦ ଘେରରେ ରହିଛନ୍ତି । ପାଖାପାଖି ୧ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ…