Browsing Category

ଦେଶ ବିଦେଶ

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଆଜି ବି ଏପରି ଅନେକ ପ୍ରଶ୍ନ ରହିଛି ରହସ୍ୟ ଘେରରେ, ଜାଣନ୍ତୁ ସେସବୁର ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ୍ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମୁମ୍ବାଇର ବାନ୍ଦା ସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା । ସୁଶାନ୍ତ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିବା…

ପ୍ରବଳ ଥଣ୍ଡାରେ ଝଡ଼ ସୃଷ୍ଟି କଲା ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ, କ’ଣ ରହିଛି ଟି-ସାର୍ଟ ପିନ୍ଧି ବୁଲିବାର ଉଦ୍ଦେଶ୍ୟ ?

ନୂଅଦିଲ୍ଲୀ: ରାଜନୀତିରେ ସବୁବେଳେ ରାଜନେତା ମାନଙ୍କର ପୋଷାକ ଚର୍ଚ୍ଚାରେ ରହିଥାଏ । ଯେପରିକି ୨୦୧୯ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେତେବେଳେ ସେ କେଦାରନାଥ ତୀର୍ଥଯାତ୍ରା କରିବାକୁ ଯାଇଥିଲେ, ସେତେବେଳେ ସେ ଏକ…

ଯଦି ପତ୍ନୀ ଗୁଟଖା ଖାଏ, ମଦ୍ୟପାନ କରେ ଏବଂ ମାଂସ ଖାଏ, ତେବେ ଏହା ନିର୍ଯାତନା ଅଟେ: ହାଇକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଯଦି ପତ୍ନୀ ପ୍ୟାନ ମସାଲା, ଗୁଟଖା ଏବଂ ପୁରୁଷଙ୍କ ପରି ମଦ୍ୟପାନ କରି ସ୍ୱାମୀଙ୍କୁ ହଇରାଣ କରନ୍ତି, ତେବେ ଏହା…

କଥାବାର୍ତ୍ତା କରିବାକୁ ମନା କରିବାରୁ ସ୍କ୍ରୁ ଡ୍ରାଇଭରରେ ୫୧ ଥର ଭୁସି ପ୍ରେମିକାକୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ପ୍ରେମରେ ଜାତି, ବର୍ଣ୍ଣ ଏବଂ ଧର୍ମ କିଛି ବି ନଥାଏ । ଲୋକମାନେ ନିଜ ପ୍ରେମ ପାଇଁ କିଛି ବି କରି ପାରନ୍ତି । କିନ୍ତୁ ବର୍ତ୍ତମାନର ପ୍ରେମରେ କେବଳ ହତ୍ୟା ଭଳି ମାମଲା ସାମ୍ନାକୁ ଆସୁଛି । ନିକଟରେ ହୋଇଥିବା…

କଲ ସେଣ୍ଟର ଖୋଲି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା; MBBS ଆଡମିଶନ ନାମରେ କରୁଥିଲେ ଠକେଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନୋଏଡ଼ାରୁ ଠକେଇର ଏକ ବଡ଼ ମାମଲା ସମ୍ନାକୁ ଆସିଛି । ଠକମାନଙ୍କର ଏକ ଉଚ୍ଚ ପ୍ରୋଫାଇଲ୍ ଗ୍ୟାଙ୍ଗ ନିକଟସ୍ଥ ଅଞ୍ଚଳରେ ଏକ ବଡ଼ କାର୍ଯ୍ୟାଳୟ ଖୋଲିଥିଲେ । ଏହି କାର୍ଯ୍ୟାଳୟରେ ୧୦୦ ରୁ ଅଧିକ…

Brain Eating Amoebaକୁ ନେଇ ପୁଣି ବଢ଼ିଲା ଚିନ୍ତା: ନାକ ବାଟେ ପଶି ମସ୍ତିଷ୍କକୁ ଖାଇ ଦେଉଛି, ରୋଗୀ ୧୦ ଦିନରେ ମରିବା ଥୟ, ଏହାର ଲକ୍ଷଣ ଓ…

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ବିଏଫ-୭ ଭାରିଆଣ୍ଟ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ତେବେ ଏହା ମଧ୍ୟରେ ପୁଣି ଏକ ଘାତକ ଭାଇରସକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ବ୍ରେନ୍ ଇଟିଂ…

ଭାରତର ଲିଖିତ ଇତିହାସରେ ତ୍ରୁଟି ସଂଶୋଧନ ପାଇଁ ଏନଡିଏ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ-ଏନଡିଏ ସରକାର ଭାରତର ଲିଖିତ ଇତିହାସରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବା ପାଇଁ ସଂଶୋଧନମୂଳକ ପଦକ୍ଷେପ…

ଭାରତରେ ରହିଛନ୍ତି କୋଭିଡ-୧୯ର ୧୦ଟି ଭାରିଆଣ୍ଟ! ଆଗକୁ ଆସିପାରେ ନୂଆ ଲହର, କ’ଣ କହୁଛନ୍ତି ବୈଜ୍ଞାନିକ ଓ ଏକ୍ସପର୍ଟ

ନୂଆଦିଲ୍ଲୀ: ବିଏଫ.୭ ଭାରିଆଣ୍ଟକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଚୀନ ସମେତ ଅନେକ ଦେଶରେ ଏବେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର…

ଚଳିତ ବର୍ଷ ବୈଜ୍ଞାନିକମାନେ ସନ୍ଧାନ କରିଛନ୍ତି ୧୨ଟି ଭୟଙ୍କର ଭାଇରସ୍, ଭବିଷ୍ୟତରେ ହୋଇପାରନ୍ତି ଘାତକ

ନୂଆଦିଲ୍ଲୀ: କରୋନା ଭାଇରସର ଲେଉଟାଣିକୁ ନେଇ ପୁଣି ଥରେ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ହଲଚଲ୍ । ଚୀନ ବ୍ୟତୀତ ଅନେକ ଦେଶକୁ ଏବେ ଭାଇରସ ଦ୍ରୁତ ଭାବେ କବଳିତ କରିସାରିଲାଣି । ଏଭଳି ସ୍ଥିତିରେ ଭାରତରେ ମଧ୍ୟ କୋଭିଡ-୧୯…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କାର୍ ଦୁର୍ଘଟଣାରେ ଆହତ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣା କର୍ଣ୍ଣାଟକର ମୈସୁରରେ ହୋଇଥିଲା । ଏହି ସମୟରେ…