Browsing Category
ଦେଶ ବିଦେଶ
NCERT ସର୍ଭେରେ ବଡ ଖୁଲାସା, ଅଭିଭାବକମାନଙ୍କ ସହିତ ବିଦ୍ୟାଳୟକୁ ଯାଉଥିବା ପିଲାମାନେ ଅଧିକ ଆତ୍ମବିଶ୍ୱାସୀ
ଅଭିଭାବକମାନଙ୍କ ସହିତ ବିଦ୍ୟାଳୟକୁ ଯାଉଥିବା ପିଲାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଅନ୍ୟ ପିଲାମାନଙ୍କ ଅପେକ୍ଷା ସେମାନେ ଅଧିକ ମଧ୍ୟ ରହିଥାନ୍ତି । ନର୍ସରୀ ଠାରୁ ପଞ୍ଚମ ପର୍ଯ୍ୟନ୍ତ ପିଲାମାନଙ୍କ ଉପରେ…
ପୁଣି ବିମୁଦ୍ରୀକରଣ କରିବେ କି ସରକାର? ଜାଣନ୍ତୁ କ’ଣ ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ
ଦେଶର ଅର୍ଥନୀତିରେ ବୃଦ୍ଧି ପାଉଥିବା ନଗଦ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିମୁଦ୍ରୀକରଣ ଯୋଜନାକୁ ପୁଣିଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ…
ସଂସଦ ପରିସରରେ ମିଲେଟ୍ ମଧ୍ୟାହ୍ନ ଭୋଜନ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ସାଂସଦଗଣ
ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବରେ ମିଲେଟ୍ ବା ମୋଟା ଶସ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିବା ଲାଗି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି । ଏ ଦିଗରେ ମନ୍ତ୍ରଣାଳୟ…
ନାନୋଟେକ୍ନୋଲୋଜି ବ୍ୟବହାର କରି ବିଶ୍ୱର ଫର୍ଟିଲାଇଜର କ୍ଷେତ୍ରରେ ବିପ୍ଳବ ଆଣିବ ଭାରତ: କେନ୍ଦ୍ର
ନୂଆଦିଲ୍ଲୀ: ଭାରତ ଏହାର ନାନୋ ସାର ପ୍ରଯୁକ୍ତିବିଦ୍ୟା ସହିତ ବିଶ୍ୱ ସାର କ୍ଷେତ୍ରରେ ଏକ ବିପ୍ଳବ ଆଣିବାକୁ ଯାଉଛି ଏବଂ ଦେଶରେ ଆଠଟି ପ୍ଲାଣ୍ଟ ୨୦୨୫ ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ ବୋଲି ସରକାର ମଙ୍ଗଳବାର ସଂସଦକୁ…
ଚାଲିଥିଲା କ୍ରିସମାସ୍ ପାର୍ଟି; ଗର୍ଭବତୀ ୱେଟରଙ୍କୁ ଦେଖି ତରଳିଲା ହୃଦୟ, ଟିପ୍ସରେ ଦେଲେ ଲକ୍ଷେ ଟଙ୍କା
ନୂଆଦିଲ୍ଲୀ: ଦୁନିଆରେ ଉଭୟ ଭଲ ଏବଂ ଖରାପ ଲୋକ ରହିଛନ୍ତି । ଏହି ଲୋକମାନଙ୍କ ସହ ଜଡିତ ଅନେକ ପ୍ରକାରର ଖବର ସାମ୍ନାକୁ ଆସେ । କିଛି ଖବର ଲୋକଙ୍କୁ ହସାଇଥାଏ ତ କିଛି ଖବର ଦୁଃଖ ଦେଇଥାଏ । ତେବେ ବର୍ତ୍ତମାନ ଆମେରିକାରୁ…
(Video) ‘ମୁଁ କିଡନାପରକୁ ବାହା ହୋଇଗଲି…’ ପିତା ସାମ୍ନାରେ ଉଠାଇନେଇଥିବା ଝିଅ ଜାରି କରିଥିବା ଭିଡିଓରେ କଲା ଦାବି
ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପିତା ସାମ୍ନାରେ ହିଁ ତାଙ୍କ ଝିଅର କିଡନାପ୍ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାର…
ଚାଇନା, ଆମେରିକାର ଚିନ୍ତା ବଢାଇଲାଣି କରୋନା, ସମସ୍ତ ରାଜ୍ୟକୁ ଚିଠି ଲେଖି ଆଲର୍ଟ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ବର୍ତ୍ତମାନ ଚୀନ୍, ଆମେରିକା ଏବଂ ଜାପାନ ଭଳି କିଛି ଦେଶରେ କରୋନା ମହାମରୀ ଚିନ୍ତା ବଢାଇ ଦେଇଛି । ଏପରିକି ଚୀନ୍ରେ ମୃତ ଲୋକମାନଙ୍କୁ ମଶାଣିରେ ଶବଦାହ କରିବା ଲାଗି ଜାଗା ମିଳୁ ନଥିବାର ଖବର ମଧ୍ୟ ଆସିଛି…
ମୁନ୍ଲାଇଟିଂ ଉପରେ ସଂସଦରେ ନିଜର ମତ ରଖିଲେ ସରକାର, ଜାଣନ୍ତୁ କାହାର ନେଲେ ପକ୍ଷ କର୍ମଚାରୀ ନାଁ କମ୍ପାନୀର…
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କୁ ୱାର୍କ ଫ୍ରମ୍ ହୋମ୍ର ସୁବିଧା ଦେଇଥିଲେ। ଯାହାର ସୁଯୋଗ ନେଇ କର୍ମଚାରୀମାନେ ନିଜ କମ୍ପାନୀରେ କାର୍ଯ୍ୟ କରିବା ସହିତ ବାକି ସମୟରେ…
Video: କେଶରେ ବନାଇଲେ କ୍ରିସମାସ୍ ଟ୍ରି; ୯ ଫୁଟ ଉଚ୍ଚର ହେୟାରଷ୍ଟାଇଲ କରି ଭାଙ୍ଗିଲେ ୱାର୍ଲ୍ଡ ରେକର୍ଡ
ନୂଆଦିଲ୍ଲୀ: ଜଣାଶୁଣା ହେୟାର ଷ୍ଟାଇଲଷ୍ଟ ଡାନି ହିସୱାନି ଉଚ୍ଚତମ ହେୟାର ଷ୍ଟାଇଲ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ହିସୱାନି ଆଶ୍ଚର୍ଯ୍ୟଜନକ ଭାବରେ ଚଳିତ ବର୍ଷ ୧୬ ସେପ୍େଟମ୍ବରରେ ଦୁବାଇ, ସଂଯୁକ୍ତ…
NCERT ପାଠ୍ୟପୁସ୍ତକରେ ପଢ଼ାଯିବ ଶ୍ରୀମଦ୍ ଭଗବଦ୍ ଗୀତା: କେନ୍ଦ୍ର
ନୂଆଦିଲ୍ଲୀ: ଏନସିଆରଟି ପାଠ୍ୟପୁସ୍ତକରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଏକାଦଶ ତଥା ଦ୍ୱାଦଶ ସଂସ୍କୃତ ପାଠ୍ୟପୁସ୍ତକରେ ଏହାର ଶ୍ଲୋକା ସାମିଲ କରାଯିବ । ଏନେଇ ସୋମବାର ଦିନ ଲୋକସଭାକୁ ସୂଚନା…