Browsing Category
ଦେଶ ବିଦେଶ
ବଜେଟ୍ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବଡ ଉପହାର, ପ୍ରତିମାସରେ ୩୦୦୦ ହଜାର ଟଙ୍କା ମିଳିବ
ନୂଆଦିଲ୍ଲୀ : ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏହି ଯୋଜନା ଗୁଡିକରେ ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି । ଏଥି ସହିତ କୃଷକମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା…
କୋର୍ଟଙ୍କ ଅନୁମତି ବିନା ହିନ୍ଦୁ ଦମ୍ପତି ଛାଡପତ୍ର ନେଇପାରିବେ ନାହିଁ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ :ପାରସ୍ପରିକ ସହମତି ପରେ ମଧ୍ୟ ହିନ୍ଦୁ ଦମ୍ପତି କୋର୍ଟଙ୍କ ଅନୁମତି ବିନା ଛାଡପତ୍ର ନେଇ ପାରିବେ ନାହିଁ। ଦମ୍ପତିଙ୍କ ପାରସ୍ପରିକ ସହମତି ଅନୁଯାୟୀ ୧୦୦ ଟଙ୍କା ଷ୍ଟାମ୍ପ ପେପରରେ କୋର୍ଟ ବାହାରେ କରାଯାଇଥିବା…
ରମିଜ ରାଜା ବିବାଦରେ, ଏହି ବ୍ୟକ୍ତି ହେବେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ !
ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ଛୁଟି ହୋଇପାରେ । ତାଙ୍କ ବଦଳରେ ପୂର୍ବ ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କୁ ଅଧ୍ୟକ୍ଷ ପଦରେ ରଖାଯିବାର…
INS Mormugao:ଚୀନ୍ କୁ ମାତ ଦେବା ପାଇଁ ଆଜି ନୌସେନାରେ ସାମିଲ ହେବ ମାରାତ୍ମକ କ୍ଷେପଣାସ୍ତ୍ର ଏବଂ ରକେଟ୍ ଲଞ୍ଚର୍ ସହିତ ସଜ୍ଜିତ INS…
ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସ୍ୱଦେଶୀ କ୍ଷେପଣାସ୍ତ୍ର INS Mormugao ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁମ୍ବାଇର ଭାରତୀୟ ନୌସେନାକୁ ଆଧୁନିକ ସେନ୍ସର ଏବଂ…
ଆଜି ବିହାର ନଗର ନିଗମ ନିର୍ବାଚନ ୨୦୨୨: ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
ପାଟଣା: ଆଜି ବିହାର ନଗର ନିଗମ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ରାଜ୍ୟରେ ୧୫୬ଟି ନଗର ନିଗମରେ ନିର୍ବାଚନ ହେଉଛି । ତେଣୁ ଆଜି ସକାଳ ୭ରୁ ଆରମ୍ଭ ହୋଇସାରିଛି ମତଦାନ ଏବଂ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ…
କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେତେ ଅଛି ଧନ; କିଏ ହେଉଛନ୍ତି ଦେଶର ‘ଗରିବ’ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ..
ନୂଆଦିଲ୍ଲୀ : ଭାରତରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ଧନୀ ନୁହଁନ୍ତି। ନିର୍ବାଚନ ଆୟୋଗରେ ଏହି ନେତାମାନେ ଆଫିଡେଭିଟ୍ ମାଧ୍ୟମରେ ସେମାନଙ୍କର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ଦେଇଛନ୍ତି।…
ଆଜି ଫିଫା ବିଶ୍ୱକପ୍ ଫାଇନାଲ: ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ମଧ୍ୟ ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ଆଜି ଲୁସାଇଲ୍…
‘ପଠାନ୍ ଏକ ଦେଶଭକ୍ତି ଫିଲ୍ମ’, ବେସରମ ରଙ୍ଗ ଗୀତ ବିବାଦ ମଧ୍ୟରେ ଶାହରୁଖଙ୍କ ଟ୍ୱିଟ୍ ଭାଇରାଲ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ୍ ତାଙ୍କ ଆଗାମୀ ଫିଲ୍ମ 'ପଠାନ୍'କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଶାହରୁଖ ଏହି ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ଫିଲ୍ମ ଆଗାମୀ ବର୍ଷ ଆରମ୍ଭରେ…
୨୯ କୋଟିରୁ ଅଧିକ ଲୋକେ ଖୋଲିଲେଣି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ, ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଦେଶ ପାଇଁ ଏକ ବ୍ୟାପକ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣରେ ନିରନ୍ତର ଭାବେ ଅଗ୍ରଗତି କରୁଛି । ଲୋକ ମାନଙ୍କର ଏବିଏଚ୍ଏ ଆକାଉଂଟ ସହିତ ୪ କୋଟିରୁ…
(Video) ମର୍ସିଡିଜକୁ ପାଦରେ ଧକ୍କା ମାରୁଥିଲେ ଅଟୋ ଡ୍ରାଇଭର: ଲୋକେ ଦେଖି ବାକା
ସୋସିଆଲ ମିଡିଆରେ ପ୍ରତିଦିନ ରାସ୍ତାର ଅନେକ ଭିଡିଓ ଭାଇରାଲ ହେଉଛି, ସେଥିରୁ କିଛି ଦୁର୍ଘଟଣାର ରହୁଛି ତ ଆଉ କିଛି ମଜାଦାର ଭିଡିଓ ଲୋକଙ୍କୁ ହସାଉଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସାମ୍ନାକୁ…