
Browsing Category
ଦେଶ ବିଦେଶ
ଭାଗ୍ୟ ହେବ ତ ଏମିତି! ଦିନ ୨ ଟାରେ ବ୍ୟାଙ୍କ ଦେଲା ଲୋନ୍ ନୋଟିସ, ଅପରାହ୍ନ ୩.୩୦ ରେ ଜିତିଲେ ୭୦ ଲକ୍ଷର ଲଟେରୀ
ନୂଆଦିଲ୍ଲୀ: କେରଳରେ ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି। ଏହା ପୁଣି ଏପରି ସମୟରେ ଯେଉଁ ସମୟରେ ତାଙ୍କୁ ଭାଗ୍ୟର ସାଥ୍ ନିହାତି ଆବଶ୍ୟକ ଥିଲା। ଏହି ମାମଲା କୋଲାମ ଜିଲ୍ଲାର ମେନାଗାପାଲ୍ଲୀ ଅଟେ। ଏହି…
ଧନତେରାସ ପୂର୍ବରୁ ସୁନା ଦରରେ ଆଶ୍ୱସ୍ତି: ଗହଣା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: କରବାଚୌଥରେ ସୁନା-ଗହଣାରେ ରେକର୍ଡ ପରିମାଣର ବିକ୍ରି ହୋଇଛି । ଏବେ ଧନତେରାସ ଏବଂ ଦୀପାବଳି ପାଇଁ ଏହାଠୁ ଅଧିକ ବିକ୍ରି ନେଇ ଅନୁମାନ କରାଯାଉଛି । ଦୀପାବଳି ପୂର୍ବରୁ ସୁନାର ମୂଲ୍ୟ ଲଗାତାର ତିନି ଦିନ ହେଲା…
ନାବାଳିକାକୁ ବିବାହ କରି ସହମତିରେ ଶାରୀରିକ ସମ୍ପର୍କ ରଖିବା ବି ‘ଦୁଷ୍କର୍ମ’: ହାଇକୋର୍ଟ
ନୂଆଦିଲ୍ଲୀ: ନାବାଳିକା ଝିଅର ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟଙ୍କ କହିବା ମୁତାବକ, ଯଦି ଜଣେ ନାବାଳିକା ନିଜ ଘର ଛାଡ଼ି କାହା ସହ ବିବାହ କରନ୍ତି ଓ ନିଜ ଇଛାରେ…
ଚିନ୍ତାର ବିଷୟ: ହ୍ରାସ ପାଇଲା ଗହମ-ଚାଉଳର ଷ୍ଟକ୍,୫ ବର୍ଷରେ ସର୍ବନିମ୍ନସ୍ତରେ ପହଞ୍ଚିଲା
ନୂଆଦିଲ୍ଲୀ: ଦେଶରେ ସରକାରୀ ଗୋଦାମଗୁଡିକରେ ମହଜୁଦ ଶସ୍ୟର ପରିମାଣ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶରେ ୮୦ କୋଟି ଲୋକଙ୍କୁ ସବସିଡିରେ ଖାଦ୍ୟ ଯୋଗାଉଥିବା ସରକାରୀ କଳ ଉପରେ ଆଗାମୀ ଦିନରେ ବହୁତ…
ବାଜିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ପୁର୍ବରୁ ୧୨ ନଭେମ୍ବରରେ…
ସରକାର ବଡ ନିଷ୍ପତି: ଛଟ ପୂଜା ପାଇଁ ୨୫ କୋଟି ଟଙ୍କା ସହ ପୂଜା ପାଇଁ ୧୧୦୦ ଟି ଘାଟ
ନୂଆଦିଲ୍ଲୀ:ଦିଲ୍ଲୀ ସରକାର ବଡ ନିଷ୍ପତି। ଛଟ ପୂଜା ପାଇଁ ଦେଲେ ୨୫ କୋଟି ଟଙ୍କା। ଅକ୍ଟୋବର ୩୦ ରୁ ୩୧ ରେ ଛଟ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ହେବାକୁ ଯାଉଛି ଛଟ ପୂଜା । କୋଭିଡ ପାଇଁ ପ୍ରାୟ…
ଭାରତ-ପାକ୍ ମୁକାବିଲାକୁ ନେଇ ମାରାମାରି, ମାତ୍ର ୧୦ ମିନିଟରେ ବିକ୍ରି ହେଲା ୯୦ ହଜାର ଟିକେଟ୍
ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵ କପ୍ ୨୦୨୨କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ବିଶ୍ଵ କପ୍ ପାଇଁ ଅଦ୍ୟାବଧି ୬ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇ…
ବୈଜ୍ଞାନିକଙ୍କ ବଡ଼ ସଫଳତା: ଏଣିକି ଚନ୍ଦ୍ର ପୃଷ୍ଠରେ ମଧ୍ୟ ହୋଇପାରିବ ଚାଷ କାର୍ଯ୍ୟ, ବଢ଼ିପାରିବ ବୃକ୍ଷଲତା
ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗକୁ ଯାଇ ସାରିଲାଣି । ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଛନ୍ତି । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ମଣିଷର ଜୀବନ ଧାରଣ ନେଇ ବିଶ୍ୱର ବୈଜ୍ଞାନିକମାନେ ସର୍ବଦା…
ମୋମିନପୁର ହିଂସା:ମମତାଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସୁଭେନ୍ଦୁ କହିଲେ ଭୋଟବ୍ୟାଙ୍କ ପାଇଁ ବିବାଦ କରୁଛନ୍ତି …
ମମତା ହିନ୍ଦୁ ସମାଜକୁ କୋଲକାତାରୁ ହଟେଇବାକୁ ପ୍ରାୟସ କରୁଛନ୍ତି । ଏପରି କିଛି ଅଭିଯୋଗ ଲଗାଇଛନ୍ତି ବିପକ୍ଷ ଦଳର ନେତା ସୁଭେନ୍ଦୁ ଅଧିକାରୀ । ମୋମିନପୁର ହିଂସାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି । ମୁଖ୍ୟମନ୍ତ୍ରୀ…
ବିବାହ ପାଇଁ କାନାଡା ଛାଡି ଭାରତ ଚାଲି ଆସିଲେ ଯୁବତୀ, ଏବେ ସ୍ଵାମୀ ମାଗୁଛି ଛାଡପତ୍ର; ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଯଦି ପତ୍ନୀ ବୈବାହିକ ଜୀବନକୁ ଜାରି ରଖିବାକୁ ଚାହାନ୍ତି ତେବେ ସ୍ଵାମୀଙ୍କ ଆବେଦନ ଉପରେ ବିବାହ ରଦ୍ଦ କରିବା ପାଇଁ ଅନୁଚ୍ଛେଦ ୧୪୨ ଆଧାରରେ ନିଜ ଶକ୍ତିର ପ୍ରୟୋଗ କରିବେ ନାହିଁ। ଏକ ମାମଲାର ଶୁଣାଣି ବେଳେ…