
Browsing Category
ଦେଶ ବିଦେଶ
ଯୁବକ ଅନଲାଇନରେ ଅର୍ଡର କଲେ Pizza, ବାହାରିଲା କାଚ ଖଣ୍ଡ: ପୋଲିସ କହିଲା କଷ୍ଟମର କେୟାରକୁ ଯାଅ, କମ୍ପାନୀ ଚୁପ୍
ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରିବାକୁ ଭଲ ପାଆନ୍ତି । ତେବେ ଅନେକ ସମୟରେ ଅର୍ଡର କରାଯାଇଥାଏ କିଛି, ଆସିଥାଏ ଆଉ କିଛି । ବେଳେବେଳେ ଖାଦ୍ୟରୁ କିଛି ଅସନା…
Big Breaking:ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଘେରିଲେ ସିବିଆଇ;୩୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ
ନୂଆଦିଲ୍ଲୀ: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀମାନେ ପଚରାଉଚରା କରିଛନ୍ତି। ରାଜଧାନୀର ସିବିଆଇ ମୁଖ୍ୟାଳୟରେ ଏହି ପଚରାଉଚରା କରାଯାଇଥିଲା। ମଲିକ…
କଂଗ୍ରେସର ନୂତନ ଅଧ୍ୟକ୍ଷ ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଅଭିଯୋଗ ଉପରେ ଏମିତି ଜବାବ ଦେଲେ ରାହୁଲ
ନୂଆଦିଲ୍ଲୀ: କଣ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଏହି ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା…
ସାଇକେଲରେ ପଞ୍ଜାବ ରୁ ଦିଲ୍ଲୀ ଯାତ୍ରା; କାହିଁକି ଏମିତି କଲେ ୧୩ ବର୍ଷର ବାଳକ କାରଣ ଜାଣିଲେ ଆପଣ ମଧ୍ୟ ହେବେ ତାଜୁବ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆଜିର ପିଲାମାନଙ୍କର ମନ ଏବଂ ହୃଦୟରେ ଏତେ ପ୍ରାଧାନ୍ୟ ଲାଭ କରିଛି ଯେ ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଏପରି ଏକ ଘଟଣାରେ, ପଞ୍ଜାବର ଜଣେ ୧୩ ବର୍ଷର ବାଳକ ନିଜ ପସନ୍ଦ ୟୁ…
ଆବାସିକ କୋଠାରେ ଲାଗିଲା ନିଆଁ ;ଜୀବନ ବଞ୍ଚାଇବା ପାଇଁ ବାଲକୋନୀରୁ ଡେଇଁଲେ ଲୋକ
ମୁମ୍ବାଇ:ଶନିବାର ମୁମ୍ବାଇର ନିୟୁ ତିଲକ ନଗର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୨:୪୩ ସମୟରେ ଉକ୍ତ ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ…
ସରକାରୀ କର୍ମଚାରୀଙ୍କୁ କେଜ୍ରିୱାଲଙ୍କ ଉପହାର: ୪ ପ୍ରତିଶତ ବୃଦ୍ଧିକଲେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର କର୍ମଚାରୀଙ୍କୁ ଖାଲି ଉପହାର ଓ ବୋନସ ବର୍ଷା ହେବାରେ ଲାଗିଛି । ତେବେ ଏହି କ୍ରମରେ ଦିଲ୍ଲୀର ସରକାରୀ କର୍ମଚାରୀଙ୍କୁ ମିଳିଛି ଏକ…
ଆମାଜନରେ ଜଙ୍ଗଲରେ ମିଳିଲା ସର୍ବ ବୃହତ ଗଛ;ବୈଜ୍ଞାନିକ ଆରମ୍ଭ କରିଲେ ଅନୁସନ୍ଧାନ
ବ୍ରାଜିଲିଆ:୩ ବର୍ଷର ଯୋଜନା, ୪ ଅଭିଯାନ, ଘନ ଜଙ୍ଗଲରେ ୨ ସପ୍ତାହ ବିପଜ୍ଜନକ ଯାତ୍ରା ପରେ ବୈଜ୍ଞାନିକମାନଙ୍କର ଏକ ଦଳ ଶେଷରେ ଆମାଜନ ଜଙ୍ଗଲର ଉଚ୍ଚତମ ଗଛ ଖୋଜି ପାଇବାରେ ସଫଳ ହୋଇଛନ୍ତି। ଏହି ଗଛଟି ୨୫ ମହଲା କୋଠା ପରି…
Press Conference କରି ଗୁମର ଖୋଲିଲେ ରାହୁଲ କହିଲେ..
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ମାସ ପୂରଣ କରିଛନ୍ତି। ଶନିବାର ଦିନ କର୍ଣ୍ଣାଟକର ତୁରୁଭେକ୍ରେ ୩୪ ମିନିଟର ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଲୋକ ମାନଙ୍କ ସହ ଯୋଡି ହେଇଥିଲେ । ଏହି ସମୟରେ…
IASଙ୍କ ଟ୍ୱିଟ ହେଲା ଭାଇରାଲ; ୟୁଜର୍ସ କହିଲେ ସମ୍ପୂର୍ଣ ତଥ୍ୟ ନଜାଣି କରନ୍ତୁ ନାହିଁ ଟ୍ୱିଟ
ନୂଆଦିଲ୍ଲୀ: ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଚିତ୍ର ଭାଇରାଲ ହେଉ ଥିବାର ଦେଖିଛୁ। ସବୁ ଟ୍ୱିଟ କେବଳ ଭାଇରାଲ ହେଇ ନଥାଏ କିଛି ଟ୍ୱିଟ ଏପରି ଥାଏ ଯାହା ଲୋକ ମାନଙ୍କୁ ଠିକ ବାଟକୁ ଆଣିବା ପାଇଁ କାର୍ଯ୍ୟ କରି ଥାଏ।…
ଦୀପାବଳିର ଧମାକା ଅଫର :୧୦୦ ଟଙ୍କାରେ ଖାଇବା ତେଲ ସହ ମିଳିବ ଏହି ୩ ଟି ଜିନିଷ
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଅନଲାଇନ୍ ଏବଂ ଅଫ ଲାଇନରେ ବିଭିନ୍ନ ପ୍ରକାର ଅଫର ଚାଲିଛି । ତେବେ ଆଗକୁ ଆଲୋକର ପର୍ବ ଦୀପାବଳି ଥିବାବେଳେ ବର୍ତ୍ତମାନ ଏହାର ମଧ୍ୟ ଅଫର ଚାଲିଛି । ଯାହାଫଳରେ ଲୋକେ…