CHARIDHAM
Browsing Category

ଦେଶ ବିଦେଶ

DA ବଢ଼ିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ୍ ଇଞ୍ଜିନ୍ ବେନିଫିଟ୍

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାଫଳରେ କର୍ମଚାରୀମାନେ ଏବେ ମୋଟ ୩୮ ପ୍ରତିଶତ ଡିଏ ପାଇବେ । ତେବେ ଡିଏ ବଢ଼ିବା ପରେ ଏବେ ହାଉସିଂ ରେଣ୍ଟ ଆଲାଉନ୍ସ…

IMF Report: ଆର୍ଥିକ ମାନ୍ଦାବସ୍ଥାରେ କଲବଲ ହେଉଛି ସାରା ବିଶ୍ୱ, ଭାରତ ସହିତ ୭ଟି ଦେଶର ଅର୍ଥନୀତି ଚମକୁଛି

ନୂଆଦିଲ୍ଲୀ: ସଂପ୍ରତି ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାରେ ଛଟପଟ ହେଉଛି । ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ତଳକୁ ଖସିବାରେ ଲାଗିଛି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର ୭ଟି ଦେଶ ବିକାଶ ଆଡ଼କୁ ମାଡ଼ି…

‘I Miss You Janu ‘ଭାଉଜ ସହ ଫଟୋ ଉଠେଇ ସେୟାର କରିଲେ ଦିଅର ; ଶେଷରେ ହେଲେ ଗିରଫ

ପିଲିଭିତ: ମହଙ୍ଗା ପଡିଲା ଭାଉଜଙ୍କ ସହ ପ୍ରେମ ନିବେଦନ। ଭାଉଜଙ୍କ ସହିତ ନିଜ ଫଟୋ ଲଗାଇବା ଏବଂ 'ଆଇ ମିସ୍ ୟୁ ଜାନୁ ' ଲେଖି 'ଆଇ ମିସ୍ ୟୁ ଜାନୁ ' ଲେଖିବା ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ଭାଉଜ ତାଙ୍କ ସ୍ୱାମୀଙ୍କ…

Anti Ragging ରୋକିବାକୁ ଗାଇଡଲାଇନ୍ସ ଜାରି କଲା UGC: କଲେଜ, ୟୁନିଭରସିଟିରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: ଆଣ୍ଟି ରାଗିଂ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏନେଇ ୟୁଜିସି ଦ୍ୱାରା ଏକ ଆଣ୍ଟି ରାଗିଂ କମିଟି ମଧ୍ୟ ଗଠନ କରାଯାଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କ…

ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲକୁ ଆସିଲା କଲ;ଅମ୍ବାନିଙ୍କ ପରିବାରକୁ ମାରିଦେବାକୁ ଦେଲେ ଧମକ

ମୁମ୍ବାଇ: ମୁମ୍ବାଇରେ ଥିବା ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲକୁ ବୁଧବାର ଦିନ ଏକ ଅଜ୍ଞାତ ନମ୍ବରରୁ ଧମକପୂର୍ଣ୍ଣ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି ଡାକ୍ତରଖାନା ଉଡ଼ାଇବା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍…

ଜାତୀୟ ରାଜନୀତିରେ ଆସିବାକୁ TRS କଲା ନାମ ପରିବର୍ତ୍ତନ, KCR ଦେଲେ ରଣହୁଙ୍କାର

ହାଇଦ୍ରାବାଦ୍: ତେଲେଙ୍ଗାନାରେ ଶାସନ କରୁଥିବା କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟୀ 'ତେଲେଙ୍ଗାନା ରାଷ୍ଟ୍ରିୟ ସମିତି'ରେ ଜାତୀୟ ରାଜନୀତିକୁ ପ୍ରବେଶ କରିଛି। ବୁଧବାର ଦଳ ଏହାର ନାମ 'ଭାରତ ରାଷ୍ଟ୍ରୀୟ ସମିତୀ'…

ବିଜୟାଦଶମୀରେ ଏଠି ମା’ଦୁର୍ଗାଙ୍କୁ ନୁହେଁ ବରଂ ଲଙ୍କାପତି ରାବଣଙ୍କୁ କରାଯାଏ ଆରାଧନା,ପୂଜା କରିଲେ ମନୋସ୍କାମନା ହୁଏ ପୂରଣ

ଅକୋଲା:ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ବିଜୟାଦଶମୀ ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ , ମେଘନାଦ ଏବଂ ରାବଣର ପ୍ରତିମା ନିର୍ମାଣ କରି ପୋଡି ଯାଏ । ଯଦିଓ ଏବେ ମଧ୍ୟ ଅନେକ ଗ୍ରାମ…

ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା: ୩ ବୈଜ୍ଞାନିକଙ୍କୁ ସମ୍ମାନିତ

ନୂଆଦିଲ୍ଲୀ: ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର। 'ଅଣୁ ନିର୍ମାଣ ପାଇଁ ଏକ କୁଶଳ ଉପକରଣ' ବିକାଶ ପାଇଁ ବୈଜ୍ଞାନିକ କ୍ୟାରୋଲିନ…

ଚକୋଲେଟ୍ ଖାଇଲେ ହୋଇଥାଏ କି ବ୍ରଣ: ଜାଣନ୍ତୁ କଣ କହୁଛି ରିସର୍ଚ୍ଚ ?

ନୂଆଦିଲ୍ଲୀ: ଚକୋଲେଟ୍ ଏପରି ଏକ ଜିନିଷ ଯାହା ସମସ୍ତଙ୍କୁ ଖୁବ ଭଲ ଲାଗିଥାଏ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ପ୍ରାୟ ସମସ୍ତେ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଛୋତ ପିଲାମାନେ…

ସମୁଦ୍ର କୂଳରେ ଜମି ଲିଜ୍ ରେ ଦେବାକୁ କେନ୍ଦ୍ରର ପ୍ରସ୍ତୁତି: ରାଜସ୍ୱ ସହ ବଢ଼ିବ ପବନ ଶକ୍ତି ଉତ୍ପାଦନ…

ନୂଆଦିଲ୍ଲୀ: ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ତଥା ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ ଦେବା ପାଇଁ ଦେଶର ସମୁଦ୍ର କୂଳରେ ପବନ ଶକ୍ତି ଉତ୍ପାଦନ ପାଇଁ ଜମି ଲିଜରେ ଦେବାପାଇଁ…