Browsing Category

ଦେଶ ବିଦେଶ

ବଦଳିଯିବ ଦେଶର ୨୩ଟି AIIMSର ନାମ! ପ୍ରସ୍ତାବ ଉପରେ ବିଚାର କରୁଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ)ର ନାମ ଖୁବଶୀଘ୍ର ବଦଳିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ପ୍ରସ୍ତାବ…

ବିଗବସର ନୂଆ ସିଜିନରେ ଆଉ ଦେଖିବାକୁ ମିଳିବେ ନାହିଁ ସଲମାନ, ଜାଣନ୍ତୁ କାହିଁକି ଆଉ କିଏ କରିବ ସୋ ହୋଷ୍ଟ..

ମୁମ୍ବାଇ: ବିଗବସ କହିଲାମାନେ ସୋ ର ହୋଷ୍ଟ ସଲମାନ ଖାନକୁ ବୁଝାଏ । ସଲମାନ ଙ୍କ ବିନା ଏହି ସୋର ଆଦୌ ଚାହିଦା ନଥାଏ । ଏହି କଣ୍ଟ୍ରୋଭସି ହାଉସ ଆସିବା ପାଇଁ ଅଭିନେତା ମାନେ ଯେତେ ତତ୍ପର ଥାଆନ୍ତି ତା ଠାରୁ ଅଧିକ…

ଦୁନିଆର ସବୁଠୁ ଦାମୀ ପନିର, ଯାହାର ମୂଲ୍ୟ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ପନିର ବିଷୟରେ ଆପଣ ଜାଣିଛନ୍ତି? ଏହି ପନିର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦୦ ରୁ ୧୦୦୦ ୟୁରୋ (ପ୍ରାୟ ୮୨,୦୦୦ ରୁ ଅଧିକ) । ଏହାକୁ ଦୁନିଆର ସବୁଠାରୁ ଦାମୀ ପନିର ମଧ୍ୟରୁ ବିବେଚନା…

କରୋନା ପରେ ଟମାଟୋ ଫ୍ଲୁ କୁ ନେଇ ଚେତାବନୀ, ପିଲାଙ୍କ ଶରୀର ଏଭଳି ଲକ୍ଷଣ ଦେଖା ଦେଲା ସତର୍କ ରୁହ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରିବା ପରେ ଏବେ ନୂଆ ନୂଆ ସଂକ୍ରମଣ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍‌ ମହାମାରୀ ପରେ ଟମାଟୋ ଫ୍ଲୁ ନାମରେ ଏକ ନୂଆ ରୋଗ ଭାରତ ସମେତ…

ଶାହାଙ୍କ ଇସାରା ବୁଝିବେ କି NTR? ତେଲେଙ୍ଗାନାକୁ ମିଳିବ କି ବିଜେପିର ନୂତନ ….

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କା ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସି ଆରଆରଆର ହିରୋ ଜୁନିୟର ଏନଟିଆରଙ୍କୁ ଭେଟିଛନ୍ତି । ଶାହା ଏହି ଗସ୍ତରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଙ୍କୁ ଭେଟିଛନ୍ତି…

ପ୍ରକୃତି ସାଜିଲା ଦାଉ: ପ୍ରବଳ ବର୍ଷାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷାରେ ଗୋଟିଏ ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ତେବେ…

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ !

ନୂଆଦିଲ୍ଲୀ : ଆଗାମୀ ଦିନରେ, ଖାଇବା ତେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ । ଖାଇବା ତେଳ ସଞ୍ଚାଳକ ଏବଂ ଉତ୍ପାଦକମାନେ ଖାଇବା ତେଲର ମୂଲ୍ୟ ୧୦-୧୨ ଟଙ୍କା ହ୍ରାସ କରିବାକୁ ରାଜି ହୋଇଛନ୍ତି । ଖାଇବା ତେଲର ଭାରତ ଏକ…

ଆତଙ୍କବାଦୀଙ୍କ ଟାର୍ଗେଟରେ ୧୦ ନେତା, କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼/ନୂଆଦିଲ୍ଲୀ,: ପଞ୍ଜାବର କେତେଜଣ ଭିଭିଆଇପିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସତର୍କ କରାଇ ଦେଇଛି । ଏଥିସହ ଆତଙ୍କବାଦୀଙ୍କ ଟାର୍ଗେଟରେ…

ବିବାହିତ ଲୋକଙ୍କର ଲାଗିଲା ଲଟେରୀ: ମୋଦୀ ସରକାର ମାସକୁ ଦେଉଛନ୍ତି ୧୮,୫୦୦ ଟଙ୍କା! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ହିତ ପାଇଁ ଅନେକ ସମୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଆପଣ ପ୍ରଧାନମନ୍ତ୍ରୀ ଭାୟା ବନ୍ଦନା ଯୋଜନା (PMVVY) ଯୋଜନା ବିଷୟରେ ଜାଣିଛନ୍ତି । ଏହି ଯୋଜନାରେ…