Browsing Category

ଦେଶ ବିଦେଶ

ରବିବାର ହେବ ନିଟ୍ ପରୀକ୍ଷା, ଏଗଜାମ ତାରିଖ ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ ରବିବାର ହେବ ନିଟ୍ ପରୀକ୍ଷା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ଏଥିସହ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ…

ଫେସବୁକ୍ ବ୍ୟବହାରକାରୀ ସାବଧାନ! ସୁନ୍ଦରୀ ଝିଅଙ୍କ ଚକରରେ ଫସିପାରନ୍ତି ହନିଟ୍ରାପରେ

ନୂଆଦିଲ୍ଲୀ: ହନିଟ୍ରାପ୍ ହେଉଛି ଏମିତି ଏକ ଜାଲ, ଯେଉଁଥିରେ ଜଣେ ଆକର୍ଷକ ବ୍ୟକ୍ତି(ପୁରୁଷ ବା ସ୍ତ୍ରୀ) ଦ୍ୱିତୀୟ ବ୍ୟକ୍ତିଙ୍କ ଠାରୁ ଭୁଲ୍ ଉପାୟରେୁ କିଛି କାମ ହାସଲ କରିବା ପାଇଁ ଯୋଜନା କରେ । ଆଉ ଏହାକୁ ହନିଟ୍ରାପ୍…

ଜାଭେଦ ଅଖତାରଙ୍କୁ ଶିବସେନାର ଦୃଢ ଜବାବ: ଆପଣ ଯାହା କୁହନ୍ତୁ, କିନ୍ତୁ ତାଲିବାନ ସହ ଆରଏସଏସର ତୂଳନା ସ୍ୱୀକାର ନୁହେଁ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ତାଲିବାନ ସହ ତୂଳନା କରି ବିବାଦ ଘେରରେ ଏବେ ଜାଭେଦ ଅଖତାର । ଅଖତାରଙ୍କ ଏହି ପରି ବିବାଦୀୟ ବୟାନକୁ ନେଇ ଏବେ ଖପ୍ପା ଶିବସେନା । ନିଜର ମୁଖପତ୍ର ସାମନା ଜରିଆରେ ଜାଭେଦଙ୍କୁ…

ମୋବାଇଲ୍ ଫୋନ୍ ଗିଳିଦେଲେ ଯୁବକ, ପେଟରେ ଫାଟି ଯାଇଥାଆନ୍ତା ବ୍ୟାଟେରୀ; ଏପର ବଞ୍ଚିଲେ

ନୂଆଦିଲ୍ଲୀ: କଣ କେବେ କେଉଁ ବ୍ୟକ୍ତି ମୋବାଇଲ୍ ଫୋନ୍ ଗିଳିପାରେ କି? ଏମିତିରେ ବି କିଏ କାହିଁକି ଏମିତି କରିବ । ହେଲେ ଜଣେ ବ୍ୟକ୍ତି ଏବେ ଏପରି କିଛି କରି ସମସ୍ୟାରେ ପଡ଼ିଛନ୍ତି । ଜଣେ ବ୍ୟକ୍ତି ନୋକିଆ ୩୩୧୦ ସେଲଫୋନ୍…

୩ ଦିନ ଯାଏଁ ଏହିସବୁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ: ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ-କଶ୍ମୀର, ରାଜସ୍ଥାନରେ ବଜ୍ରପାତ ସହିତ ପ୍ରବଳ…

ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଲେଣି ୨୪ଟି ପଶୁ

ଗୌହାଟି: ଆସାମ ବନ୍ୟାରେ ସାଧାରଣ ଲୋକଙ୍କ ସହିତ ଜୀବଜନ୍ତୁ ମାନେ ବି ହନ୍ତସନ୍ତ ହେଉଛନ୍ତି । ଏହି ବନ୍ୟା ଏବେ ସେମାନଙ୍କ ପାଇଁ କାଳ ପାଲଟିଛି । ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିବା ଫଳରେ ଏବେ…

ତାଲିବାନି ହାତକୁ ପଞ୍ଜଶୀର ଘାଟି ବି ଗଲା, ଏବେ ପୂରା ଆଫଗାନିସ୍ତାନ ଆତଙ୍କବାଦୀଙ୍କ କବଜାରେ

କାବୁଲ: ତାଲିବାନି ସୋମବାର ଦିନ ଘୋଷଣା କରିଛି ଯେ, ପଞ୍ଜଶୀର ଉପରେ ସେମାନେ ସମ୍ପୂର୍ଣ୍ଣ ଭାବରେ କବଜା କରିସାରିଛନ୍ତି । କିଛି ଦିନ ହେବ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ…

ସଂସଦ ପାଇଁ ଡ୍ରେସ୍ କୋଡ୍: ଟି-ସାର୍ଟ, ଜିନ୍ସ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେନି ସାଂସଦ, ତାଳି ବଜାଇବା ପାଇଁ ବି ନାହିଁ ଅନୁମତି

ଲଣ୍ଡନ: ବ୍ରିଟିଶ ସାଂସଦ ମାନଙ୍କ ପାଇଁ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ସାଂସଦ ମାନେ ଏଣିକି ସଂସଦକୁ ଜିନ୍ସ, ଟି-ସାର୍ଟ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେ ନାହିଁ । ଖାଲି ସେତିକି ନୁହେଁ ସେମାନେ ଗୃହ ମଧ୍ୟରେ…

ପାକରେ ମହିଳା ପୋଲିସ୍ କର୍ମୀ ବି ନୂହନ୍ତି ସୁରକ୍ଷିତ, ଅପହରଣ ପରେ ରେପ୍ କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ସାଧାରଣ ମହିଳା ତ ଦୂରର କଥା ଏଠାରେ ମହିଳା ପୋଲିସ୍ କର୍ମୀ ବି ସୁରକ୍ଷିତ ନୁହନ୍ତି…

ମାଡିଆସିଲା କି ତୃତୀୟ ଲହର ! ଦେଶରେ ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…