Browsing Category
ଦେଶ ବିଦେଶ
ପଦକ ବିଜୟ ପରେ ଭବିନାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଏମିତି ଲେଖିଲେ ମୋଦୀ
ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭବିନା ପଟେଲଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ କଂଗ୍ରେସ ସଭାପତି…
ବଢ଼ିବ I-PHONE ମୂଲ୍ୟ; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରୁ ବଢିଯିବ ଆଇଫୋନ-୧୩ର ମୂଲ୍ୟ । ଆସନ୍ତା ମାସରେ ଆଇଫୋନ ୧୩ ସିରିଜ ଫୋନ ଲଞ୍ଚ ହେବାକୁ ଯାଉଛି । ଏହି ଫୋନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଇଛି । ଆସନ୍ତା…
ତାଲିବାନୀଙ୍କୁ ପଞ୍ଜଶିର ଚାଲେଞ୍ଜ୍, ରଣହୁଙ୍କାର ଦେଉଛନ୍ତି ଏହି ଯୋଦ୍ଧା
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନର ୩୪ଟି ଅଞ୍ଚଳରୁ ୩୩ଟିରେ ନିଜ ଆଧିପତ୍ୟ ବିସ୍ତାର କରିସାରିଛନ୍ତି ତାଲିବାନୀ । କିନ୍ତୁ ଏବେ ମଧ୍ୟ ପଞ୍ଜଶୀର ଘାଟି ତାଲିବାନୀଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ଆଉ ନିଜକୁ…
କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା…
ଏଣିକି PSLV ତିଆରି କରିବେ ଘରୋଇ କମ୍ପାନୀ: କଣ୍ଟ୍ରାକ୍ଟ ହାତେଇବା ପାଇଁ ଦୌଡରେ ଅଦାନୀ ଗ୍ରୁପ୍ ଓ ଲାର୍ସନ ଆଣ୍ଡ ଟର୍ବୋ ଭଳି ଅନେକ ସଂସ୍ଥା
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବ୍ୟତୀତ କୌଣସି ଘରୋଇ କମ୍ପାନୀ ନିର୍ମାଣ କରିବ ସ୍ପେସ୍ ଲଞ୍ଚ ହ୍ୱିକିଲ୍ । ଏବେ ଭାରତର ଘରୋଇ କମ୍ପାନୀ ତିଆରି କରିବେ ପୋଲାର ସାଟେଲାଇଟ୍…
ପଞ୍ଜଶୀର ଦଖଲରେ ତାଲିବାନ ବିଫଳ; ଅନ୍ତିମ ପର୍ଯ୍ୟାୟରେ ଆମେରିକାର ଏୟାରଲିଫ୍ଟ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦେଖା ଦେଇଥିବା ଗୃହ ଯୁଦ୍ଧ ପରସ୍ଥିତି ଥମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ପଞ୍ଜଶୀର ଦଖଲ କରିବାରେ ବିଫଳ…
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ତାମିଲନାଡୁର ଶ୍ରମିକ ହୋଇଥିବା ଜଣାପଡିଛି । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି…
ବିଏମ୍ସି କମିଶନରଙ୍କ ଭବିଷ୍ୟବାଣୀ: ୨୦୫୦ ବେଳକୁ ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇର ୮୦% ଅଞ୍ଚଳ
ମୁମ୍ବାଇ : ୨୦୫୦ ବେଳକୁ ଅର୍ଥାତ ଆଉ ୨୯ ବର୍ଷ ପରେ ମୁମ୍ବାଇ ସହରର ୮୦% ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବାଇ ସହର ପାଇଁ ଏଭଳି ଏକ ଭୟଙ୍କର ଭବିଷ୍ୟବାଣୀ…
ଗର୍ଭପାତ ପାଇଁ ଆସିଥିଲେ; ଗର୍ଭାଶୟ କାଢିନେଲେ ନକଲି ଡାକ୍ତର
ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବରେ ବିଚାର କରାଯାଇଥାଏ । ତେବେ ବିହାରରେ ଜଣେ ନକଲି ଡାକ୍ତରଙ୍କ କାରଣରୁ ସାରା ଜୀବନ ମାତୃତ୍ୱ ହାସଲରୁ ବଞ୍ଚିତ ରହିବାର କଷ୍ଟ ଭୋଗିବାକୁ ଯାଉଛନ୍ତି ଜଣେ ମହିଳା । ଏପରିକି…
ଶସ୍ତା ହେବ ଏସି କୋଚରେ ଯାତ୍ରା, ଟ୍ରାକରେ ଦୌଡ଼ିବ ଅଧିକ ସିଟଯୁକ୍ତ ଟ୍ରେନ୍
ନୂଆଦିଲ୍ଲୀ: ସେପ୍ଟେମ୍ବର ୬ ତାରିଖରୁ ଭାରତୀୟ ରେଳ ଏକ ଖାସ୍ ଲସି କୋଚ୍ ଯୋଡ଼ାଯିବ । ଏହି ଏସି କୋଚ୍ ର ସ୍ୱତନ୍ତ୍ର ନାମ ବି ରଖାଯାଇଛି । ଏହାର ନାମ ରଖାଯାଇଛି ଏସି-୩ ଟିୟର୍ ଇକୋନୋମୀ । ଏହି କୋଚ୍ ସେପ୍ଟେମ୍ବର ୬…