Browsing Category
ଦେଶ ବିଦେଶ
ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ- କେନ୍ଦ୍ରମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.…
ଏହି ୭ ଆତଙ୍କୀ ହାତରେ ଆଫଗାନିସ୍ତାନ ଭାର, ଜାଣନ୍ତୁ ତାଲିବାନୀଙ୍କୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ତାଲିବାନୀ ଆତଙ୍କୀ ଅକ୍ତିଆର କରିନେଇଛନ୍ତି ଆଫଗାନକୁ । ସ୍ଥିତି ଏମିତି ହେଲା ଦେଶ ଛାଡ଼ି ପଳାୟନ କଲେ ରାଷ୍ଟ୍ରପତି ଅଶ୍ରଫ ଘନି । କାର୍ଯ୍ୟନିର୍ବାହୀ ରାଷ୍ଟ୍ରାଧ୍ୟକ୍ଷ ଭାବେ ଅମୁରୁଲ୍ଲା ସଲେହ…
ବାଇଡେନ୍ ନେବେ ଥାର୍ଡ ଡୋଜ, ଟିକାକୁ ନେଇ ଏମିତି କହିଲେ
ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରକୋପ ଏବେବି ସମଗ୍ର ବିଶ୍ୱରୁ ଶେଷ ହୋଇନାହିଁ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କରୋନା ବିରୋଧରେ ଲଢ଼ିବା ପାଇଁ ଭାକ୍ସିନର ତୃତୀୟ ଡୋଜ ନେବେ । ଆମେରିକା…
ଆମେରିକା ଲଢ଼ିଲା ୨୦ ବର୍ଷ, କିନ୍ତୁ ତାଲିବାନ ଡରିଲାନି କାହିଁକି? ପଢ଼ନ୍ତୁ…
ଓଡ଼ିଶା ଭାସ୍କର ବ୍ୟୁରୋ: ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନୀଙ୍କ ସହ ଲଢ଼ିଲା ଆମେରିକା । କିନ୍ତୁ ହାତରେ ଲାଗିଲାନି କିଛି । ସେହି ଦୁଇ ଦଶନ୍ଧିର ସମୟ ମଧ୍ୟରେ ଆମେରିକା ତାଲିବାନୀଙ୍କ କିଛି…
ସ୍କ୍ରାପେଜ ପଲିସି ଯୋଗୁଁ ୧ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହୋଇପାରେ ନୂଆ ଗାଡ଼ି, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଭାରତ ସରକାର ନୂଆ ସ୍କ୍ରାପେଜ ପଲିସି ପ୍ରସ୍ତୁତ କରିଛନ୍ତି । ଏହି ପଲିସି ପୁରୁଣା ଗାଡ଼ିମାନଙ୍କ ପାଇଁ ରହିଛି । ଏହି ପଲିସିରେ ଗାଡ଼ିର ଫିଟନେସ ଏବଂ ସ୍କ୍ରାପେଜ ସହ ଜଡ଼ିତ ନିୟମ କୁହାଯାଇଛି । ଏହି ପଲିସି…
ହିନ୍ଦୀରେ ଉତ୍ତର ମିଳିବାରୁ ହାଇକୋର୍ଟରେ ପହଞ୍ଚିଲେ ସାଂସଦ, କେନ୍ଦ୍ରକୁ ଅଦାଲତ କହିଲେ- କେବଳ ଇଂରାଜୀରେ ଉତ୍ତର ଦିଅ
ନୂଆଦିଲ୍ଲୀ: ମଦ୍ରାସ୍ ହାଇକୋର୍ଟର ମଦୁରାଇ ବେଞ୍ଚ ଗୁରୁବାର ଦିନ ସରକାରୀ ଭାଷା ଆଇନ, ୧୯୬୩ କୁ କଡାକଡି ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଇଂରାଜୀରେ ଚିଠି ପାଇବା ପରେ…
ମହିଳାଙ୍କୁ ଦଣ୍ଡସ୍ୱରୂପ ହତ୍ୟା ପରେ ଶବକୁ କୁକୁରକୁ ଖୁଆଏ ତାଲିବାନ, ବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ
ନୂଆଦିଲ୍ଲୀ: ଭୟଙ୍କର ତାଲିବାନୀ ସରକାରକୁ ନେଇ ଆଫଗାନିସ୍ତାନ ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଲୋକମାନେ ଯେଉଁଆଡ଼େ ପାରୁଛନ୍ତି ଚାଲିଯାଉଛନ୍ତି । ତାଲିବାନୀ ମାନେ କେତେ…
ତାଲିବାନୀଙ୍କ ପାଇଁ ଭୋକରେ ମରିବେ ଏତେ କୋଟି ଆଫଗାନୀ! ଜାଣନ୍ତୁ ସବିଶେଷ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିନେବା ପରେ ଚାରିଆଡ଼େ ହା ହା କାର । ନିଇତି ହଜାର ହଜାର ଲୋକ ଦେଶ ଛାଡ଼ିବାକୁ ବିମାନ ବନ୍ଦରରେ ଠୁଳ ହେଉଛନ୍ତି । ତାଲିବାନୀ ରୁଲ୍ରେ ଅକଥନୀୟ ନିର୍ଯାତନାକୁ…
ମହିଳାଙ୍କୁ ୨୧ ବର୍ଷ ହେଲେ ଏଠାରେ ହୁଏ ‘ଭର୍ଜିନିଟି ପାର୍ଟି’, ହେବାକୁ ପଡ଼େ ଟପଲେସ୍
ନୂଆଦିଲ୍ଲୀ: ସମଗ୍ର ପୃଥିବୀ ଅନେକ ବିବିଧତାରେ ଭରପୁର । ଏଥିସହିତ ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରକାରର ଜନଜାତି ରହୁଥିବା ବେଳେ ସେମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅଜବ ସଂସ୍କୃତି ଆମକୁ କ୍ଷଣ କ୍ଷଣରେ ଆଶ୍ଚର୍ଯ୍ୟ…
ମଝି ରାସ୍ତାରେ ଭିଡ଼ିଗଲେ କଂଗ୍ରେସର ଦୁଇ ମହିଳା ନେତା
ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସର ଦୁଇ ମହିଳା ନେତାଙ୍କ ରୋଡ ଉପରେ ମାରପିଟର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଗୁଜରାଟ ଭାବନଗର କଂଗ୍ରେସର ପୂର୍ବ ଏବଂ ବର୍ତ୍ତମାନ ମହିଳା ଅଧ୍ୟକ୍ଷଙ୍କ ମଧ୍ୟରେ ବୁଧବାର ଜବରଦସ୍ତ…