Browsing Category

ଦେଶ ବିଦେଶ

୧୬ ଫୁଟ ଗଛରେ ରହିଲେ ଗର୍ଭବତୀ; ତଳେ ଫୁଲୁଥିଲା ନଈ

ନୂଆଦିଲ୍ଲୀ: କଥାରେ ଅଛି ବୁଡ଼ିଯାଉଥିବା ଲୋକକୁ କୁଟାଖିଅ ଭରସା । ଆଉ ଏହା ସତ ପାଲଟିଯାଇଛି ଏକ ପରିବାର ପାଇଁ । ଘଟଣା ଦେଖିବାକୁ ମିଳଛି ମଧ୍ୟ ପ୍ରଦେଶର ବିଦିଶାରେ । ଯେଉଁଠାରେ ଜୀବନ ରକ୍ଷା ପାଇଁ ଗଛ ପାଲଟିଗଲା ସାହାରା…

୧୦୮ କିଲୋ ଲଙ୍କାଗୁଣ୍ଡ ମିଶା ପାଣିରେ ଗାଧୋଇଲେ ପୂଜାରୀ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ୧୦୮ କିଲୋ ଲଙ୍କାଗୁଣ୍ଡ ମିଶା ପାଣିରେ ଗାଧୋଇଲେ ପୂଜାରୀ । ଏଭଳି ଏକ ପରମ୍ପରା ଦେଖିବାକୁ ମିଳିଛି ତାମିଲନାଡୁର ଧର୍ମପୁରୀରେ  । ଯେଉଁଠାରେ ଜଣେ ପୂଜାରୀଙ୍କୁ ପାଣିରେ ୧୦୮ କିଲୋ ଲଙ୍କାଗୁଣ୍ଡ ମିଶିଥିବା…

‘ହମାରି ବାଲି ଗୁଡ୍ ନ୍ୟୁଜ୍’ରେ ବ୍ୟାଡ୍ ସିଚ୍ୟୁଏସନ୍, ଟେକ୍ନିସିଆନ୍ କଲେ ଏମିତି…

ଓଡ଼ିଶା ଭାସ୍କର ବ୍ୟୁରୋ: ହମାରି ବାଲି ଗୁଡ୍ ନ୍ୟୁଜ୍ ରେ ଏମିତି ଘଟିଲା ଯାହା ବ୍ୟାଡ୍ ନ୍ୟୁଜ୍ ରେ ପରିଣତ ହୋଇଗଲା । ଏମିତି ଘଟିଲା ଯେ ଅଭିନେତ୍ରୀ ସୃଷ୍ଟି ଜୈନଙ୍କ ମୁଣ୍ଡରେ ରଡ୍ ବାଜି ଗୁରୁତର ଆଘାତ ହୋଇଗଲା । ସୂଚନା…

ଗାନ୍ଧୀ ପରିବାର ନାଁର ଆଉ ଏକ ଯୋଜନା ବଦଳିବ! ବିବାଦ ତେଜିଲା

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବାପରଠାରୁ ଅନ୍ୟ କେତେକ ଯୋଜନାର ନାମ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି । ପ୍ରାୟତଃ ଗାନ୍ଧୀ ପରିବାର ନାମରେ ଥିବା…

ମା’ ସାଜିଲା ଡାହାଣୀ! ଦୁଇ କଅଁଳ ପିଲାଙ୍କୁ ବିଷ ଦେଇଦେଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁଗେ ଯୁଗେ ପିଲା ପାଇଁ ମା’ ହେଉଛି ସବୁଠୁ ବଡ଼ ସୁରକ୍ଷା କବଚ । ମା’ ଅଛି ଯାହାର, ଡର ନାହିଁ ତାହାର । ଏଭଳି ବିଚାର ଉପରେ ଲାଗିଛି ବଡ଼ ଝଟକା । କଳିଯୁଗର ଜଣେ ମା’ ଏମିତି ପଥର ହୃଦୟ ହେଲା ଯେ…

ଜାତିସଂଘକୁ ମୋଦୀଙ୍କ ସମ୍ବୋଧନ: ସମୁଦ୍ର ପଥରେ ଆତଙ୍କୀ କାର୍ଯ୍ୟକଳାପ କରାଯାଉଥିବାରୁ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆମ ସମୁଦ୍ରପଥ ହେଉଛି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ୍ ଲାଇନ୍ । ଭାରତ ଅନେକ…

ଜମ୍ମୁ କଶ୍ମୀର: ଗୁଳିମାଡ଼ରେ ବିଜେପି ନେତା ଓ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିଛି। ଆତଙ୍କବାଦୀମାନେ ସହରର ଲାଲ ଛକଠାରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଚିକିତ୍ସା…

ଭଣ୍ଡୁର ହେଲା ପାକିସ୍ତାନର ଷଡ଼ଯନ୍ତ୍ର: ଡ୍ରୋନ୍ ସାହାଯ୍ୟରେ ଅମୃତସରରେ ପକାଇଥିଲା ହ୍ୟାଣ୍ଡ ଗ୍ରେନେଡ଼ ଓ ବୋମା

ଚଣ୍ଡୀଗଡ଼ : ସ୍ୱାଧୀନତା ଦିବସ ପୂର୍ବରୁ ପଡୋଶୀ ପାକିସ୍ତାନର ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି। ପଞ୍ଜାବ ସୀମା ନିକଟସ୍ଥ ଏକ ଗାଁରେ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଅସ୍ତ୍ର ପକାଇଛି। ପଞ୍ଜାବ ପୋଲିସ ଏହି ଅସ୍ତ୍ର ସବୁକୁ…

୧୭ ହଜାର ଫୁଟ ଉଚ୍ଚରେ ସଜାଗ ଭାରତୀୟ ଯବାନ, କରୁଛନ୍ତି ଶକ୍ତି ପ୍ରଦର୍ଶନ

ଓଡ଼ିଶା ଭାସ୍କର ବ୍ୟୁରୋ: ସର୍ବଦା ସଜାଗ ଭାରତୀୟ ଯବାନ । ଶତ୍ରୁକୁ ମାତ୍ ଦେବାକୁ ଏବେ ବି କରୁଛନ୍ତି ଶକ୍ତି ପ୍ରଦର୍ଶନ । ପୂର୍ବ ଲଦାଖର ଗୋଗରାରେ ପ୍ରାୟ ୧୫ ମାସ ଧରି ସାମ୍ନା-ସାମ୍ନି ହେବା ପରେ ଭାରତ ଓ ଚୀନ୍…

ପୁରସ୍କାର ବର୍ଷା ଜାରି, ନୀରଜଙ୍କୁ Byju’s ଦେବ ୨ କୋଟି, ଅନ୍ୟ ବିଜେତାଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ଙ୍କ ଖୁବ୍ ଭଲ ପ୍ରଦର୍ଶନ ଦେଶର ଛାତିକୁ ଉଚ୍ଚା କରିଦେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଆଥଲେଟଙ୍କୁ ଗୋଟିଏ ପରେ ଗୋଟିଏ ପୁରସ୍କାର ଦିଆଯାଉଛି । ତେବେ ଭାରତକୁ…