Browsing Category

ଦେଶ ବିଦେଶ

ଇଣ୍ଟରନେଟ ଦୁନିଆର ସବୁଠାରୁ ବଡ଼ ସ୍କାମ୍, ଗତବର୍ଷ ହୋଇଛି ୧୮ ହଜାର କୋଟିରୁ ଅଧିକ ଠକାମି, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟର ଯୁଗରେ ଦିନକୁ ଦିନ ଅନଲାଇନ ଠକାମି ବଢ଼ିବାରେ ଲାଗିଛି । ଏହାଦ୍ୱାରା ସାଇବର ଅପରାଧୀମାନେ ସେମାନଙ୍କର ଜାଲ ବିଛାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି ନେଉଛନ୍ତି । ଗତ…

ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ମାତ୍ର ଗୋଟିଏ ସର୍ତ୍ତରେ: ଉଦ୍ଧବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ ରହିଛି । ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବହୁ ବିଧାୟକ ସୁରତର ଏକ ହୋଟେଲରେ ଏକାଠି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିପଦ…

ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ: ଟ୍ୱିଟ କରି କଲେ ଅପିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ନେତ୍ରୀ ଭାବରେ ପରିଚିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଯାହା ଆମ ଓଡ଼ିଶା ତଥା…

ଡାକ୍ତରଙ୍କ ଅବହେଳା: ଡେଲିଭରି ସମୟରେ ମା’ ଗର୍ଭରେ ରହିଗଲା ଶିଶୁର ମୁଣ୍ଡ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଡାକ୍ତରଙ୍କ ପାଇଁ ମଣିଷକୁ ନୂଆ ଜୀବନ ମିଳିଥାଏ । କିନ୍ତୁ ବେଳେବେଳେ ଏହି ଡାକ୍ତରମାନଙ୍କ ଅସାବଧାନତା ପାଇଁ ମଣିଷର ଜୀବନ ମଧ୍ୟ ଚାଲି ଯାଇଥାଏ । ତେବେ ବର୍ତ୍ତମାନ…

ଆପଣଙ୍କ ଚେହେରାରେ ବୁଲୁଛି ଏକ କୀଟ, ତ୍ୱଚାକୁ ଖାଇବା ସହ ସେକ୍ସ କରୁଛି, ନୂଆ ଷ୍ଟଡି ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଆମେମାନେ ସୁନ୍ଦର ଦେଖାଯିବା ପାଇଁ ଆମର ମୁହଁର ଯତ୍ନ ନେଇଥାଉ । ଅନେକ ପୁଅ, ଝିଅମାନେ ଚେହେରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀର ବ୍ୟବହାର କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି,…

ଏୟାରପୋର୍ଟରେ ହେବ ସଂସ୍କୃତ ଭାଷାରେ ଆନାଉନ୍ସମେଣ୍ଟ; ଯାତ୍ରୀଙ୍କୁ ଦିଆଯିବ କୋଭିଡ ସୁରକ୍ଷା ବାର୍ତ୍ତା

ରେଳ ଷ୍ଟେସନ ହେଉ ବା ଏୟାରପୋର୍ଟ କୌଣସି ଘୋଷଣାକୁ ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାର ହିଁ ବ୍ୟବହାର କରାଯାଇଥାଏ । କିନ୍ତୁ ଦେଶରେ ଏଭଳି ଏକ ଏୟାରପୋର୍ଟରେ ଇଂରାଜୀ ହିନ୍ଦୀ ସହ ତୃତୀୟ ଭାଷା ଭାବେ ସଂସ୍କୃତ ଭାଷାରେ…

କରୋନା ଭାଇରସରେ ପିଲାଙ୍କ ମୃତ୍ୟୁ ହେବା ବିପଦ ବହୁତ କମ୍: ଗବେଷଣାରେ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ସାରାବିଶ୍ୱକୁ କବଳିତ କରିଛି । ଅବଶ୍ୟ ଏବେ ପରିସ୍ଥିତିରେ କେତେଟା ସୁଧାର ଆସିଥିଲେ ବି ଏବେବି ଜାରି ରହିଛି ଏହାର ପ୍ରକୋପ । ଏହାରି ମଧ୍ୟରେ ଏକ…

ଆଫଗାନିସ୍ତାନରେ ବଢ଼ିଲା ଭୂକମ୍ପର ଧ୍ୱଂସଲୀଳା: ଉଡ଼ିଗଲା ୯୫୦ ଜଣଙ୍କ ପ୍ରାଣବାୟୁ, ୬୦୦ ଜଣ ମରଣ ସହ ଲଢ଼ୁଛନ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂକମ୍ପର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବରେ ଶହ ଶହ ଲୋକ ମୃତ୍ୟୁବରଣ କରିବା ସହ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୂକମ୍ପର ଝଟକା ପଡ଼ୋଶୀ…

ଏହି ଟ୍ୱିଟର ୟୁଜର ଜାଣିଥିଲେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି ପ୍ରାର୍ଥୀ, ପୂର୍ବରୁ ହୋଇଛି ଅନେକ ଭବିଷ୍ୟବାଣୀ ସତ

ନୂଆଦିଲ୍ଲୀ: ଅନେକ ସମୟରେ ଭବିଷ୍ୟବାଣକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ । ଆଉ ଏପରି ଭବିଷ୍ୟବାଣୀ କରୁଥିବା ଲୋକେ ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ଏହିଭଳି ଜଣେ ଟ୍ୱିଟର ୟୁଜରଙ୍କୁ ନେଇ ଚର୍ଚ୍ଚା ହେଉଛି । କାରଣ  ସେ…

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ପୋପ୍ ଫ୍ରାନସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟିକାନ୍ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ ସାମ୍ନାକୁ ଆସିଛି । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ…