Browsing Category

ଦେଶ ବିଦେଶ

ପର୍ଯ୍ୟଟକଙ୍କ ପାଇଁ ଚାଲିବ ହେଲିକପ୍ଟର ଟ୍ୟାକ୍ସି: ଏହି ସରକାର ଆଣୁଛନ୍ତି ଯୋଜନା

ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ହେଲିକପ୍ଟର ଟାକ୍ସି ସେବା ଦ୍ୱାରା ଯୋଡ଼ିବାକୁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତି କରିଛନ୍ତି । ଖୁବ୍ ଶୀଘ୍ର ଆଗ୍ରା ଏବଂ ମଥୁରା ମଧ୍ୟରେ ହେଲିକପ୍ଟର ସେବା ଆରମ୍ଭ ହେବ । ଏହାପରେ ଆଗ୍ରା ଏବଂ…

ହିନ୍ଦୀ କହିବା କେଉଁଠୁ ଶିଖିଲ? ଛୋଟ ପିଲାର ହିନ୍ଦୀ ଶୁଣି ଖୁସି ହୋଇଗଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ପହଞ୍ଚିଛନ୍ତି । ଟୋକିଓ ପହଞ୍ଚିବା ପରେ ଏକ ହୋଟେଲରେ ପ୍ରବାସୀ ଭାରତୀୟଙ୍କ ସହ ଜାପାନ ନାଗରିକ ମଧ୍ୟ ତାଙ୍କର ସ୍ୱାଗତ କରିଥିଲେ । ଏହାରି…

ପ୍ରବଳ ଗରମରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ପ୍ରବଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ବିମାନ ଏବଂ ଟ୍ରାଫିକ୍

ନୂଆଦିଲ୍ଲୀ: ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀରେ ସୋମବାର ପ୍ରବଳ ବର୍ଷା ଯୋଗୁଁ ମିଳିଛି ଆଶ୍ୱସ୍ତି । ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ସହ ଦିଲ୍ଲୀ ଏନସିଆରରେ ମଧ୍ୟ ସୋମବାର ପ୍ରବଳ ବର୍ଷା…

ଜ୍ଞାନବାପୀ ମସଜିଦରେ ପୂଜା ପାଇବେ କି ହିନ୍ଦୁ ଦେବାଦେବୀ? ଆଜି ଜିଲ୍ଲାକୋର୍ଟରେ ହେବ ଶୁଣାଣି

ବାରାଣାସୀ: ଜ୍ଞାନବାପୀ ମାମଲାରେ ଅଜି ଜିଲ୍ଲାଜଜ କୋର୍ଟରେ ଶୁଣାଣି ହେବ । ଜିଲ୍ଲାକୋର୍ଟରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ଆଠ ସପ୍ତାହ ମଧ୍ୟରେ ଶୁଣାଣି କରିବାକୁ ନିର୍ଦ୍ଦେଶ…

ଦେଶୀ ଜୁଗାଡ଼: ମୋଟର ସାଇକେଲ୍‌ରେ ବିଲରେ ହଳ ବୁଲାଇଲେ ଚାଷୀ, ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୁଏ । ଯାହା ଲୋକଙ୍କୁ ମନକୁ ଛୁଇଁଥାଏ । ଏପରି ଜଣେ ବ୍ୟକ୍ତି ଦୁଇ ଚକିଆରେ ବିଲ ହଳ କରୁଥିବା ଦେଖାଦେଇଛି । ବିଲରେ କାମ କରୁଥିବା ସମୟର ଏହି ଭିଡିଓକୁ ଦେଖିବାକୁ…

ଚାରଧାମ ଯାତ୍ରା: ଭଗବାନ ଶିବଙ୍କ ଦର୍ଶନ ଲାଗି ବ୍ୟାକୁଳ ଭକ୍ତ, ୧୯ତମ ଦିନରେ ପହଞ୍ଚିଲେ ରେକର୍ଡ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ: ଚାରଧାମ ତିର୍ଥଯାତ୍ରା ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ୧୯ତମ ଦିନରେ ଆଠ ଲକ୍ଷ ପହଞ୍ଚିଯାଇଛି । ଦୁଇବର୍ଷ ପରେ ରେକର୍ଡ ସଂଖ୍ୟକ ଯାତ୍ରୀ ଉତ୍ତରାଖାଣ୍ଡରେ ପହଞ୍ଚିଛନ୍ତି । କେଦାରନାଥ ଦର୍ଶନ ପାଇଁ ଖାସକରି…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ : ପ୍ରଥମ ଥର ଦେଶରେ ଜଣେ ଆଦିବାସୀ ନେତା ହେବେ ରାଷ୍ଟ୍ରପତି !

ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଚଳିତବର୍ଷ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଦେଶର ପରବର୍ତ୍ତୀ…

ପ୍ରତାରଣା ଓ ବିଶ୍ୱାସ ଘାତକତାରୁ ମିଳିଥିଲା ପ୍ରେରଣା, ଖବରକାଗଜ ବିକ୍ରେତାରୁ ବନିଥିଲେ ଆଇଏଏସ୍‌ ଅଫିସର

ମଧ୍ୟପ୍ରଦେଶ: ପ୍ରତାରଣା, ବିଶ୍ୱାସ ଘାତକତାରୁ ସୃଷ୍ଟି ହୋଇଛି ସଫଳତାର ସୂତ୍ର । ଆଇଏଏସ୍‌ ନୀରିଶ ରାଜପୁତଙ୍କ ସଫଳତାର ସୂତ୍ର ଏହା ପ୍ରତାରଣା, ଧୋକାର ଝଟ୍‌କାକୁ ନୀରିଶ କରିଥିଲେ ସକରାତ୍ମକ । ସେ ଶିକ୍ଷାରୁ ସେ ନିଷ୍ଠାର…

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ,…

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି…