Browsing Category
ଦେଶ ବିଦେଶ
ଭାରତୀୟଙ୍କୁ ଲୁଟିବା ପାଇଁ ୧୩୦୦ରୁ ଅଧିକ ସିମ୍ କାର୍ଡ ଚୋରାଚାଲାଣ କରିଛନ୍ତି ଗିରଫ ଚୀନ ଯୁବକ
କୋଲ୍କାତା: ଭାରତ-ବାଂଲାଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍ର ନାଗରିକ ଜଣକ ଏକ ଆଶ୍ଚର୍ଯ୍ୟ କରିବା ପରି କଥାର ଖୁଲାସା କରିଛନ୍ତି । ତାଙ୍କୁ ଗିରଫ କରି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବା…
ଦେଶରେ ଆଜି ୪୦୦୨ ଜଣଙ୍କ ମୃତ୍ୟୁ, ୮୪ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୨ ଜଣଙ୍କ…
ଅସୁସ୍ଥ ମାଲିକଙ୍କ ସହ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବାକୁ ଜିଦ୍ କଲା କୁକୁର, ବିଶ୍ୱସନୀୟତାର ଆଉ ଏକ ପ୍ରମାଣ
ଇସ୍ତାନବୁଲ: କୁକୁର ସବୁଠାରୁ ବଫାଦାର ପ୍ରାଣୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛନ୍ତି । ଜଣେ ମହିଳାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଉଥିବା ସମୟରେ ତାଙ୍କର ପ୍ରିୟ କୁକୁର ତାଙ୍କ ସହ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା ।…
ରେକର୍ଡ ଭାଙ୍ଗିଛି ବୃଷ୍ଟିପାତ: ୧୨୧ ବର୍ଷ ଭିତରେ ମେ’ ମାସରେ ହୋଇଛି ଦ୍ୱିତୀୟ ସର୍ବାଧିକ ବର୍ଷା
ନୂଆଦିଲ୍ଲୀ : ବିଗତ ୧୨୧ ବର୍ଷ ଭିତରେ ଚଳିତ ବର୍ଷ ମେ’ ମାସରେ ହୋଇଥିବା ବର୍ଷା ରେକର୍ଡ ସୃଷ୍ଟି କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା କ୍ରମେ ଦେଶରେ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ଚଳିତ ବର୍ଷ ମେ ମାସରେ ହୋଇଛି…
ଦୁଇ ଡୋଜ ଟିକା ମଧ୍ୟରେ ବ୍ୟବଧାନ ବୃଦ୍ଧି ସଂକ୍ରମଣ ଆଶଙ୍କା ବଢ଼ାଇଥାଏ: ଡାକ୍ତର ଫାଉଚି
ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଦୁଇଟି ଟିକା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ନେଇ ଅନେକ ଦ୍ଵନ୍ଦ ଉପୁଜିଛି । ହେଲେ ଏହା ମଧ୍ୟରେ ଆମେରିକାର ଜଣେ…
କ୍ରିକେଟ ଗ୍ରାଉଣ୍ଡରେ ଅଭଦ୍ରାମି: ଷ୍ଟମ୍ପକୁ ମାରିଲେ ଗୋଇଠା, ଅମ୍ପାୟାରଙ୍କ ସହ କଲେ ଯୁକ୍ତିତର୍କ, ଶେଷରେ କ୍ଷମା ମାଗିଲେ ଏହି ଖେଳାଳି (ଭାଇରାଲ…
ଢାକା: ବାଂଲାଦେଶ କ୍ରିକେଟର ଶକିବ ଅଲ ହସନଙ୍କ ଅଭଦ୍ରାମିର ସୀମା ଟପିଛି । ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସେ ଷ୍ଟମ୍ପ ଭାଙ୍ଗିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଛନ୍ତି । ତେବେ ଶେଷରେ ଶକିବ ନିଜର ଭୁଲ…
୯୮ ଦିନ ପର୍ଯ୍ୟନ୍ତ ଜାରି ରହିବ କରୋନାର ତୃତୀୟ ଲହର, ଏହା ଦ୍ୱିତୀୟ ଲହର ଠାରୁ ହୋଇପାରେ ଅଧିକ ଘାତକ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରବର୍ଷରେ କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ ଆଗକୁ ଆସୁଥିବା ତୃତୀୟ ଲହରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ସେଥିପାଇଁ ପ୍ରଶାସନ ପକ୍ଷରୁ…
ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ
ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୦ ଲକ୍ଷ ୨୫ ହଜାର ୮୨୮କୁ…
ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର ।…