Browsing Category
ଦେଶ ବିଦେଶ
୪୦୦ରୁ ଅଧିକ ଟ୍ରେନକୁ ବାତିଲ କଲା ରେଳବାଇ, ବଦଳିଲା ଅନେକ ରୁଟ୍
ନୂଆଦିଲ୍ଲୀ: ଭାରତୀୟ ରେଲୱେ ପ୍ରତିଦିନ ପରି ଆଜି ଅର୍ଥାତ୍ ୧୦ ଜାନୁଆରୀ ୨୦୨୨ରେ ପ୍ରଭାବିତ ହେବାକୁ ଥିବା ଟ୍ରେନର ଲିଷ୍ଟ ଅପଡେଟ କରିଛି । ଭାରତୀୟ ରେଲୱେ ପକ୍ଷରୁ ଆଜି ୩୮୭ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଛି ।…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁର ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାପରେ ସମଗ୍ର…
ସେକ୍ସ ପାଇଁ କରୁଥିଲେ ସ୍ତ୍ରୀ ଅଦଳବଦଳ: ୭ ଗିରଫ; ରାକେଟରେ ୧୦୦୦ରୁ ଅଧିକ ଅଛନ୍ତି ସାମିଲ୍
ଥିରୁବନ୍ତପୁରମ୍: ପତ୍ନୀ ଅଦଳବଦଳ କରି ନେଉଥିଲେ ସେକ୍ସର ମଜା । ଦୀର୍ଘ ଦିନ ଧରି ଚାଲି ଆସୁଥିଲା ଏହି ପାର୍ଟନର୍ ସ୍ପାପିଂ ରାକେଟ୍ । ଏହି ପରିପ୍ରେକ୍ଷୀରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ରବିବାର ଦିନ ସନ୍ଧ୍ୟାରେ…
ଭାଙ୍ଗିଯାଇଥିବା ବିବାହରେ ଦମ୍ପତ୍ତିଙ୍କୁ ଛାଡ଼ପତ୍ର ଅନୁମତି ନଦେବା ଅତ୍ୟନ୍ତ ଦୁଃଖଦ: ହାଇକୋର୍ଟ
ଚଣ୍ଡିଗଡ଼: ଛାଡ଼ପତ୍ର ମାମଲାରେ ଶୁଣାଣି ସମୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ହାଇକୋର୍ଟ କହିଛନ୍ତି ଯେ, ଯେଉଁ ଦମ୍ପତ୍ତିଙ୍କୁ ବାହାଘର ସବୁଦିନ ପାଇଁ ଭାଙ୍ଗିଯାଇଛି, ସେମାନଙ୍କୁ ଛାଡ଼ପତ୍ରର ଅନୁମତି ନଦେବା ଅତ୍ୟନ୍ତ…
ୟୁଜର୍ସଙ୍କ ପାଇଁ ଆଲର୍ଟ! ତୁରନ୍ତ ଅପଡେଟ୍ କରନ୍ତୁ ଗୁଗୁଲ୍ କ୍ରୋମ୍, ହେବ ମୋଟା ଅଙ୍କର କ୍ଷତି
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପକ୍ଷରୁ କ୍ରୋମ୍ ୟୁଜର୍ ମାନଙ୍କୁ ଆଲର୍ଯ କରାଯାଇଛି । ଇଣ୍ଡିଆନ୍…
୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ରେକର୍ଡ କରି ଧମକ, ୩ ଗିରଫ
ନୂଆଦିଲ୍ଲୀ: ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣା ସମୟର ଭିଡିଓ କରି ଧମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୋକ୍ସୋ ଆକ୍ଟ୍ ଅଧୀନରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ଏକ ଘଟଣା…
ଏମାନେ ମଣିଷ ନା ପଶୁ: ସେନା ଉପରେ ପ୍ରତିଶୋଧ ନେବାକୁ ଯାଇ ୨୦୦ ନିରୀହଙ୍କୁ କରିଦେଲେ ହତ୍ୟା
ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ନାଇଜେରିଆରେ ପୁଣି ଥରେ ଡାକୁଙ୍କ ଆତଙ୍କ ଦେଖିବାକୁ ମିଳିଛି । ଯେତେବେଳେ ବି ନାଇଜେରିଆର ସେନା ଏହି ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ସେତେବେଳେ ପ୍ରତିଶୋଧ ପରାୟଣ ହୋଇ…
(See Video)ଭୀଷଣ ତୁଷାରପାତରେ ୬.୫ କିମି ପାଦରେ ଚାଲି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଯବାନ
ନୂଆଦିଲ୍ଲୀ: ଭାରତୀୟ ସେନା ସର୍ବଦା ଦୁଃଖୀରଙ୍କୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଜାତିଭେଦ ନ ଦେଖି ଯେ କୌଣସି ପରିସ୍ଥିତିରେ ହେଉ ନା କାହିଁକି ସାହାଯ୍ୟ କରିବାକୁ ସର୍ବଦା ତତ୍ପର ରହିଥାନ୍ତି । ଏହି କ୍ରମରେ…
୨୪ ଘଣ୍ଟାରେ ଦେଶରୁ ବାହାରିଲେ ୧.୭୯ ଲକ୍ଷ ପଜିଟିଭ୍, କାଲି ତୁଳନାରେ ୧୨.୬% ଅଧିକ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ପଜିଟିଭ ଚିହ୍ନଟ…
କରୋନା ହେବା ଡରରେ ବିଷ ପିଇ ଆତ୍ମହତ୍ୟା କଲେ ମା’ପୁଅ
ମଦୁରାଇ: କରୋନା ମାମଲା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଥିବା ବେଳେ ଉତ୍ପନ୍ନ ହେଉଥିବା ନୂଆ ନୂଆ ଭାରିଆଣ୍ଟକୁ ନେଇ ଭୟ ଭିତରେ ରହିଛନ୍ତି । କାରଣ ଏହି ଭାରିଆଣ୍ଟ କାରଣରୁ ସଂକ୍ରମଣ ଦୁଇଗୁଣ ହୋଇଯାଇଛି । ଏହା ଭିତରେ…