
Browsing Category
ଦେଶ ବିଦେଶ
ପ୍ରେମ ସମ୍ପର୍କକୁ ନେଇ ରୁହନ୍ତି ଚର୍ଚ୍ଚାରେ, ଭାରତରେ ବି ଏହି ପାକିସ୍ତାନୀ ମନ୍ତ୍ରୀଙ୍କର ରହିଛନ୍ତି ଲକ୍ଷାଧିକ ପ୍ରଶଂସକ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ମନ୍ତ୍ରୀ ମଣ୍ଡଳର ୩୭ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ନାମ ଗୁଡ଼ିକ ମଧ୍ୟରୁ କିଛି ମନ୍ତ୍ରୀଙ୍କ ନାମକୁ ନେଇ ବହୁତ୍ ଚର୍ଚ୍ଚା ଲାଗି ରହିଛି । ଏପରିକି କିଛି…
ଶାନ୍ତି ପ୍ରତିଷ୍ଠା ପାଇଁ ମହାରାଷ୍ଟ୍ର ପୋଲିସର ନୂଆ ନିୟମ: ଏବେ ଏମିତି କାମ କଲେ ମିଳିବ କଠୋର ଦଣ୍ଡ
ମୁମ୍ବାଇ: ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡିଛି ମହାରାଷ୍ଟ୍ର ପୋଲିସ । ଏହି ଶାନ୍ତି ବଜାୟ ରଖିବା ପାଇଁ ପ୍ରିବେଣ୍ଟିଭ ଆକ୍ସନ ମଧ୍ୟ ନେବା ଆରମ୍ଭ କରି ଦେଲାଣି ଡିପାର୍ଟମେଣ୍ଟ । ପୂର୍ବରୁ ଏହିଭଳି…
କିଏ ଏହି ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ? ଯିଏ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପଦ ସମ୍ଭାଳିବେ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କଟିୟାର ମେ ୧ରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ। ନ୍ୟାସନାଲ ଡିଫେନ୍ସ…
‘କେମ୍ ଛୋ ମଜା ମା’… ‘ହୁ’ ମୁଖ୍ୟଙ୍କ ଭିଡିଓ ହେଉଛି ଭାଇରାଲ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ଜାମନଗରରେ ‘ହୁ’ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ‘ହୁ’ ମୁଖ୍ୟ ଟେଡ୍ରୋସ ଅଧନମ ଘେବ୍ରେୟସ ଶିଳାନ୍ୟାସ କରିଛନ୍ତି…
ଅପ୍ରାକୃତିକ ସେକ୍ସରେ ଅଭ୍ୟସ୍ତ ଥିଲେ ସ୍ୱାମୀ, ପୋଲିସ ନିକଟରେ ଅଭିଯୋଗ କଲେ ସ୍ତ୍ରୀ
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସହିତ ଅମାନବୀୟ ବ୍ୟବହାର ଏବଂ ଅପ୍ରାକୃତିକ ସେକ୍ସ ମାମଲା ସାମ୍ନାକୁ ଆସିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ସହିତ ଅପ୍ରାକୃତିକ…
ସ୍କୁଲ ନିକଟରେ ସିରିଜ୍ ବିସ୍ଫୋରଣ: ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା
ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ…
ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଦେଲା ବିକଳ୍ପ: ୟୁକ୍ରେନୀ ସେନାକୁ ହାର ମାନିବା ପାଇଁ ପୁତିନ ସେନାର ଉପାୟ
ନୂଆଦିଲ୍ଲୀ: ୟୁକ୍ରେନ ସେନାକୁ ତୁରନ୍ତ ହତିଆର ଫିଙ୍ଗିବା ପାଇଁ କହିଛି ଋଷ ସେନା ବିଭାଗ । ୟୁକ୍ରେନର ମାରିୟୁପୋଲକୁ ସୁରକ୍ଷା କରୁଥିବା ସେନ୍ୟମାନଙ୍କୁ ଖୁବଶୀଘ୍ର ହତିଆର ଫିଙ୍ଗି ଆତ୍ମସମର୍ପଣ କରିବାକୁ ଋଷ ଆହ୍ୱାନ…
ଋଷ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକାକୁ କଲେ ଦାୟୀ
ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଦାୟୀ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ । ସେ କହିଛନ୍ତି ଯେ ୟୁକ୍ରେନର ତାଜା ସ୍ଥିତି କୁ ନଜର ଦେଲେ ଏହା ଜଣା…
କରୋନା ପଜିଟିଭ୍ ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ୫ ସଦସ୍ୟ, ପୁଣେରୁ ସ୍ଥାନାନ୍ତର ହେଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍
ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ରେ କରୋନା ବିସ୍ପୋରଣ ପରେ ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୨୦ ତାରିଖରେ ପୁଣେରେ ହେବାକୁ ଥିବା ମ୍ୟାଚ୍ କୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ କ୍ୟାମ୍ପରେ ବଢୁଥିବା କରୋନା…
କୋଲ୍ଡ ଡ୍ରିଙ୍କ୍ ପିଉଥିଲେ ଅବଶ୍ୟ ପଢ଼ନ୍ତୁ ଏହି ଖବର, ଯାହାକୁ ଜାଣି ପାଦତଳୁ ଖସିଯିବ ମାଟି
ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜ ଜିଲ୍ଲାରୁ ସୋମବାର ଦିନ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଜିଲ୍ଲାର ଶୋର୍ ରେଳଷ୍ଟେସନରୁ ଆସିଛି, ଯେଉଁଠାରେ ଚେନ୍ନାଇରୁ କାମ ସାରି ଫେରିଥିବା ୨ ଯୁବକ ଷ୍ଟେସନରେ…