Browsing Category

ଦେଶ ବିଦେଶ

ଗୃହମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି 'ୟଶ୍' । ବାତ୍ୟା ୟଶ୍ ଗଭୀରତାକୁ ନଜରରେ ରଖି ଅଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ଗୁଡିକ ଅର୍ଥାତ୍ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର…

ଆଗେ ଟିକା, ତା ପରେ ଯାଇ ସିବିଏସଇ ପରୀକ୍ଷା: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ-ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟର ଦାବି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେବଳ ୧୯ ପ୍ରମୁଖ ବିଷୟକୁ ନେଇ ସିବିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ପରୀକ୍ଷା କରାଯିବ କି…

ବାତ୍ୟା ‘ୟଶ୍’ରେ ଥରହର ହେବ ଓଡ଼ିଶା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି । ଗୋଟିଏପଟେ ମହାମାରୀ କରୋନାରେ କଲବଲ ହେଉଛି ଦେଶ । ସେ ଭିତରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ନୟାନ୍ତ ହୋଇଗଲାଣି । ଠିକ୍ ଏହି ସମୟରେ ବ୍ଲାକ୍ ଫଙ୍ଗସ୍ ଭଳି…

ବ୍ଲାକ୍, ହ୍ୱାଇଟ୍ ପରେ ଏବେ ୟେଲୋ ଫଙ୍ଗସ୍, ଚିହ୍ନଟ ହେଲା ପ୍ରଥମ ମାମଲା

ଭୁବନେଶ୍ୱର: ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତା ପଛକୁ ଆହୁରି ଦୁଇଟି ମହାମାରୀ ଦେଖାଯାଇଥିଲା । ଯାହାକି ବ୍ଲାକ୍ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ । ଏହି ବ୍ଲାକ୍ ଫଙ୍ଗସ୍ ଦେଶର ବିଭିନ୍ନ…

ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଟିଏମସି ସାଂସଦଙ୍କ ଧମକ, ପଦରୁ ହଟିବା ମାତ୍ରେ ଜେଲରେ ଭର୍ତି କରିବୁ

କୋଲକାତା : ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ମଧ୍ୟରେ ଶୀତଳ ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟପାଳଙ୍କୁ ନେଇ ସୋମବାର କଟୁ…

ପୁଅର ହସ ହସ ମୁହଁ ଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥିଲେ: ଏକ ମାସ ପରେ ଉଲଫା ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେଲେ ଓଏନଜିସି ଇଞ୍ଜିନିୟର

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ୟୁନାଇଟେଡ୍ ଲିବରେସନ୍ ଫଣ୍ଟ ଅଫ୍ ଆସାମ (ଉଲଫା) ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଛନ୍ତି ଓଏନଜିସିର ପ୍ରଡକ୍ସନ ଇଞ୍ଜିନିୟର ରିଟୁଲ ସାଇକିଆ । ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ଉଲଫା…

କୋଭିଡରେ ପତଞ୍ଜଳି ଡାଏରୀର ସିଇଓ ସୁନୀଲ ବଂସଲଙ୍କ ପରଲୋକ

ନୂଆଦିଲ୍ଲୀ : କୋଭିଡ୍ ରେ ପ୍ରାଣ ହରାଇଲେ ରାମଦେବ ବାବାଙ୍କ ପତଞ୍ଜଳୀ ଡାଏରୀର ସିଇଓ ସୁନୀଲଏ ବଂସଲ । ଗତ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ…

ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର…

ଆସିଗଲା କୋଭିଡର ତୃତୀୟ ଲହର! ବଢ଼ିଚାଲିଛି ପିଲାମାନଙ୍କ ଠାରେ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଲୋକମାନଙ୍କ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ସଙ୍କଟ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଲାଗିଲାଣି ।…

ଭୟଙ୍କର ତାଣ୍ଡବ ରଚିବ ବାତ୍ୟା ‘ୟଶ୍’: ଆଜି ଗୃହମନ୍ତ୍ରୀ କରିବେ ସମୀକ୍ଷା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଭୟଙ୍କର ତାଣ୍ଡବ ରଚିବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ପରେ ଅତି ଭୀଷଣ ରୂପ ନେବ । ତେବେ ଗତ କିଛି ଘଣ୍ଟା…