CHARIDHAM
Browsing Category

ଦେଶ ବିଦେଶ

ମାସକର ଛୁଆକୁ ପିଟିବା ସହିତ ତଣ୍ଟି ଚିପୁଥିଲା ମା’: ଭିଡିଓ ଭାଇରାଲ ହେବା ପରେ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମାସକର ଛୁଆକୁ ଅକଥନୀୟ ନିର୍ଯାତନା । ଜମ୍ମୁ କାଶ୍ମୀରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଭିଡିଓଟି ଭାଇରାଲ ହେବା ପରେ ମା’କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି…

ଦେଶରେ ପ୍ରଥମ ଘଟଣା: ବିଚ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ

ନାସିକ: ଦେଶରେ ଆଜିକାଳି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି ।…

ରୁଷରୁ ତୈଳ ଆମଦାନୀ ପ୍ରସଙ୍ଗ: ନରମିଲା ଆମେରିକା, କଠୋର ହେଲା ଭାରତ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ରୁଷରୁ ତୈଳ ଆମଦାନୀ କରିବାକୁ ନେଇ କିଛିଦିନ ଧରି ଆମେରିକା ଭାରତକୁ ଏକ…

ଜଗିଥିଲା କାଳ: ଟ୍ରେନରୁ ଓହ୍ଲାଇ ଦୌଡ଼ୁଥିବା ବେଳେ ମାଡ଼ିଗଲା କୋଣାର୍କ ଏକ୍ସପ୍ରେସ, ୬ ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଧକ୍କାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂତ୍ରରୁ ଏହାର ସୂଚନା ମିଳିଛି । ପୋଲିସର କହିବା ମୁତାବକ, ଗାଆହାଟି…

ପେଟ୍ରୋଲ ମୂଲ୍ୟକୁ ନେଇ ବଡ ଆଶ୍ୱସ୍ତି: ଏହି ସ୍ଥାନରେ ମିଳୁଛି ୯୧ ଟଙ୍କାରେ ପେଟ୍ରୋଲ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ । ଋଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଷଷ୍ଠ ଦିନ ପାଇଁ…

ଫେରିଲା କରୋନା! ଭାଇରସ୍ କବଜାରେ ଛାତ୍ରଛାତ୍ରୀ: ୪ଟି ସ୍କୁଲରେ ୧୯ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଏନସିଆର ୩ଟି ସ୍କୁଲରେ କରୋନା ପଜିଟିଭ ମାମଲା ଚିହ୍ନଟ ପରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଗାଜିଆବାଦ ଓ ନୋଏଡ଼ାର ୨-୨ଟି ସ୍କୁଲରେ କରୋନାର ପ୍ରାୟ ୧୯ଟି କେସ୍ ମିଳିଛି । ଏଥିରେ ଅଧିକାଂଶ ମାମଲା…

ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତ ! ଏହି ବଡ ନିଷ୍ପତ୍ତି ଉପରେ ବିଚାରବିମର୍ଶ ଚଳାଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି କାଇଲାଣି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାରଲୋକଙ୍କୁ ଏଥିରୁ କିଭଳି ଆଶ୍ୱସ୍ତି ମିଳିବ ସେ ନେଇ ବିଚାର କରୁଛନ୍ତି ।…

ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା: ଆଜି ୟୁକ୍ରେନ୍‌ ଉପରେ ବ୍ଲିଙ୍କେନ୍‌-ରାଜନାଥଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଜେ ଅଷ୍ଟିନ ତୃତୀୟ ଦିନ ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ପେଣ୍ଟାଗନରେ ପ୍ରତିନିଧୀସ୍ତରୀୟ…

ପୁଲୱାମା ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ପାକିସ୍ତାନୀ ନାଗରିକକୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ-କାଶ୍ମୀରରେ ପୁଲୱାମାରେ ଆତଙ୍କୀ ହମଲାରେ ସାମିଲ ଥିବା ପାକିସ୍ତାନୀ ନାଗରିକ ମୋହିଉଦ୍ଦୀନ ଔରଙ୍ଗଜେବ୍ ଆଲମଗୀରଙ୍କୁ ସୋମବାର ଆତଙ୍କବାଦୀ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୁଲୱାମା…

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ଶାହାବାଜ ସରିଫ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଶାହାବାଜ ସରିଫ । ରାଷ୍ଟ୍ରପତି ଆରିଫ ଅଲବିଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଥିଲେ । ଏଥି ସହିତ ସେ ପାକିସ୍ତାନର ୨୩ ତମ…