Browsing Category

ଦେଶ ବିଦେଶ

ଧୋକାଦେଇ ନିଜ ସ୍ପର୍ମରୁ ମହିଳାଙ୍କୁ କଲା ଗର୍ଭବତୀ, ସତ ସାମ୍ନାକୁ ଆସିବାରୁ….

ନୂଆଦିଲ୍ଲ: ଜଣେ ଡାକ୍ତର ନିଜ କ୍ଲିନିକକୁ ଆସିଥିବା ମହିଳାଙ୍କୁ ନିଜ ସ୍ପର୍ମ ମାଧ୍ୟମରେ ଗର୍ଭବତୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ନଜଣାଇ ଏପରି କାମ କରିଥିଲେ ଡାକ୍ତର । ଅନେକ ବର୍ଷ ପରେ ମହିଳାଙ୍କ…

୨୦୨୩ ସୁଦ୍ଧା କ୍ଷମତାକୁ ଫେରିବ କଂଗ୍ରେସ: କେଟିଆରଙ୍କୁ ଜବାବ ଦେବାକୁ ଯାଇ ଟ୍ୱିଟ୍ କଲେ ଶିବକୁମାର

ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ଦିନକୁ ଦିନ ମୂଳପୋଛ ହେବାକୁ ବସିଲାଣି । କେବଳ ଛତିଶଗଡ ଏବଂ ରାଜସ୍ଥାନକୁ ଛାଡିଲେ ଅନ୍ୟ କୌଣସି ସ୍ଥାନରେ ଦଳର ସତ୍ତା ନାହିଁ । ଏପରି ପରସ୍ଥିତିରେ ୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ…

ହଜାର ଫୁଟ ଉଚ୍ଚରେ ବନ୍ଦ ହେଲା ପ୍ଲେନର ଇଞ୍ଜନ: ଜୀବନକୁ ବାଜି ଲଗାଇ ପାଇଲଟ କଲେ ଏପରି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବ ଯୁବ ସୋସିଆଲ ମିଡିଆ ୟୁଜର୍ସମାନେ ବିପଜ୍ଜନକ ଷ୍ଟଣ୍ଟକୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ସେମାନେ ନିଜକୁ ‘ଖତରୋ କି ଖିଲାଡି’ ଭାବେ ପ୍ରମାଣିତ କରିବାକୁ ଅଜବ କାରନାମା କରିଥାନ୍ତି ।…

ସପା ବିଧାୟକଙ୍କ ବିବାଦୀୟ ବୟାନ, କହିଲେ-‘ଯଦି ପାଟି ଫିଟାଅ ତେବେ ଆମ ବନ୍ଧୁକରୁ ବାହାରିବ ଗୁଳି’

ବରେଲି: ୟୁପିର ବରେଲି ଭୋଗିପୁରା ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଶାହଜିଲ ଇସଲାମଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ, ଶହଜିଲ ଇସଲାମର ସମାଜବାଦୀ ପାର୍ଟିର…

୧୪ ବର୍ଷର ବାଳକକୁ ଚାପୁଡା ମାରିଲା ପୋଲିସ୍: CCTV ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଅଧିକାରୀ

ନୂଆଦିଲ୍ଲୀ: ଗୁଜରାଟରେ ଘଟିଯାଇଛି ଏକ ଅଘଟଣ । ଜଣେ ୧୪ ବର୍ଷର ବାଳକକୁ ପୋଲିସ ଅଧିକାରୀ ଚାପୁଡା ମାରିବାର ଭିଡିଓ ଭାଇରାଲ ହୋଇଛି । ଗୁଜରାଟର ଭଦୋଦରାରେ ଶନିବାର ଦିନ ଏହି ଘଟଣା ଘଟିଛି । ଶନିବାର ରାତି ୮.୪୫ ମିନିଟରେ…

ଛାଡପତ୍ର ପରେ ସ୍ତ୍ରୀ ଦେବ ସ୍ୱାମୀଙ୍କୁ ଭରଣପୋଷଣ ଅର୍ଥ, ଔରଙ୍ଗାବାଦ ହାଇକୋର୍ଟ ରାୟକୁ ବମ୍ବେ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: କୌଣସି ବିବାହ ବିଚ୍ଛେଦ ମାମଲାରେ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ସମସ୍ତଙ୍କର ନଜିର୍‌ ରହିଛି । କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା ପୁରା ଓଲଟା ।…

ଶ୍ରୀଲଙ୍କାରେ ଜରୁରୀ ପରସ୍ଥିତି: ମଧ୍ୟରାତ୍ରିରେ ଇସ୍ତଫା ଦେଲା ସମ୍ପୂର୍ଣ୍ଣ କ୍ୟାବିନେଟ

ନୂଆଦିଲ୍ଳୀ: ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବର୍ତ୍ତମାନ ଗଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି । ଏହା ମଧ୍ୟରେ ଅର୍ଥନୈତିକ ସଙ୍କଟ ସହିତ ରାଜନୈତିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏକା ସାଥୀରେ ସମ୍ପୂର୍ଣ୍ଣ…

ପ୍ରେମରେ ଅସଫଳ ହେବାରୁ ଜୀବନ ହାରିଲା ପ୍ରେମିକା, ରକ୍ତରେ ଲେଖାଥିବା ସୁଇସାଇଡ୍ ନୋଟ୍ ଜବତ

ନୂଆଦିଲ୍ଲୀ: ପ୍ରେମରେ ଅସଫଳ ହେବା ପରେ ଆତ୍ମହତ୍ୟାର ଏକ ମାମଲା ଇନ୍ଦୌରରୁ ଆସିଛି । ଜଣେ ଯୁବତୀ ରକ୍ତରେ ସୁଇସାଇଡ୍ ନୋଟ୍ ଛାଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରେମ ସମ୍ବନ୍ଧିତ ଏହି ସୁଇସାଇଡ୍ ନୋଟରେ ଲେଖାରହିଛି…

ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର: ରେଳଯାତ୍ରା ପାଇଁ ଏଣିକି ଆଗ ଟିକେଟ୍‌, ପରେ ଦେବେ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର । ଏଣିକି ଆଗ ଟିକେଟ୍‌, ପରେ ଅର୍ଥ ପୈଠ । ଏଣିକି ରେଳଯାତ୍ରା କଲେ ପ୍ରଥମେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ ଯାତ୍ରୀ ।…

ଆନ୍ଧ୍ରରେ ସୃଷ୍ଟି ହେଲା ଆଉ ୧୩ ନୂଆ ଜିଲ୍ଲା, ସଂଖ୍ୟା ୨୬କୁ ବୃଦ୍ଧି: ଆଜି ଉଦ୍‌ଘାଟନ କରିବେ ମୁଖମନ୍ତ୍ରୀ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶର ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇ ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଉକ୍ତ ନୂଆ ଜିଲ୍ଲାଗୁଡ଼ିକୁ ଉଦ୍‌ଘାଟନ କରିବେ…