Browsing Category
ଦେଶ ବିଦେଶ
ବିବାହ ପରଠାରୁ ସବୁବର୍ଷ ଗର୍ଭବତୀ ହେଉଛନ୍ତି ଏହି ମହିଳା, ଆସନ୍ତା ବର୍ଷ ହେବ ୧୨ ନମ୍ବର ଶିଶୁ
ନୂଆଦିଲ୍ଲୀ: ନ୍ୟୁ ମେକ୍ସିକୋ ରେ ରହୁଥିବା ଜଣେ ମହିଳା ମା' ହେବାକୁ ନେଇ ଏବେ ଆଲୋଚନାର ପରିସରକୁ ଆସିଛନ୍ତି । ଏହାର କାରଣ ହେଲା ସେ ବିବାହ ପରଠାରୁ ଏ ପର୍ଯ୍ୟନ୍ତ ସବୁ ବର୍ଷ ଗର୍ଭବତୀ ହେଉଛନ୍ତି । ସେ ଗର୍ଭନିରୋଧକ…
ରାଜଧାନୀରେ ବାୟୂ ପ୍ରଦୂଷଣର କହର: ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ପଶିପାରିବନି ଟ୍ରକ୍
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତିରେ କୌଣସି ପ୍ରକାର ସୁଧାର ଆସିନାହିଁ । ଯାହାଫଳରେ େନେଇ ଲଗାଯାଇଥିବା କଟକଣା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଲାଗୁ ହୋଇଥିବା କଟକଣାକୁ ଆହୁରି…
ପତ୍ନୀକୁ ତାଜମହଲ ଗିଫ୍ଟ କଲେ ସ୍ୱାମୀ! ତିଆରି ହେବାକୁ ଲାଗିଲା ୩ ବର୍ଷ; ଦେଖନ୍ତୁ ଫଟୋ
ବୁରହାନପୁର: ସ୍ୱାମୀ ନିଜର ସ୍ତ୍ରୀକୁ ଗିଫ୍ଟରେ ଡାଇମଣ୍ଡ ନେକଲେସ୍ ଠାରୁ ଆରମ୍ଭ କରି ଗାଡ଼ି, ଘର ପରି ଅନେକ ମୂଲ୍ୟବାନ ଜିନିଷ ଗିଫ୍ଟ କରିଥାଏ । ହେଲେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଜମହଲ ଗିଫ୍ଟ…
ଟ୍ରାକ୍ରେ ପବଜୀ ଖେଳୁଥିବା ବେଳେ ଯୁବକଙ୍କୁ ଚାପିଦେଲା ଟ୍ରେନ ! ମୃତଦେହ ପାଖରେ ପଡିଥିଲା ପବଜୀ ଚାଲୁଥିବା ମୋବାଇଲ
ମଥୁରା : ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା- କାଶଗଞ୍ଜ ରେଲୱେ ଟ୍ରାକରେ ଟ୍ରେନ ଚାପାରେ ଦୁଇ କିଶୋରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି…
ପଠାନକୋଟରେ ଥିବା ଭାରତୀୟ ଯବାନଙ୍କ କ୍ୟାମ୍ପ ଉପରେ ଗ୍ରେନେଡ୍ ଆକ୍ରମଣ, ହାଇଆଲର୍ଟ ଜାରି
ପଠାନକୋଟ୍: ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଟ୍ ଆକ୍ରମଣ । ଯବାନ ମାନଙ୍କ କ୍ୟାମ୍ପ ଉପରକୁ ଏହି ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏମାନେ ଏକ ବିବାହର ପ୍ରୋସେସନ୍ ସମୟରେ ଗ୍ରେନେଡ୍ ଫୁଟାଇଛନ୍ତି…
ଖୁସିଖବର: କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଖୋଲିଲା ୟୁକେ ରାସ୍ତା, ରହିବାକୁ ପଡ଼ିବନି କ୍ୱାରେଣ୍ଟାଇନରେ
ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର । ଆଜିଠାରୁ କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ବ୍ରିଟେନ୍ ରାସ୍ତା ଖୋଲିଯାଇଛି । କାରଣ ବ୍ରିଟେନ୍ କୋଭାକ୍ସିନ୍…
୬୩ କେଜିର ମହିଳାଙ୍କୁ ନିଜ ଦାଢ଼ିରେ ଉଠାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଗିନିଜ୍ ୱର୍ଡ ରେକର୍ଡ ପକ୍ଷରୁ ଇନଷ୍ଟାଗ୍ରାମ ପେଜ୍ ରେ ଏକ ତାଜୁବ୍ କରିବା ପରି ଭିଡିଓ ସେୟାର୍ କରାଯାଇଛି । ଏଥିରେ ଜଣେ ବ୍ୟକ୍ତି ନିଜ ଶକ୍ତ ଦାଢ଼ିରେ ୬୩ କେଜି ଓଜନର ଜଣେ ମହିଳାଙ୍କୁ ଉଠାଉଥିବା ଦେଖିବାକୁ…
ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା, ସମୁଦ୍ରକୁ ଓହ୍ଲାଇଲା ଆଇଏନ୍ଏସ୍ ବିଶାଖାପାଟନମ୍
ମୁମ୍ବାଇ,: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିଶାଖାପାଟନମ୍ ଭାରତୀୟ ନୌସେନାରେ ସାମିଲ ହୋଇଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ରାଜନାଥ ସିଂହ ଏହି ସମାରୋହରେ ଯୋଗଦେଇ ଏହାକୁ ନୌସେନାରେ ସାମିଲ…
ସିଂହକୁ ଖାଦ୍ୟ ଭାବେ ଦିଆଗଲା ଗାଈ, ଭିଡିଓ ଭାଇରାଲ୍ ପରେ ୧୨ଜଣଙ୍କ ବିରୋଧରେ ଆସିଲା ଅଭିଯୋଗ
ଜୁନାଗଡ଼: ଗୁଜୁରାଟର ଜୁନାଗଡ଼ର ଗିର ଜଙ୍ଗଲର ଏକ ଗାଁରେ ଅବୈଧ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ସିଂହ ଆଗରେ ତାର ଖାଦ୍ୟ ରୂପରେ ଗୋଟିଏ ଗାଈକୁ ଦିଆଯାଇଛି । ଏହାର ଭିଡିଓ ଭାଇରାଲ୍ ପରେ ହଙ୍ଗାମା ଦେଖିବାକୁ…
ବୁଧବାର ପ୍ରତ୍ୟାହାର ହୋଇପାରେ କୃଷି ଆଇନ୍, କେନ୍ଦ୍ର କ୍ୟାବିନେଟ୍ରେ ହେବ ଉପସ୍ଥାପନ
ନୂଆଦିଲ୍ଲୀ: କୃଷି ଆଇନକୁ କେନ୍ଦ୍ରସରକାର ଏବେ ଶୀଘ୍ରାତିଶୀଘ୍ର ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ସୂତ୍ରରୁ ମିଳୁଥିବା ସୂଚନାରେ ଆଗାମୀ ବୁଧବାର ଅର୍ଥାତ ୨୪ ନଭେମ୍ବର ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳ କୃଷି…