CHARIDHAM
Browsing Category

ଦେଶ ବିଦେଶ

ଉତ୍ତର ପ୍ରଦେଶ ନିର୍ବାଚନ: ସପାରେ ଯୋଗଦେଲେ ବିଜେପି ସାଂସଦଙ୍କ ପୁଅ, ଅଖିଳେଶ କହିଲେ ବଢ଼ିବ ଦଳର ମନୋବଳ

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବାକି ରହିଛି ଶେଷ ପର୍ଯ୍ୟାୟ ମତଦାନ । ମାର୍ଚ୍ଚ ୭ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଶେଷ ପର୍ଯ୍ୟାୟ ପାଇଁ ପୂରା ଦମ୍ ଲଗାଉଛନ୍ତି ରାଜନୀତିକ ଦଳମାନେ । ଏହାରି…

ସୁମିରେ ଫସି ରହିଛନ୍ତି ୭୦୦ ଭାରତୀୟ ଛାତ୍ରଛାତ୍ରୀ: ସେଫ୍ ପାସେଜ୍ ପାଇଁ ଉଭୟ ରାଷ୍ଟ୍ରକୁ ବୈଦେଶିକ ମନ୍ତ୍ରାଳୟର ଅନୁରୋଧ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପାଇଁ ଭାରତର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୭୦୦ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଛନ୍ତି । ଏହି ଛାତ୍ରଛାତ୍ରୀଙ୍କ…

ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ଚଳାଇଲେ ଋଷ ସେନା: ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଳୀ: ୧୧ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଦିନକୁ ଦିନ ୟୁକ୍ରେନ ମଧ୍ୟକୁ ପଶିବାରେ ଲାଗିଛନ୍ତି । ଋଷ ସେନାକୁ ୟୁକ୍ରେନର ନାଗରିକ ମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଭିଡକୁ…

ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ

ନୂଆଦିଲ୍ଳୀ: ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସନ୍ଦିଗ୍ଧ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସୀମା ସୁରକ୍ଷା…

ଫ୍ଲାଟରୁ ମିଳିଲା ୪ କୋଟି ୩୦ ଲକ୍ଷ ଟଙ୍କା: ବିଡ଼ା ବିଡ଼ା ନୋଟକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ

ନାଗପୁର: ମହାରାଷ୍ଟ୍ରର ନାଗପୁରର ଏକ ଫ୍ଲାଟରେ ପୋଲିସ ଚଢ଼ାଉ କରି ସେଠାରୁ ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ପୋଲିସ ତିନି ଜଣ ହୱାଲା ବ୍ୟବସାୟୀଙ୍କୁ ଗିରଫ କରିଛି । ଡିସିପି ଗଜାନନ ରାଜମାନେ…

ଟ୍ରେନ ଇଞ୍ଜିନରେ ଭୟଙ୍କର ଅଗ୍ନିକାଣ୍ଡ: ଧକ୍କା ମାରି କୋଚକୁ ଅଲଗା କଲେ ଯାତ୍ରୀ, ସାମ୍ନାକୁ ଆସିଲା Video

ମେରଠ: ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି । ମେରଠରୁ…

ମହିଳାଙ୍କ ଶରୀରରୁ ବାହାରିଲା ୬ କୋଟିର ହେରୋଇନ୍, ଲୁଚାଇ ରଖିଥିଲେ ପ୍ରାଇଭେଟ୍ ପାର୍ଟରେ

ଜୟପୁର: ଶରୀରରେ ୬କୋଟିର ହେରୋଇନ୍‌ ରଖି ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ଚତୁର ମହିଳା । ତେବେ ଏହି ହେରୋଇନ୍ କୁ ଯେଉଁଭଳି ଭାବରେ ନେଇକି ଯାଉଥିଲେ ତାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଉକ୍ତ ମହିଳା…

ଯୁଦ୍ଧରେ ଜେଲେନସ୍କିଙ୍କୁ ହତ୍ୟା କରାଯିବ ନା ପୁଟିନଙ୍କ କ୍ଷମତା ଲୋପ ପାଇବ: ଆଗକୁ ବିଶ୍ୱ ଦେଖିବ ଏହି ୭ଟି ପରିସ୍ଥିତି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିବା ବେଳେ ଏହାର ଭବିଷ୍ୟତ ଖୁବ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଯୁଦ୍ଧର ୭ଟି…

ପ୍ରତିଦିନ ଝଗଡ଼ା କରୁଥିବା ବୋହୁ ବିରୋଧରେ ଶାଶୁ-ଶ୍ୱଶୁର ନେଇପାରିବେ ପଦକ୍ଷେପ, କୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଝଗଡ଼ା ପ୍ରତି ପରିବାରରେ ହୋଇଥାଏ ହେଲେ କେତେକ ପରିବାରରେ ଝଗଡ଼ା ଏତେ ବଢ଼ିଯାଏ ଯେ, ଅନ୍ୟ ସଦସ୍ୟଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡ଼େ । ଏହି କ୍ରମରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଘର ନିର୍ମାଣ ସହିତ ୧୦ ପ୍ରତିଶତ ଜାଗାରେ ଗଛ ଲଗାଇବାକୁ ପଡିବ, ନିୟମ ଆଣୁଛନ୍ତି ସରକାର

ନୂଆଦିଲ୍ଲୀ: ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି। ଏହାକୁ ଗୁରୁତର ସହ ଗ୍ରହଣ କରିଛି ପରିବେଶ ମନ୍ତ୍ରଣାଳୟ। ତେଣୁ ପ୍ରତ୍ୟେକ ୮୦ ବର୍ଗ ମିଟରରେ ଅତି କମରେ ଗୋଟିଏ ଗଛ ଲଗାଇବାକୁ ପ୍ରସ୍ତାବ ଦେଇଛି ପରିବେଶ…