Browsing Category

ଦେଶ ବିଦେଶ

ଭାରତରେ ମହଙ୍ଗା ହେବ ବିୟର ଓ ଅନ୍ୟାନ୍ୟ ମଦ: ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଚିନ୍ତାରେ ମଦୁଆ

ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ପଛୁଆ ହେବାକୁ ଯାଉଥିବା ବେଳେ ଭାରତୀୟ ମଦୁଆ ମାନଙ୍କମ ପାଇଁ ସୃଷ୍ଟି ହୋଇଛି ବଡ…

ସଡ଼କ ଦୁର୍ଘଟଣା: ମୃତକ ଓ ଆହତଙ୍କ ସହାୟତା ରାଶି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକମାନେ ୮ ଗୁଣ ଅଧିକ ସହାୟତା ପାଇବେ । ସେହିପରି ଦୁର୍ଘଟଣାରେ ଆହତ…

‘କଚ୍ଚା ବାଦାମ୍’, ‘ବଚପନ୍ କା ପ୍ୟାର’ ଠାରୁ ଆରମ୍ଭ କରି ‘ପାୱରୀ ଗର୍ଲ’ ପର୍ଯ୍ୟନ୍ତ, ଗୋଟିଏ ଝଟକାରେ…

ନୂଆଦିଲ୍ଲୀ: କେତେ ବେଳେ କାହାର ଭାଗ୍ୟ ବଦଳିଯିବ ତାହା କେହି କହିପାରିବେ ନାହିଁ । ଯେମିତିକି ସୋସିଆଲ୍ ମିଡିଆରେ ସମୟ ସମୟରେ ଭାଇରାଲ୍ ହେଉଥିବା ବ୍ୟକ୍ତି ମାନେ । କେହି ଗୀତ ଗାଇ ଫେମସ୍ ହୋଇଯାଉଛି ତ କେହି ଡାଏଲଗ୍ କହି…

ବୁର୍ଖା ଭିତରେ ଲୁଚେଇ ନେଉଥିଲେ ୧୮ ଲକ୍ଷର ସୁନା: ବିମାନବନ୍ଦରରେ ମାଡି ବସିଲା ପୋଲିସ

ନୂଆଦିଲ୍ଳୀ: ଏମିତି ତରିକାରେ ସୁନା ଚୋରି କରିବାର ପ୍ରୟାସ କରାଯାଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୁର୍ଖା ଭିତରେ ଲୁଚେଇ ନେଉଥିଲେ ୧୮ ଲକ୍ଷର ସୁନା । ଶେଷରେ ବିମାନ ବନ୍ଦରରେ ମାଡି ବସିଥିଲା ପୋଲିସ ।…

ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ଧ୍ୱଂସ କଲା ଋଷ ସେନା

କିଭ୍: ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା…

SEBIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ଦୌଡ଼ରେ ଅଛନ୍ତି ୫ ଜଣ ଦାବିଦାର

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି କସରତ । ଏହି ପଦବୀରେ କେନ୍ଦ୍ର ସରକାର କାହାକୁ ଅବସ୍ଥାପିତ କରିବେ ତାହାକୁ ଉତ୍ସୁକତାର ସହ…

ୟୁକ୍ରେନ ସଙ୍କଟ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଯିବେ ୪ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଦିନ ଠାରୁ ସେଠାରେ ଫସିଥିବା ଭାରତୀୟ ମାନେ କିପରି ସେଠାରୁ ସୁରକ୍ଷିତ ଫେରିବେ ସେନେଇ ଚିନ୍ତା କରୁଛନ୍ତି । ଏପଟେ ଭାରତ ମଧ୍ୟ ନିଜ ନାଗରିକ ମାନଙ୍କୁ ଉଦ୍ଧାର କରି…

ୟୁକ୍ରେନ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ, ପହଞ୍ଚିପାରୁନି ସିଲିଣ୍ଡର୍; ହଜାର-ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ୟୁକ୍ରେନୀୟ ହସ୍ପିଟାଲ ଗୁଡ଼ିକରେ ସ୍ତିତି ଶୋଚନୀୟ ହେବାରେ ଲାଗିଛି । ରୁଷ ଆକ୍ରମଣରେ ହଜାର ହଜାର…

ପୁଟିନଙ୍କ ଯୁଦ୍ଧ ଘୋଷଣା ରୁଷ ଅରବପତିଙ୍କ ଉପରେ ପଡ଼ିଲା ଭାରି, ୧୨ହଜାର ୬୦୦ କୋଟିରୁ ଅଧିକ ହେଲାଣି କ୍ଷତି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ…

ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ବର୍ବରତା: ମାଡ଼ମାରି ଭାଙ୍ଗିଦେଲେ ହାତ, ଲହୁଲୁହାଣ ହୋଇ ପଠାଇଲେ ଭିଡିଓ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ହିଂସାର ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି…