Browsing Category
ଦେଶ ବିଦେଶ
ବ୍ଲାକ୍ ଫଙ୍ଗସ ଯୋଗୁଁ ପତ୍ନୀଙ୍କ ମୃତ୍ୟୁପରେ ୪ ପିଲାଙ୍କୁ ଧରି ଆତ୍ମହତ୍ୟା କଲା ସ୍ୱାମୀ
ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ସେବାନିବୃତ୍ତ କର୍ମଚାରୀ ନିଜ ୪ ଟି ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ତେବେ ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାୱୀ…
ଜାଣନ୍ତୁ ସବୁଠୁ ଛୋଟ ଓ ବଡ଼ ନାମ ଥିବା ରେଳ ଷ୍ଟେସନ୍ କେଉଁଠାରେ ରହିଛି…
ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦୁନିଆର ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଇଥାଏ । ଏହି ନେଟୱର୍କରେ ଅନେକ ଷ୍ଟେସନ୍ ରହିଛି, ଯାହା କୌଣସ ନା କୌଣସି କାରଣ ପାଇଁ ଖାସ୍ ସ୍ଥାନ ପାଇଛି । ଆଜି ଆମେ ସେହି ଷ୍ଟେସନ୍ ସମ୍ପର୍କରେ…
ସ୍ପୁଟନିକ୍-ଭି ଟିକାରେ ରହିଛି ଏଚଆଇଭି ଭୟ, ଦକ୍ଷିଣ ଆଫ୍ରିକା ପରେ ଏହି ଦେଶ କଲା ବ୍ୟାନ୍
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ସଙ୍କଟାପର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ଜୋରଦାର୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଋଷ କରୋନା ଟିକା ସ୍ପୁଟନିକ୍-ଭି କୁ…
ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି
ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ…
ଉତ୍ତରପ୍ରଦେଶରେ ପୁଣି ବଦଳିଲା ଆଉ ଏକ ରେଲ ଷ୍ଟେସନର ନାମ, ଏହି ଷ୍ଟେସନର ପରିବର୍ତ୍ତନ ନାଁ ‘ଅଯୋଧ୍ୟା କାଣ୍ଟ’
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଯୋଧ୍ୟା ଅନ୍ତର୍ଗତ ଫୈଜାବାଦ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କାଣ୍ଟ କରାଯାଇଛି । ଏ ନେଇ ଖୁବଶୀଘ୍ର ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ । ତିନିବର୍ଷ ତଳେ ଯୋଗୀ ସରକାର…
ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ୟୁଏଇରେ ପହଞ୍ଚିଥିବା ଗୃହମନ୍ତ୍ରୀଙ୍କୁ ଫେରି ଆସିବାକୁ କହିଲେ ଇମ୍ରାନ୍, କଣ ହୋଇଥାଇପାରେ ଏହା ପଛର କାରଣ?
ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘ ଦିନରୁ ଅନେକ ପ୍ରକାରର ବିବାଦ ଲାଗି ରହିଛି । ତେବେ ଏହାରି ମଧ୍ୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଆଜି ଟି-୨୦ ମ୍ୟାଚ୍ ହେବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍…
ଆଜି ଭାରତ-ପାକିସ୍ତାନ ବିଶ୍ୱକପ୍ ଟକ୍କର୍: କିଏ ଜିତିବ, କିଏ ହାରିବ; ତାକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ରେ ଆଜି ଭାରତ-ପାକିସ୍ତାନ ମୁକାବିଲା । ରବିବାର ଟି-୨୦ ବିଶ୍ୱକପ୍ ରେ ଦୁଇ ଟିମ୍ ଦୀର୍ଘ ୫ ବର୍ଷ ପରେ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ୍ କୁ ନେଇ କେବଳ କ୍ରିକେଟ୍ ପ୍ରେମୀ ନୁହଁନ୍ତି…
ଟି-୨୦ କ୍ରିକେଟ୍ ବିଶ୍ୱକପ୍: ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର, ସନ୍ଧ୍ୟା ୭ଟା ୩୦ରେ ମୁକାବିଲା
ଦୁବାଇ: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଚଳିତ ଟି-୨୦ କ୍ରିକେଟ୍ ବିଶ୍ୱକପ୍ରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ । ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି…
ଧନତେରାସ ପୂର୍ବରୁ ଏତିକି ମହଙ୍ଗା ହେଲା ସୁନା; ରୂପା ଦର ହ୍ରାସ
ନୂଆଦିଲ୍ଳୀ:ମହଙ୍ଗା ହେଲା ସୁନା । ଦେଶରେ ପାର୍ବଣ ଋତୁ ଚାଲିଥିବାରୁ ଲଗାତାର ତୃତୀୟ ଦିନ ଧରି ସୁନା ଦର ମହଙ୍ଗା ହୋଇଛି । ସେପଟେ କିନ୍ତୁ ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଆଗକୁ ଧନତେରାସ ଥିବାରୁ ଆଗକୁ ମଧ୍ୟ ଏହି…
ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ; ଚିହ୍ନଟ ହେଲେଣି ୧୫ ହଜାର ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ: ବ୍ରିଟେନରେ କୋଭିଡ୍ ଭାଇରସର ଡେଲ୍ଟା ଭ୍ୟରିଆଣ୍ଟର ନୂଆ ମ୍ୟୁଟେସନ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଡେଲ୍ଟା ଭ୍ୟାରିଆଣ୍ଟ AY.4.2 ର ନୀରିକ୍ଷଣ କରାଯାଉଥିଲା । ହେଲେ ଏବେ ଏହାର ସଂକ୍ରମଣରେ ବୃଦ୍ଧି…