Browsing Category
ଦେଶ ବିଦେଶ
ରାଜ୍ୟରେ ଏହି ତାରିଖରୁ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାରେ ଲାଗିଲାଣି । ପଶ୍ଚିମବଙ୍ଗରେ ବି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ୧୬ ଫେବ୍ରୁଆରୀରୁ…
୮୭ ବର୍ଷୀୟା ଶଯ୍ୟାଶାୟୀ ମହିଳାଙ୍କୁ ଦୁଷ୍କର୍ମ: ୩୦ ବର୍ଷୀୟ ଝାଡୁଦାରକୁ ଗିରଫ କଲା ପୋଲିସ
ନୂଆଦିଲ୍ଳୀ: ଆଜିକାଲିର ସମୟରେ ମହିଳା ମାନେ ସୁରକ୍ଷିତ ନଥିବା ବେଳେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମଧ୍ୟ ଦୋହଲି ଯିବେ । ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ମହିଳା ଜଣଙ୍କ ଶଯ୍ୟାଶାୟୀ…
ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେଲେ ଭାରତର ବହୁତ କ୍ଷତି ଘଟିବ: ଜାଣନ୍ତୁ କ’ଣ ସେସବୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ସମ୍ମୁଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆଶଙ୍କା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ପୂର୍ବରୁ ରୁଷ ୟୁକ୍ରେନକୁ ତିନି ପଟରୁ ଘେରିବା ସହ ୧.୩ ଲକ୍ଷରୁ ଅଧିକ ସୈନ୍ୟ,…
କଂଗ୍ରେସକୁ ଲାଗିଲା ବଡ଼ ଝଟକା: ଦଳ ଛାଡ଼ିଲେ ପୂର୍ବତନ ଆଇନମନ୍ତ୍ରୀ ଅଶ୍ୱିନୀ କୁମାର
ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଅଶ୍ୱିନୀ କୁମାର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନଆ…
ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ପରାମର୍ଶ, ଦୂତାବାସ ଜାରି କଲା ଗାଇଡଲାଇନ୍
ନୂଆଦିଲ୍ଲୀ: ୟୁକ୍ରେନ୍ ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ୟୁକ୍ରେନ୍ ରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ି ବାକୁ କହିଛନ୍ତି ।…
ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ…
ସମଗ୍ର ବିଶ୍ୱକୁ ମୃତ୍ୟୁମୁଖକୁ ଠେଲିଦେବ କି ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଜନ୍ମନେବ ତୃତୀୟ ବିଶ୍ୱଯୁଦ୍ଧ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ବର୍ତ୍ତମାନ ରୁଷ୍ ଉପରେ ରହିଛି । ରୁଷ୍ ୟୁକ୍ରେନ ସୀମାରେ ୧.୩ ଲକ୍ଷ ସୈନିକ ଠୁଳ କରିବା ସହ ଟ୍ୟାଙ୍କ, ମିସାଇଲ ପରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ଏନେଇ ପୂର୍ବରୁ ଆମେରିକା…
ଜୀବନକୁ ନାହିଁ ଭୟ, ୧୨ ମହଲାର ବାଲକୋନୀରୁ ତଳକୁ ଝୁଲି ଏକ୍ସରସାଇଜ୍ କରୁଛନ୍ତି ଯୁବକ; ଦେଖନ୍ତୁ ଭିଡିଓ
ଫରିଦାବାଦ୍: ଦୁନିଆରେ ଏପରି କିଛି ଲୋକ ରହିଛନ୍ତି ଯେଉଁ ମାନେ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଏବଂ ବିପଦଜନକ ଷ୍ଟଣ୍ଟ୍ ଆଦି କରିବାକୁ ଯାଇ ଅନେକ ସ୍ତରକୁ ଚାଲିଯାଉଛନ୍ତି । ଏହିଭଳି ଭିଡିଓ ସୋସିଆଲ୍ ମିଡିଆରେ ଅନେକ…
ବିଚ୍ ରାସ୍ତାରେ ଭିଣୋଇକୁ ଚପଲରେ ନିର୍ଧୁମ୍ ମାଡ଼, ସାମ୍ନାକୁ ଆସିଲା ଭିଡ଼ିଓ
ଦମୋହ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ଶାଳୀ ନିଜ ଭିଣୋଇକୁ ବିଚ୍ ରାସ୍ତାରେ ନିର୍ଧୁମ ପିଟିଛନ୍ତି । ଭିଣୋଇକୁ ନିଜ ଭଉଣୀର ହତ୍ୟାକାରୀ ଭାବି ଚପଲରେ ପିଟିଛନ୍ତି ଶାଳୀ । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଭଉଣୀ…
ଭୀଷଣ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା କାର୍, ୪ ଯବାନଙ୍କ ସମେତ ୫ ମୃତ
ଜୟପୁର: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଫର୍ଚୁନର୍ କାର୍ ଖୁବ୍ ଜୋରରେ ଏକ ଗଛରେ ପିଟିହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୪ଜଣ ପୋଲିସ୍ ଓ ଜଣେ ଅଭିଯୁକ୍ତ ରହିଥିଲେ ।…