Browsing Category
ଦେଶ ବିଦେଶ
କମ୍ ଟଙ୍କାରେ ଅଧିକ ଫାଇଦା, ଜାଣନ୍ତୁ କିପରି ଚାଲୁଛି ପର୍ଣ୍ଣୋଗ୍ରାଫିର କଳା ଧନ୍ଦା
ନୂଆଦିଲ୍ଲୀ: ଭାରତରେ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟକୁ ବ୍ୟାନ୍ କରାଯାଇଛି । କଟକଣା ଲାଗୁ ହେବା ପରେ ମଧ୍ୟ ସମଗ୍ର ବିଶ୍ୱରେ ଆମେରିକା, ବ୍ରିଟେନ ପରେ ଭାରତରେ ସର୍ବାଧିକ ଅଶ୍ଲୀଳ କଣ୍ଟେଣ୍ଟର ଗ୍ରାହକ ରହିଛନ୍ତି । ନିକଟରେ…
ବିହାର ସମେତ ୪ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ, ବର୍ତ୍ତମାନ ସୁଦ୍ଧା ୧୦୦ ମୃତ
ପାଟଣା: କରୋନା ସାଙ୍ଗକୁ ଏବେ ଅନେକ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ ବଢ଼ିବାରେ ଲାଗିଛି । ଶତାଧିକ ଲୋକେ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ରିପୋର୍ଟ ଅନୁସାରେ ବିହାର…
ଅନ୍ୟ ଧର୍ମରେ ବାହାହେଲେ ବୈବାହିକ ଜୀବନରେ ହସ୍ତକ୍ଷେପ କରିପାରିବେନି ପରିବାର ସଦସ୍ୟ : ହାଇକୋର୍ଟ
ଆହ୍ଲାବାଦ: ଅନ୍ୟ ଧର୍ମରେ ବାହାହେଉଥିବା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏକ ଆବେଦନର ଶୁଣାଣି ପରେ ହାଇକୋର୍ଟ କହିଛନ୍ତି ଯେ, ୨ଟି ଅଲଗା ଅଲଗା ଧର୍ମରେ ଯଦି…
ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ କୋହଲି ହଠାତ୍ ଅଧିନାୟକ ପଦ ଛାଡ଼ିବାର ଘୋଷଣା କଲେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ ସବୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ବିରାଟ କୋହଲିଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଆଇସିସି ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାର ଠିକ୍ ଏକ…
ଏମାନେ ହେଉଛନ୍ତି ଭାରତର ଧନୀ ଭିକାରି, ଭିକ ମାଗି ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା
ଏ ଦୁନିଆରେ ଅନେକ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକ ବସବାସ କରନ୍ତି । ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ବୃତ୍ତିକୁ ଆପଣାଇ ଟଙ୍କା ରୋଜଗାର କରିପାରେ । ମାତ୍ର ଭିକ ମାଗି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଶୁଣିଲେ ଯେ…
ଅକ୍ଟୋବର ୧୦ରେ ୟୁପିଏସ୍ସି ସିଭିଲ ସର୍ଭିସ୍ ପ୍ରିଲିମ୍, ୱେବସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କରୋନା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାଶାସନିକ ସେବା (ସିଭିଲ୍ ସର୍ଭିସ୍)ର ପ୍ରିଲିମ୍ ପରୀକ୍ଷା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ । ଏନେଇ…
ଚାରିଧାମ ଯାତ୍ରାକୁ ମିଳିଲା ଅନୁମତି, ଏଣିକି କରୋନା କଟକଣା ମଧ୍ୟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ଡେରାଡୁନ : ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଚାରିଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଯାତ୍ରା ଆରମ୍ଭ କରିବାକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଶପଥପାତ୍ର ଉପରେ ଶୁଣାଣି…
ମଣିଷ ପରି ଦେଖାଯାଉଛି ଏହି ମାଛ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଅଜବଗଜବ ଜିନିଷ ରହିଛି । ଯାହା ଆଖିରେ ନଦେଖିଲେ େକେହି ବି ବିଶ୍ୱାସ କରନ୍ତି ନାହିଁ । ଏମିତି ଅନେକ ଜୀବଜନ୍ତୁ ରହିଛନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ ହେବା ପାଇଁ ବାଧ୍ୟ କରିଦେଉଛନ୍ତି…
କୁକୁରକୁ ବଞ୍ଚାଇବାକୁ ଯାଇ ଜିପ୍ ସହ ଧକ୍କା ହେଲା ଅଟୋ, ୫ ମୃତ
ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଗୁରୁବାର ଦିନ ଏକ ହୃଦୟଥରା ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣଙ୍କ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଭୁଲରେ ଆକାଉଣ୍ଟକୁ ଟଙ୍କା ଆସିଗଲେ କଣ କରିବେ? ଜାଣନ୍ତୁ ଆରବିଆଇର ଏହି ନିୟମ ସମ୍ପର୍କରେ
ନୂଆଦିଲ୍ଲୀ: କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଅଧିକାଂଶ ଲୋକ ଅନଲାଇନ୍ ରେ ଟଙ୍କା ନେଣ ଦେଣ କରୁଛନ୍ତି । ଲୋକ ମାନେ ଏବେ ଅଧିକ ମାତ୍ରାରେ ଅନଲାଇନ୍ ଉପରେ ଭରସା କରୁଛନ୍ତି ଓ ବିଭିନ୍ନ ପ୍ରକାରର ଟ୍ରାନଜାକ୍ସନ୍ ଆପ୍…