Browsing Category

ଦେଶ ବିଦେଶ

ଲଗାତର ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା, ରୁପା ଦାମ୍ ବି ଖସିଲା; ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡର କଣ ରହିଛି ଦାମ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬…

ମନ୍ଦିର ସମ୍ପତିର ମାଲିକ ଭଗବାନ ହୋଇଥାନ୍ତି, ପୂଜାରି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ମନ୍ଦିରରେ ଗଚ୍ଛିତ ଥିବା ସମ୍ପତିର ମାଲିକ ମନ୍ଦିରରେ ଅଧିଷ୍ଠିତ ଥିବା ଦେବତା ହୋଇଥାନ୍ତି । ସେଠାରେ ପୂଜା କରୁଥିବା ପୂଜାରି ନୁହେଁ । ଏପରି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।…

ଚିଟଫଣ୍ଡ ଲିଙ୍କ ମାମଲାରେ ପୂର୍ବତନ ବିଧାୟକ ଗିରଫ

ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ…

ନାଗପୁରରେ ପହଞ୍ଚିଲା ତୃତୀୟ ଲହର, ମନ୍ତ୍ରୀ କହିଲେ- ‘ପୁଣି ଲାଗିବ କଟକଣା’

ନାଗପୁର: ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତକିଛି ଦିନ ହେବ ପୁଣି ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ରାଜ୍ୟ କ୍ୟାବିନେଟ…

ଏଣିକି ଡ୍ରୋନ୍‌ ନେଇ ବିମାନ ଯାତ୍ରା କରିବାକୁ ମିଳିବ ଅନୁମତି, ହାଣ୍ଡ୍‌ ବ୍ୟାଗ୍‌ କିମ୍ବା ଲଗେଜ୍‌ ବ୍ୟାଗ୍‌ରେ ଡ୍ରୋନ୍‌ ନେଇପାରିବେ

ନୂଆଦିଲ୍ଲୀ: ଦେଶରେ ଚଳାଚଳ କରୁଥିବା ବିମାନରେ ଅତି ଛୋଟ ଡ୍ରୋନ୍‌ ନେବା ପାଇଁ ଅନୁମତି ମିଳିବ । ଯାତ୍ରୀମାନେ ନିଜ ହାଣ୍ଡ୍‌ ବ୍ୟାଗ୍‌ କିମ୍ବା ଲଗେଜ୍‌ ବ୍ୟାଗ୍‌ରେ ଡ୍ରୋନ୍‌ ନେଇପାରିବେ । ପର୍ଯ୍ୟଟନ ଉଦ୍ଦେଶ୍ୟରେ…

୯ରେ ବ୍ରିକ୍ସ ସମ୍ମିଳନୀ , ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ । ଏଥର ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ…

ପୁଣି ନୂଆ ରେକର୍ଡ, ୧୧ ଦିନରେ ତୃତୀୟ ଥର ପାଇଁ ୧କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ବିରୋଧରେ ଟିକାକରଣ ଅଭିଯାନ ପ୍ରତିଦିନ ରେକର୍ଡ କରୁଛି । ସୋମବାର ଦିନ ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି । ୧୧ ଦିନ ମଧ୍ୟରେ ଏହା ତୃତୀୟ ଥର, ଯେବେ ଦେଶରେ ଗୋଟିଏ ଦିନରେ ୧…

ଆସନ୍ତାକାଲି ସରକାର ଗଠନ କରିବ ତାଲିବାନ, ଉତ୍ସବକୁ ୬ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ

କାବୁଲ,: ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି । ବୁଧବାରଠାରୁ ବିଧିବଦ୍ଧ ଭାବେ ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବ । ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ…

ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ଦ୍ୱିତୀୟ ବର୍ଷର ରିପୋର୍ଟ…

ଏ ଝିଅ ଏ ଡ୍ରେସ ସବୁ ଖୋଲିପକା; ଏମିତି କହି ଫସିଲେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ଛାତ୍ରୀଙ୍କ ୟୁନିଫର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ପ୍ରିନ୍ସିପାଲ । ଗୁରୁଙ୍କୁ ଦେବତା ବୋଲି ଗ୍ରହଣ କରାଯାଉଥିବା ବେଳେ ଗୁରୁଦିବସର ଦିନକ ପରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରିନ୍ସିପାଲ ।…