fbpx
Browsing Category

ଦେଶ ବିଦେଶ

କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୩୫ କରୋନା ସନ୍ଦିଗ୍ଧ

ଅଲିଗଡ,୨ ।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଠିନ ଚେଷ୍ଟା ଚାଲିଛି । ଏହାରି ମଧ୍ୟରେ ୟୁପିର ହାଥାରସ ଜିଲ୍ଲାରୁ ଏକ…

ଅଟୋ-ଟ୍ୟାକି୍ସ ଓ ରିକ୍ସା ଚାଳକଙ୍କୁ ମିଳିବ ୫ ହଜାର

ନୂଆଦିଲ୍ଲୀ,୨ ।୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫-୫ ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର…

ଲକ୍ ଡାଉନ୍: କାଲି ସକାଳ ୯ଟାରେ ଦେଶକୁ ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୪: କରୋନା ଭାଇରସକୁ ନେଇ ଉପୁଜିଥିବା ସମସ୍ୟା ଓ ଲକ୍-ଡାଉନ୍ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

କରୋନା ଯୋଗୁଁ ବଢୁଛି ଅପରାଧ: ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା

ନୂଆଦିଲ୍ଲୀ,୨ ।୪: ଦେଶରେ କରୋନା ଭାଇରସ୍ ଯୋଗୁଁ ହାହାକାର ଦେଖାଦେଇଛି । ଗୋଟିଏ ପଟେ ଲୋକେ ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହାମାରୀ କାରଣରୁ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨୪ରୁ…

୨୪ଘଣ୍ଟାରେ ଗଲାଣି ୧୨ଜୀବନ

ନୂଆଦିଲ୍ଲୀ, ୨ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଦେଶରେ ୧୫୧ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଲକ୍-ଡାଉନର ମଜାକ୍ ଉଡାଇଲେ ୨ ମନ୍ତ୍ରୀ: ରାମନବମୀ ସମାରୋହରେ ପହଞ୍ଚିଲେ ମନ୍ଦିର

ହାଇଦ୍ରାବାଦ,୨ ।୪: କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍-ଡାଉନ୍ ଲାଗୁ କରିଛନ୍ତି । କିନ୍ତୁ ବହୁ ସହରରେ ଲୋକଙ୍କ ସମେତ କେତେକ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି…

ଲକ୍ ଡାଉନକୁ ନେଇ ଅସନ୍ତୁଷ୍ଟ ସୋନିଆ

ନୂଆଦିଲ୍ଲୀ, ୨ା୪: କରୋନା ସ୍ଥିତି ମୁକାବିଲା ନେଇ ଏପ୍ରିଲ ୧୪ଯାଏଁ ଦେଶ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କରୋନା ପାଇଁ…

ଲକ୍-ଡାଉନ୍ ଉଲ୍ଲଙ୍ଘନ କଲେ ଗୁଳି, ଜାଣନ୍ତୁ କେଉଁ ଦେଶ କରିଛି ଏହି ନିୟମ?

ମନୀଲା,୨ ।୪: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୪୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୯ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର…

ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୨ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ଗଲାଣି । ସରକାରୀ ହିସାବରେ ୪୭ହଜାର ୧୯୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା…

କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା…