Browsing Category

ଦେଶ ବିଦେଶ

ଫୁଡ୍ ଫ୍ୟାକ୍ଟ୍ରିରେ ଫାଟିଲା ସିଲିଣ୍ଡର୍; ୨ ଶ୍ରମିକ ମୃତ, ୩ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଫୁଡ୍ ଫ୍ୟାକ୍ଟ୍ରିରେ ସିଲିଣ୍ଡର ଫାଟି ସୋମବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫ୍ୟାକ୍ଟ୍ରିର ବଏଲର୍ ରେ ଥିବା ସିଲିଣ୍ଡର ଫାଟିବା ଫଳରେ ଦୁଇ ଜଣଙ୍କ ପ୍ରାଣ ହରାଇଛନ୍ତି ।…

ନୂଆ-ନୂଆ ଡ୍ରଗ୍ସର ନିଶା କେତେ ଜାଣିବା ପାଇଁ ଭିକାରୀଙ୍କ ଠାରେ ଟେଷ୍ଟ୍ କରୁଛନ୍ତି ମାଫିଆ

ଅହମଦାବାଦ୍: ଡ୍ରଗ୍ ବ୍ୟବସାୟ ଚଳାଇବା ପାଇଁ ଡ୍ରଗ୍ ମାଫିଆ ମାନେ କିଛି ନା କିଛି ନୂଆ ଉପାୟ ଖୋଜିଥାଏ । ତେବେ କିଛି ଦିନ ହେବ ଅହମଦାବାଦ ସହରର ଭିକାରୀମାନେ ଡ୍ରଗ୍ ମାଫିଆ ମାନଙ୍କ ଟାର୍ଗେଟରେ ଅଛନ୍ତି। ପ୍ରକୃତ କଥା…

ଆମେରିକାକୁ ନାଲି ଆଖି ଦେଖାଇଲା ତାଲିବାନ, ୩୧ ଅଗଷ୍ଟ ସୁଦ୍ଧା ସେନା ଖାଲି କରିବାକୁ ଦେଲା ଧମକ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନି ମାନେ ଆମେରିକାକୁ ଧମକ ଦେଇଛନ୍ତି । ତାଲିବାନି ମାନେ କହିଛନ୍ତି ଯେ, ଆଫଗାନିସ୍ତାନରୁ ଅଗଷ୍ଟ ୩୧ ସୁଦ୍ଧା ନିଜ ସେନା ଫେରାଇ ନନେଲେ ଗମ୍ଭୀର ପରିଣାମ ଭୋଗିବାକୁ…

କଣ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଉଛି ୱର୍କ ଫ୍ରମ୍ ହୋମ୍ ସୁବିଧା? ସାମନାକୁ ଆସିଲ ସତ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ସମୟରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀ ମାନଙ୍କୁ ଘରେ ରହି କାମ କରିବାର ସୁବିଧା ଦେଇଥିଲେ । ଏହି ସମୟରେ ଅନେକ ପ୍ରକଳ୍ପ ତଥା ଚାକିରୀ ବାହାରୁଛି । ଯେଉଁଥିରେ କର୍ମଚାରୀ ମାନଙ୍କୁ…

ଅଫଗାନ୍ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବ କେନ୍ଦ୍ର ସରକାର, ମୋଦୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବା ପରେ ସେଠାକାର ପରିସ୍ଥିତି ଉପରେ ଭାରତ ସରକାର ତୀଖ୍ନ ନଜର ରଖିଛନ୍ତି । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ସଙ୍କଟ ଦିଗରେ ଗ୍ରହଣ…

ସାବତ ଭଉଣୀକୁ ବିବାହ କଲେ Moto gp racer, ୧୧ ବର୍ଷ ଧରି ରଖିଥିଲେ ସମ୍ପର୍କ

ନୂଆଦିଲ୍ଲୀ: ସାବତ ଭଉଣୀକୁ ବିବାହ କରିଛନ୍ତି ଜଣେ ମୋଟୋ ଗ୍ରେଡପିକ୍ସ ରାଇଡର୍ । ୧୧ ବର୍ଷ ଧରି ଦୁହେଁ ରିଲେସନ୍ ରେ ରହିବା ପରେ ଏବେ ସେମାନେ ଏନେଇ ଖୁଲାସା କରିଛନ୍ତି । ଏହାସହ ସହିତ ତାଙ୍କର ପ୍ରଥମ ସନ୍ତାନ ଜନ୍ମ…

ସାବଧାନ୍! ଶସ୍ତା ପର୍ସନାଲ ଲୋନ୍ ନେଲେ ହୋଇଯିବେ ବରବାଦ୍, ଯେପରିକି…

ନୁଆଦିଲ୍ଲୀ: ଠକେଇ କରୁଥିବା ବ୍ୟକ୍ତି ସବୁଦିନ କିଛି ନୂଆ ନୂଆ ଟେକନିକ୍ ଖୋଜୁଛନ୍ତି । କରୋନା କାଳରେ ଲୋକଙ୍କ ପାଖରେ କାମ ନଥିବାରୁ ଏନେ ପର୍ସନାଲ ଲୋନ୍ ଆଳରେ ଲୁଟିବାରେ ଲାଗିଛନ୍ତି । ଲୋକମାନେ ବଡ଼ ବଡ଼ କମ୍ପାନୀର ନାଁ…

ଆପଣଙ୍କ ପାଖରେ ଚିରାଫଟା ନୋଟ୍ ରହିଛି କି? ଏକ୍ସଚେଞ୍ଜ କରିବା ପାଇଁ ପାଳନ କରନ୍ତୁ ଏହି ସବୁ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରାଫଟା ନୋଟ୍ ରହିଛି ତେବେ ଆପଣଙ୍କୁ ଆଉ ଚିନ୍ତା କରିବା ଦରକାର ନାହିଁ । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆପଣ…

ମୋଦୀଙ୍କୁ ଭେଟିବାକୁ ୮୧୫ କିଲୋମିଟର ଚାଲିଲେ ଯୁବକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଦୀର୍ଘ ୮୧୫ କିଲୋମିଟର ବାଟ ପାଦରେ ଚାଲି ଚାଲି ଅତିକ୍ରମ କରିଛନ୍ତି ଯୁବକ । ଶ୍ରୀନଗରର ଯୁବକ ଫହିମ ନଜୀର ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଏହି…

ଜଳବାୟୁ ପରିବର୍ତ୍ତନରୁ କୌଣସି ଶିଶୁ ବଞ୍ଚିପାରିବେ ନାହିଁ: ୟୁନିସେଫ୍

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ବଡ଼ ଗୁରୁତର କାରଣ ପାଲଟିଛି । ଯାହାକୁ ନେଇ ଏବେ ଅନେକ ଦେଶ ଚିନ୍ତାରେ ରହିଛନ୍ତି । ଇତି ମଧ୍ୟରେ ୟୁନିସେଫ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ଏହି…