Browsing Category
ଦେଶ ବିଦେଶ
ଏସବିଆଇ ଉପରେ ଆରବିଆଇର କଡା ଆଭିମୁଖ୍ୟ, ଲଗାଇଲା ୧ କୋଟି ଜରିମାନା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ବ୍ୟାଙ୍କଗୁଡିକ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ସର୍ବଦା ନିୟମ ଉଲ୍ଲଂଘନ କାରଣରୁ ଆରବିଆଇ, ବ୍ୟାଙ୍କ ଉପରେ ଜରିମାନା ଲଗାଇଥାଏ। ଏହି କ୍ରମରେ ଭାରତୀୟ ଷ୍ଟେଟ୍…
ପରିବାର ସହ ସମୟ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି; ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ:ବୃଦ୍ଧ ବାପା-ମା ଙ୍କ ସହ ସମୟ ବିତାଇବାକୁ ୪ ଦିନ ସରକାରୀ ଛୁଟି ମିଳିବ । ଆସାମ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆସାମ କ୍ୟାବିନେଟରେ ଗୁରୁବାର ଏହି ନିଷ୍ପତ୍ତି ହୋଇଛି । ନୂଆ ବର୍ଷରେ ବାପା ମାଙ୍କ ସହ…
SEX ଜରିଆରେ ରୋଗୀ ଚିକିତ୍ସା କରୁଥିଲେ ଡାକ୍ତର: ହୋଟେଲ ରୁମରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର; ଦେଖନ୍ତୁ ଭିଡିଓ
SEନୂଆଦିଲ୍ଲୀ: ସେକ୍ସ ଜରିଆରେୂ ରୋଗୀ ଚିକିତ୍ସା କରୁଥିବା ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ଛଦ୍ମବେଶରେ ରହିଥିବା ଜନୈକା ସାମ୍ବାଦିକା ଷ୍ଟିଙ୍ଗ ଅପରେସନ ଜରିଆରେ…
ଡିସେମ୍ବରରେ ଭାରତ ଆସିବେ ଋଷ ରାଷ୍ଟ୍ରପତି
ଭାରତ ଆସିବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ । ଡିସେମ୍ବର ୬ରେ ପୁତିନ୍ ଭାରତ ଆସିବା ନେଇ ସୂଚନା । ଏକବିଂଶ ଭାରତ-ଋଷ୍ ଶିଖର ସମ୍ମିଳନୀରେ ଯୋଗଦେବେ ପୁତିନ୍ । ଶିଖର ସମ୍ମିଳନୀରେ ହେବ ମୋଦୀ-ପୁତିନ୍ ଆଲୋଚନା ।…
ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ, ଜାଣନ୍ତୁ କେବେଠାରୁ…
ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସରକାରଙ୍କ ଅନୁମତି । ଡିସେମ୍ବର ୧୫ରୁ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ । କରୋନା ସଂକ୍ରମଣ ଯୋଗୁଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ହେବ ପୁନଃ କାର୍ଯ୍ୟକ୍ଷମ ।
ସୂଚନା…
ବିନା ପରୀକ୍ଷାରେ BHELରେ ମିଳିବ ସରକାରୀ ଚାକିରି; ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ(ଭେଲ୍) ପକ୍ଷରୁ ଯୁବକଙ୍କ ପାଇଁ ନିଯୁକ୍ତିର ବଢିଆ ସୁଯୋଗ ପ୍ରଦାନ କରାଯାଉଛି । ଭେଲ୍ ପକ୍ଷରୁ ୨୦୨୧ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଇଞ୍ଜିନିୟର ଓ ସୁପର…
ସେୟାର ବଜାରରେ ଝଡ଼!, ଦିନକରେ ୧୬୦୦ ପଏଣ୍ଟ ଖସିଲା ସେନସେକ୍ସ, ସାଢ଼େ ୬ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ: ଶୁକ୍ରବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ଶୁକ୍ରବାର କାରବାରରେ ସାଢ଼େ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଛି । ସାତ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି…
୩ ପତ୍ନୀଙ୍କ କାରଣରୁ ଚାକିରିରୁ ଇସ୍ତଫା ଦେଲେ ଯବାନ, କମାଣ୍ଡର ନେଲେ ନିଆରା ନିଷ୍ପତ୍ତି
ନୂଆଦିଲ୍ଲୀ: ସୀମାରେ ଦେଶର ସୁରକ୍ଷା ଭାର ଓ ଘର-ପରିବାରରେ ପତ୍ନୀ-ଛୁଆପିଲାଙ୍କ ଚିନ୍ତା, ଏହି ୨ଟି ଯାକ ପ୍ରତ୍ୟେକ ଯବାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଇରାକରେ ଏହିପରି ଜଟିଳ ପରିସ୍ଥିତି ଦେଇ ଗତି…
୨୬/୧୧ ହମଲା: ଆତଙ୍କବାଦୀ କସାବର ଫୋନ୍ ନଷ୍ଟ କରିଥିଲେ ପରମବୀର ସିଂହ! ପୂର୍ବତନ ଏସିପି ଶମଶେର୍ ଖାନ୍ ଆଣିଲେ ଅଭିଯୋଗ
ମୁମ୍ବାଇ: ୨୬/୧୧ ମୁମ୍ବାଇ ହମଲାର ଘଟଣାର ଦୁଃଖ ଆଜିବି ତାଜା ରହିଛି । ସେହି କାଳରାତ୍ରିର କଥା ମନେ ପଡ଼ିଲେ ଆଜିବି ଲୋମଟାଙ୍ଗୁରୀ ଉଠେ । ତେବେ ଆଜି ଏହି ଆକ୍ରମଣକୁ ୧୩ ବର୍ଷ ପୂରିଛି । ତେଣୁ ଏହି ହମଲାରେ ସହିଦ୍…
ଡିସେମ୍ବର ୪ରେ ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଦେଖାଯିବ?
ନୂଆଦିଲ୍ଲୀ: ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ ୪ ଡିସେମ୍ବର ୨୦୨୧ ରେ ଅର୍ଥାତ୍ ଶନିବାର ଦିନ ଲାଗିବାକୁ ଯାଉଛି । ଏହା ଚନ୍ଦ୍ରଗ୍ରହଣର ଠିକ୍ ୧୫ ଦିନ ପରେ ପଡିବ । ଏହା ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ । ।…