Browsing Category

ଦେଶ ବିଦେଶ

ବିବାହର ୧୫ ଦିନ ପୂର୍ବରୁ ସାଙ୍ଗର ଗର୍ଲଫ୍ରେଣ୍ଡ ସହ ଫେରାର୍ ହେଇଗଲା ବର, ଥାନାରେ ଅଭିଯୋଗ କଲା କନ୍ୟା

ଯୋଧପୁର: ବିବାହର ୧୫ ଦିନ ପୂର୍ବରୁ ବର ନିଜର ସାଙ୍ଗର ଗର୍ଲଫ୍ରେଣ୍ଡକୁ ନେଇ ଫେରାର୍ ହୋଇଯାଇଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ । ଏନେଇ ପୋଲିସ୍ ପାଖରେ ଅଭିଯୋଗ…

ରାଜଧାନୀରେ ଆଜିଠାରୁ ସମସ୍ତ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଅନେକ ସ୍ଥାନରେ ତ ପାଠପଢ଼ା ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ବି…

ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରାଯାଉ- ଯୋଗଗୁରୁ ବାବା ରାମଦେବ

ନୂଆଦିଲ୍ଲୀ: ଗାଈକୁ ପୁଣି ଜାତୀୟ ପଶୁ ଭାବରେ ଘୋଷଣା କରିବାକୁ ଦାବି କରାଯାଇଛି । ବର୍ତ୍ତମାନ ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ, ଗାଈକୁ ଭାରତର ଜାତୀୟ ପଶୁ ଭାବରେ ଘୋଷଣା କରାଯାଉ…

ଦୀପାବଳୀ ପୂର୍ବରୁ ମହଙ୍ଗା ମାଡ଼; ଏଲପିଜି ସିଲିଣ୍ଡର ୨୬୬ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଏଲପିଅଜି ସିଲିଣ୍ଡରର ଦର ବୃଦ୍ଧି ପାଇଛି । ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ ରେ ୨୬୬ ଟଙ୍କା ବୃଦ୍ଧି ହୋଇଛି । ତେବେ ଆଶ୍ୱସ୍ତିର କଥା ହେଉଛି କମର୍ଶିଆଲ ସିଲିଣ୍ଡରରେ ହିଁ ଏହି ବୃଦ୍ଧି…

ତୈଳ ଦରରେ ବ୍ରେକ୍ ଫେଲ୍! ୬ ମାସ ମଧ୍ୟରେ ପେଟ୍ରୋଲରୁ ସରକାର କମାଇଛନ୍ତି ୪୩ ହଜାର କୋଟି

ନୂଆଦିଲ୍ଲୀ: ତୈଳରେ ବ୍ରେକ୍ ଲାଗିବାର ନାଁ ଧରୁନି । ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଏହି ପରିପ୍ରେକ୍ଷୀରେ ପୁଣିଥରେ ପେଟ୍ରୋଲ ଲିଟର୍ ପିଛା ୩୭ ପଇସା ବଢ଼ିଛି । ସେହିପରି ଡିଜେଲ ଲିଟର୍ ପିଛା ୪୦ ପଇସା ମହଙ୍ଗା…

ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଚେନ୍ନାଇ ସୁପର କିଙ୍ଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍‌ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ ଥ୍ରୋର ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ।…

ଏନକାଉଣ୍ଟରରେ ଟଳିଲେ ୩ ମହିଳା ନକ୍ସଲ, ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର

ଛତିଶଗଡ଼: ନକ୍ସଲ ପ୍ରଭାବିତ ଦାନ୍ତୱାଡାରେ ରବିବାର ଏନକାଉଣ୍ଟରରେ ତିନି ମହିଳା ନକ୍ସଲଙ୍କ ଶବ ଉଦ୍ଧାର ହୋଇଛି । ତିନିଙ୍କ ଉପରେ ୫-୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା । ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି…

ତିବ୍ଦତ ପିରିସ୍ଥିତି ଉପରେ ଧ୍ୟାନ ଦେବାକୁ ଦଲାଇଲାମାଙ୍କ ଅପିଲ, ଚୀନ କରୁଛି ପ୍ରାକୃତିକ ସମ୍ପଦ ନଷ୍ଟ

ନୂଆଦିଲ୍ଲୀ: ତିବ୍ଦତ ପ୍ରାକୃତିକ ସମ୍ପଦକୁ ଚୀନ ଦ୍ୱାରା ନଷ୍ଟ କରାଯିବାକୁ ନେଇ ଆଧ୍ୟତ୍ମିକ ଗୁରୁ ଦଲାଇଲାମା ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ଏହା ଯୋଗୁଁ ତିବ୍ଦତ ପର୍ଯ୍ୟାବରଣ ଉପରେ ପଡ଼ୁଥିବା ପ୍ରଭାବ ଉପରେ…

ଲକ୍ଷ୍ନୌ, ବାରଣାସୀ ସହ ୪୬ ରେଲୱେ ଷ୍ଟେସନକୁ ଉଡ଼ାଇବାକୁ ଧମକ, ଗୁଇନ୍ଦା ବିଭାଗ ଜାରି କଲା ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା ବାରଣାସୀ, ଲକ୍ଷ୍ନୌ ସମେତ ୟୁପି ର ୪୬ଟି ରେଳ ଷ୍ଟେସନକୁ ଉଡ଼ାଇ ଦେବାର ଧମକ ଦେଇଛି । ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ସୂଚନା ମିଳିବ ପରେ ଏହାକୁ ନେଇ ଚିନ୍ତା ବଢ଼ିଛି ।…

ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳିଛନ୍ତି ବିପ୍ଲବ ଦେବ

ନୂଆଦିଲ୍ଲୀ: ତ୍ରିପୁରାରେ ବିଜେପି ମୁଖ୍ୟମନ୍ତ୍ରୀ ରହିଥିବା ବିପ୍ଲବ ଦେବଙ୍କୁ ଆକ୍ରମଣ କରିଛି ତୃଣମୂଳ କଂଗ୍ରେସ । ବିପ୍ଲବ ଦେବ ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସାଧାରଣ…