Browsing Category
ଦେଶ ବିଦେଶ
କୋଇଲା ଅଭାବ ଯୋଗୁଁ ପଞ୍ଜାବରେ ବନ୍ଦ ହେଲା ୩ ଥର୍ମାଲ ପ୍ଲାଣ୍ଟ
ନୂଆଦିଲ୍ଲୀ: ଦେଶରେ କୋଇଲା ସଂଙ୍କଟ ଯୋଗୁଁ ଅନେକ ରାଜ୍ୟରେ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିଛି । ଏହି କୋଇଲା ସଂଙ୍କଟର ପ୍ରଭାବ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବରେ କୋଇଲା ଅଭାବରୁ ବନ୍ଦ ହୋଇଛି ତିନିଟି ଥର୍ମାଲ…
୫୭୦୦ କୋଟି ଟଙ୍କାରେ REC Solarକୁ କିଣିଲା Reliance
ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଆଉ ଏକ ନୂତନ କମ୍ପାନୀକୁ ଅଧିଗ୍ରହଣ କରାଯାଇଛି । ଚୀନର ନ୍ୟାସନାଲ ବ୍ଲୁଷ୍ଟାର ନିକଟରୁ ରିଲାଏନ୍ସ ଆରଇସି ସୋଲାର ହୋଲ୍ଡିଂକୁ କିଣି ନେଇଛି । ରବିବାର…
ସମଗ୍ର ଦେଶରେ ଲଞ୍ଚ ହେଲା BSNLର ୪ଜି ସେବା; ପ୍ରଥମ କଲ କଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଲଞ୍ଚ ହୋଇଯାଇଛି ବିଏସଏନଏଲର ୪ଜି ସେବା । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ପ୍ରଥମ ବ୍ୟକ୍ତି ଭାବରେ ବିଏସଏନଏଲର ୪ଜି ନେଟୱର୍କ/ ବ୍ୟବହାର କରି କଲ କରିଛନ୍ତି । ପ୍ରଥମ କଲ କରିବା ନେଇ ନିଜ…
ଲଖୀମପୁର ମାମଲାରେ ଅଜୟ ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଉଛି ବିଜେପି ସରକାର: ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ବିଜେପି ସରକାର ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରବିବାର ଉତ୍ତର ପ୍ରଦେଶ ବାରଣାସୀରେ କିଷାନ ନ୍ୟାୟ ରାଲିରେ ଯୋଗଦେବା…
୨୫୧ ଟଙ୍କାରେ ଦେଇଥାନ୍ତେ Freedom ସ୍ମାର୍ଟଫୋନ୍; ୫ ବର୍ଷ ପରେ ପୁନର୍ବାର ପୋଲିସ କବଳରେ ମୁଖ୍ୟ ଅଭିଯୁକ୍ତ
ନୂଆଦିଲ୍ଳୀ: ୫ ବର୍ଷ ପୂର୍ବରୁ ୨୫୧ ଟଙ୍କାରେ ଫ୍ରୀଡମ ସ୍ମାର୍ଟଫୋନ ଯୋଗାଇବା ନେଇ ଏକ ଘୋଷଣା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଘୋଷଣାଟି ଧୂଆଁବାଣ ବୋଲି ପ୍ରମାଣିତ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ…
ମାସେ ପରେ ବି ଥମୁନି ଜ୍ୱାଳାମୁଖୀ, ହଜାର ହଜାର ଘର ହୋଇସାରିଲାଣି ଭସ୍ମ
ନୂଆଦିଲ୍ଲୀ: ସ୍ପେନର ଲା ପାଲମା ଦ୍ୱୀପରେ ଜ୍ୱାଳାମୁଖୀ ନଦୀ ପରି ବହିବାରେ ଲାଗିଛି । ମାସକ ତଳେ ଆରମ୍ଭ ହୋଇଥିବା ଏହି ଜ୍ୱାଳାମୁଖୀ ଏବେ ଭୟଙ୍କର ରୂପ ନେଇସାରିଛି । ତେବେ ଏହି ନରରାକ୍ଷସ ରୂପୀ ଜ୍ୱାଳାମୁଖୀର ତାଣ୍ଡବରୁ…
ଅପରେସନ ଥିଏଟର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ; ୪ ଷ୍ଟାଫଙ୍କ ଉପରେ ଅଭିଯୋଗ ଆଣିଲେ ମହିଳା
ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ମହିଳାଙ୍କୁ ୪ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ । ପଞ୍ଜାବ ଭଟିଣ୍ଡା ସହରରେ ଏକ ବେସରକାରୀ ହସ୍ପିଟାଲର ଅପରେସନ ଥିଏଟରରେ ମହିଳାଙ୍କୁ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ ଅଭିଯୋଗ ।…
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ INSA ପୁରସ୍କାର
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ ଆଇଏନଏସଏ(INSA) ପୁରସ୍କାର । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ଏହା ବିଜ୍ଞାନ କ୍ଷେତ୍ରରେ…
ବିମାନ ଦୁର୍ଘଟଣାରେ ଚାଲିଗଲା ୧୬ ଜଣଙ୍କ ଜୀବନ, ଯାତ୍ରା କରୁଥିଲେ ୨୩
ନୂଆଦିଲ୍ଲୀ: ଋଷର ତାତାରସ୍ତାନଠାରେ ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ ହୋଇଯାଇଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାକି ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଗୁରୁତର ଭାବରେ ଆହତ ହୋଇଥିବା…
ଦେଶରେ ବିଜୁଳି ସଙ୍କଟ ନାହିଁ, ଅଯଥାରେ ଭ୍ରମ ସୃଷ୍ଟି କରାଯାଉଛି: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ‘ଦେଶରେ କୋଇଲା ସଙ୍କଟ ଜାରି ରହିଛି । ଅତିବେଶିରେ ୪ ଦିନ ମଧ୍ୟରେ ସମସ୍ତ ଷ୍ଟକ କୋଇଲା ଶେଷ ହୋଇଯିବ ।’ ଏପରି ଭାବେ ମିଛରେ ଭ୍ରମ ସୃଷ୍ଟି କରାଯାଉଛି । ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଷ୍ଟକ୍ ରହିଛି ବୋଲି…