fbpx
Browsing Category

ଦେଶ ବିଦେଶ

ମହାରାଷ୍ଟ୍ରରେ ଶପଥ ଗ୍ରହଣ କଲେ ନୂଆ ବିଧାୟକ

ମହାରାଷ୍ଟ୍ର,୨୭ା୧୧: ମହାରାଷ୍ଟ୍ରରେ ରାଜନୀତି ପାଣିପାଗ ଉଷ୍ମ ରହିଛି । ଏହାରି ମଧ୍ୟରେ ଆଜି ମହାରାଷ୍ଟ୍ର ନୂଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୋଇଛି । ସେଠାରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ । ନୂଆ…

ଇସ୍ରୋକୁ ବଡ଼ ସଫଳତା, କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ

ଶ୍ରହରିକୋଟା, ୨୭ା୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ଆଉ ଏକ ବଡ଼ ସଫଳତା ମିଳିଛି । ଶ୍ରୀହରିକୋଟାରୁ କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି । କକ୍ଷପଥରେ ଅବସ୍ଥାପିତ ହୋଇଛି ଇସ୍ରୋର ଏହି…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ !

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ନୂଆ ମେଣ୍ଟ ଗଠନ କରିବ । ସେହି ନୂଆ ମେଣ୍ଟର ନାମ ରହିିବ ମହାବିକାଶ ଆଘାଡ଼ି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି…

କୋଲମ୍ବକର ହେଲେ ଅସ୍ଥାୟୀ ବାଚସ୍ପତି

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି କାଳିଦାସ କୋଲମ୍ବକର ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ବିଜେପି ବିଧାୟକ ହେଉଛନ୍ତି କୋଲମ୍ବକର ।

ମହାରାଷ୍ଟ୍ର ମାମଲା: ରାଜ୍ୟପାଳଙ୍କୁ ଭେଟିବେ ୩ ଦଳ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନଭିସ୍

ମହାରାଷ୍ଟ୍ର,୨୬ା୧୧: ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମହାରାଷ୍ଟ୍ର.୨୬ା୧୧: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ମୋଡ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅଜିତଙ୍କୁ ଆଜି ମନାଇବାକୁ ଉଦ୍ୟମ କରିଥିଲେ ଏନସିପି ଦଳର ମୁଖ୍ୟ…

କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ବିସ୍ଫୋରଣ, ୪ ଗୁରୁତର

ଶ୍ରୀନଗର,୨୬ ।୧୧: ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…

ଅଯୋଧ୍ୟା ପୁନର୍ବିଚାରକୁ ନା’

ନୂଆଦିଲ୍ଲୀ,୨୬ ।୧୧: ଅଯୋଧ୍ୟା ରାୟର ପୁନର୍ବିଚାର ଆବେଦନ କରିବନି ସୁନ୍ନୀ ୱାକଫ ବୋର୍ଡ । ୱାକଫ ବୋର୍ଡର ୮ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଏହି ନିଷ୍ପତ୍ତି ନେଇଛନ୍ତି । ୫ ଏକର ଜମି ମିଳିବା ପରେ ଅନ୍ୟ ପ୍ରସଙ୍ଗରେ ବୋର୍ଡ…

ସଂସଦରେ ସମ୍ବିଧାନ ଦିବସ ସମାରୋହ ପାଳିତ

ନୂଆଦିଲ୍ଲୀ,୨୬ ।୧୧: ଆଜି ସଂସଦରେ ପାଳିତ ହେଉଛି ସମ୍ବିଧାନ ଦିବସ । ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଉତ୍ସବ ପାଳିତ ହେଉଛି । ସଂସଦ ଭବନରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ…