CHARIDHAM
Browsing Category

ଦେଶ ବିଦେଶ

ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର MI-24

ନୂଆଦିଲ୍ଲୀ: ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର ଏମଆଇ-୨୪ । ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ହେଲିକପ୍ଟରଟି ରହିଛି । ଆଫଗାନିସ୍ତାନର କାନ୍ଦୁଜ…

ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେପି ସାଂସଦ; ଜାଣନ୍ତୁ କଣ ହେଲା ଆଲୋଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୌସୁମୀ ଅଧିବେଶନ ଆଗୁଆ ସମାପ୍ତ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ବିଜେପିର ନେତା ମାନେ ରେଳଓ ଆଇଟି ମନ୍ତ୍ରୀଙ୍କୁ ଭେଟି…

୧୪ ବର୍ଷରେ ଝିଅ ଆଣିଲା ଅଲିମ୍ପିକ୍ ସ୍ୱର୍ଣ୍ଣ, ଗାଁରେ ହେଲା ଏମିତି ଅବସ୍ଥା

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୪ ବର୍ଷ । ଏ ବୟସରେ ଝିଅଟିଏ ଟୋକିଓରୁ ଜିଣିଲେ ସ୍ୱର୍ଣ୍ଣ ପଦକ । ଚୀନର ଏହି ଡାଇଭିଂ ଷ୍ଟାର୍ କ୍ୱାନ୍ ହଙ୍ଗଚାନ୍ ସମ୍ପ୍ରତି ସାରା ବିଶ୍ୱ ପାଇଁ ଏକ ଚର୍ଚ୍ଚିତ ଚେହେରା ପାଲଟି…

ଦୁଷ୍କର୍ମକାରୀକୁ ଏମିତି ଚିହ୍ନିଲା ନେତ୍ରହୀନ ପୀଡ଼ିତା, ମିଳିଲା ଆଜୀବନ କାରାଦଣ୍ଡ

ଅମରୋହା: ୧୬ ବର୍ଷର ଜଣେ ନେତ୍ରହୀନ ଝିଅକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତକୁ ପୀଡ଼ିତା ଜଣକ ତାର ସ୍ୱରରୁ ଚିହ୍ନିପାରିଛି । ଏହାପରେ ଦୋଷୀକୁ ଆଜୀବନ କାରାଦଣ୍ଡ ସଜ୍ଜା…

ହିମାଚଳ ଭୁସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର୍ ଠାରେ ହୋଇଥିବା ଭୁସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଳିଯାଇଛି । ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ମାଟି ତଳେ…

ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅଙ୍ଗୁର ଖାଇବାକୁ ଲୋକ ମାନେ ବେଶି ପସନ୍ଦ କରନ୍ତି । କିଛି ଲୋକଙ୍କୁ ଅଙ୍ଗୁର୍ କୁ ଫ୍ରୁଟ୍ ଚାଟ୍ ରେ ମିଶାଇ ଖାଇବାକୁ ଭଲ ଲାଗେ ସେହିପରି ଆଉ କିଛି ଲୋକଙ୍କୁ ଜୁସ୍ କରି ଖାଇବାକୁ ବେଶି ଭଲ ଲାଗେ…

କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟ୍ଟର

ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟ୍ଟର । ଗୁରବାର କଂଗ୍ରେସ ପକ୍ଷରୁ ଏ ନେଇ ଏକ ସ୍କ୍ରିନ ଶଟ୍ ଶେୟାର କରାଯାଇଛି । କଂଗ୍ରେସର ଅଫିସିଆଲ ଫେସବୁକ ଆକାଉଣ୍ଟରେ…

ହଙ୍ଗାମା ମଧ୍ୟରେ ମୌସୁମୀ ଅଧିବେଶନ: ଲୋକସଭାରେ ୨୧ ଘଣ୍ଟା ହୋଇଛି କାମ, ୭୪ ଘଣ୍ଟା ବର୍ବାଦ୍

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ହିଁ ବୁଧବାର ଦିନ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯାଇଥିଲା । ପେଗାସସ୍ ଏବଂ କୃଷି ଆଇନ ବ୍ୟତୀତ ଅନେକ…

GSLV-F10 ମିଶନ ଅସମ୍ପୂର୍ଣ୍ଣ: ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଉଥିବା ଜିଏସଏଲଭି-ଏଫ-୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳ ୫.୪୩ ମିନିଟରେ ଏହି ମିଶନ ଆରମ୍ଭ ହୋଇଥିବା ବେଳେ ଏହା ବିଫଳ ହୋଇଥିବା ନେଇ…

ବିପଦରେ ଆଫଗାନିସ୍ତାନର ଅଧା ନାଗରିକ: ଆଇଓଏମ୍

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କ ଆତଙ୍କରାଜ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ତେଣୁ ସେଠାକାର ଲୋକମାନେ ଏବେ ଭୟରେ ଦେଶ ଛାଡ଼ୁଥିରା ଦେଖିବାକୁ ମିଳୁଛି । ବିଦେଶୀ ସେନା ପ୍ରତ୍ୟାହାର ପରେ ଅନେକ…