Browsing Category

ଦେଶ ବିଦେଶ

ଭୟଙ୍କର ଦୁର୍ଘଟଣା: ଜାହାଜକୁ ଧକ୍କା ଦେଲା ଡଙ୍ଗା, ୨୬ ଜଣଙ୍କ ମୃତ୍ୟୁ

ଢାକା, ୩ା୫: ବାଂଲାଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ସ୍ପିଡ୍ ଡଙ୍ଗା ଏକ ଜାହାଜକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨୬ ଜଣଙ୍କ ପ୍ରାଣହାନୀ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ରହିଛନ୍ତି । ଘଟଣାଟି…

ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସାକାଣ୍ଡ: ୪ ଜଣଙ୍କ ମୃତ୍ୟୁ, ବିଜେପି ପାର୍ଟି ଅଫିସ ଭଙ୍ଗାରୁଜା

କୋଲକାତା, ୩ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ବାଜିମାତ୍ କରିଛି । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଆଜି ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି ।…

ବଢ଼ି ଚାଲିଛି ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର, ତଥାପି ଦେଶରେ ଲାଗୁ ହେବନି ସମ୍ପୂର୍ଣ୍ଣ ଲକଡାଉନ୍

ନୂଆଦିଲ୍ଲୀ, ୩ା୫: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନାହିଁ । କୋଭିଡ୍ ଗୋଷ୍ଠୀ ସଂକ୍ରମଣକୁ…

ଆଇପିଏଲରେ ଏଣ୍ଟ୍ରି ମାରିଲା କରୋନା, ଘୁଞ୍ଚିଲା ଆଜିର ଆରସିବି-କେକେଆର୍ ମ୍ୟାଚ୍

ନୂଆଦିଲ୍ଲୀ, ୦୩ ।୦୫ : ଆଇପିଏଲ ରେ ପଶିଲା କରୋନା । ଆଜି କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ…

ସୁପ୍ରିମକୋର୍ଟର ବଡ ନିଷ୍ପତି: ମିଡିଆକୁ ଉଚ୍ଚ ନ୍ୟାୟାଳୟ ମାନଙ୍କରେ ରିପୋର୍ଟିଂ କରିବାକୁ ରୋକାଯାଇପାରିବ ନାହିଁ

ନୂଆଦିଲ୍ଲୀ, ୦୩ ।୦୫ : ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତି ନେଇଛନ୍ତି । ସେ ଆଜି ନିର୍ବାଚନ କମିସନରଙ୍କୁ କହିଛନ୍ତି ଯେ, ମିଡିଆକୁ ଉଚ୍ଚ ନ୍ୟାୟାଳୟରେ ରିପୋର୍ଟଂ କରିବାକୁ ରୋକାଯାଇ ପାରିବ ନାହିଁ । ସେଠାରେ ହେଉଥିବା…

ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ୍

ଚେନ୍ନାଇ, ୩ା୫: ଆସନ୍ତା ୭ ତାରିଖରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ । ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଷ୍ଟାଲିନ୍ । ତେବେ ଡିଏମକେକୁ…

ରୋଗୀଙ୍କର କୌଣସି ପ୍ରମାଣ ପତ୍ର ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କରୋନା ଲାଗି ସୁପ୍ରିମ କୋର୍ଟ କେତେକ ନୂତନ ନିର୍ଦ୍ଦେଶାବଳୀ ଜରି କରିଛନ୍ତି । ରବିବାର ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ…

ଜୁଲାଇ ପର୍ଯ୍ୟନ୍ତ ରହିବ ଦେଶରେ ଟିକାର ଅଭାବ: ଅଦାର ପୁନାୱାଲା

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ୁଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏକମାତ୍ର ଟିକା ଉପରେ ଭରସା କରି ବସିଛନ୍ତି…

ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର କୋଚର ବ୍ୟବସ୍ଥା

ନୂଆଦିଲ୍ଲୀ ୦୩ ।୦୫ : କରୋନା ସ୍ଥିିତିରେ ରେଳ ଯାତ୍ରୀଙ୍କ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳ ଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚର ବ୍ୟବସ୍ଥା ହୋଇଛି ।…