CHARIDHAM
Browsing Category

ଦେଶ ବିଦେଶ

କାନରେ ଫାଟିଗଲା Bluetooth, ଚାଲିଗଲା ଜୀବନ

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି Bluetooth ଇଅର୍ ଫୋନ୍ ଲଗାଉଥିଲେ ପୂରା ସତର୍କ ହୋଇଯାଆନ୍ତୁ । କାରଣ କେତେବେଳେ ଏହା ବିସ୍ଫୋରଣ ମଧ୍ୟ ହୋଇପାରେ । ଏଭଳି ଏକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି ।…

ବେଲଗାମ୍ ଘୋଡ଼ାକୁ କଣ୍ଟ୍ରୋଲ କରିବା ନିହାତି ଦରକାର, ଯୋଗୀ କାହାକୁ ଏପରି କହିଲେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବୟାନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆକୁ ଯୋଗୀ ଏକ ବେଲଗାମ୍ ଘୋଡ଼ା ବୋଲି ଆକ୍ଷେପ କରିଛନ୍ତି । ଏଥିସହ ଏହାକୁ…

‘କୁଛ୍ ତୋ ଲୋଗ୍ କହେଙ୍ଗେ’

ହିନ୍ଦୀରେ ଗୋଟିଏ ଲୋକକଥା ଅଛି ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହୈ କେହନା ।’ ଏହି ଉକ୍ତିଟି ସମସ୍ତ ମଣିଷଙ୍କ ପାଇଁ ଯଥାର୍ଥ । ସେ ସାଧାରଣ ଲୋକଟିଏ ହୋଇଥାଉ କି ସମ୍ବିଧାନର ସର୍ବୋଚ୍ଚ ପଦରେ ଅଧିଷ୍ଠିତ…

ଟୋକିଓ ଅଲିମ୍ପିକ୍: ଆଜି ଅପରାହ୍ଣରେ ଭାରତ-ପାକ୍ କଡ଼ା ଟକ୍କର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକରେ ଭାରତ-ପାକ୍ ଟକ୍କର ଦେଖିବାକୁ ମିଳିବ । ଆଜି ୧୬ତମ ଦିନରେ ଜାଭେଲିନ୍ ଥ୍ରୋରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ନିରଜ ଚୋପ୍ରା ଓ…

ପତ୍ନୀଙ୍କ ନାମରେ ସମସ୍ତ ପ୍ରପର୍ଟି କରିଦେଲେ ଖାଲି ଫାଇଦା ହିଁ ଫାଇଦା, ଜାଣନ୍ତୁ କେଉଁ କ୍ଷେତ୍ରରେ ମହିଳାଙ୍କୁ ମିଳୁଛି ଅଧିକ ରିହାତି

ନୂଆଦିଲ୍ଲୀ: ସାଧାରଣତଃ ଟ୍ୟାକ୍ସ ଛାଡ଼ କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ମାତ୍ରାରେ ସୁବିଧା ଦିଆଯାଇଥାଏ । ମାତ୍ର ମହିଳାଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ କିଛି କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଛାଡ଼ କରାଯାଇଥାଏ ।…

ବୈଜ୍ଞାନିକଙ୍କ ଚେତାବନୀ- ‘ଡେଲ୍ଟା ଭାରିଆଣ୍ଟ ଦେଖାଇବ ପ୍ରଚଣ୍ଡ ରୂପ, ଅଧିକ ବିଗିଡ଼ିପାରେ ସ୍ଥିତି’

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଶେଷ ହେଉଥିବା ବେଳେ ଖୁବଶୀଘ୍ର ଆସିବାକୁ ଯାଉଛି ସମ୍ଭାବ୍ୟ ତୃତୀୟ ଲହର । ଏହାରି ମଧ୍ୟରେ ଆମେରିକାର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ‘କରୋନାର ଡେଲ୍ଟା ଭାରିଆଣ୍ଟ କାରଣରୁ ବିଶ୍ୱର…

ବର୍ଷା କାରଣରୁ ଶୀଘ୍ର ବନ୍ଦ ହେଲା ତୃତୀୟ ଦିନର ଖେଳ, ଲୋକେଶ ଓ ଜାଡେଜାଙ୍କ ଅର୍ଦ୍ଧଶତକରେ ସୁବିଧାଜନକ ସ୍ଥିତିରେ ଭାରତ

ଓଡ଼ିଶା ଭାସ୍କର ବ୍ୟୁରୋ: ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନର ଖେଳ…

କରୋନା ବିରୋଧୀ ଯୁଦ୍ଧରେ ବଡ଼ ସଫଳତା, ଦେଶରେ ୨୦୩ ଦିନରେ ଦିଆଗଲା ୫୦ କୋଟି ଟିକା ଡୋଜ୍

ନୂଆଦିଲ୍ଳୀ: କରୋନା ବିରୋଧୀ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟି ଡୋଜ କରୋନା ଟିକା ଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶୁକ୍ରବାର ଏହା ଘୋଷଣା…

ପ୍ରକାଶ ପାଇଲା JEE Main 2021 ରେଜଲ୍ଟ, ଏମିତି ଦେଖିପାରିବେ ଫଳାଫଳ

ନୂଆଦିଲ୍ଲୀ: ଶୁକ୍ରବାର ନାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜେଇଇ ମେନ ୨୦୨୧ ପରୀକ୍ଷାର ଫଳାଫଳ ଘୋଷଣା କରିଛି । ପ୍ରାୟ ୭ଲକ୍ଷ ପରୀକ୍ଷାର୍ଥୀ ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ…

ରାଜ୍ ବିରୋଧରେ ୪ ଜଣ ଦେଲେ ସାକ୍ଷ୍ୟ, ଜାଣନ୍ତୁ କଣ ଫିଟିଲା ରହସ୍ୟ…

ଓଡ଼ିଶା ଭାସ୍କର ବ୍ୟୁରୋ: ପର୍ଣ୍ଣ ଫିଲ୍ମ କାରବାରରେ ଗୋଟିଏ ଗୋଟିଏ ପରଦା ଫିଟିବାରେ ଲାଗିଛି । ରାଜ୍ କୁନ୍ଦ୍ରାଙ୍କ କମ୍ପାନିର ୪ ଜଣ ପୂର୍ବ କର୍ମଚାରୀ ଏହି ମାମଲାରେ ସାକ୍ଷ୍ୟ ଦେବା ପରେ ଅନେକ ତଥ୍ୟ ଜଣାପଡ଼ିଛି ।…