CHARIDHAM
Browsing Category

ଦେଶ ବିଦେଶ

ଆଜି ଦେଶରେ ୪୧ ହଜାର କରୋନା ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

କୋପା ଆମେରିକା: ୨୮ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା…

ଲଭ ଜିହାଦ୍‌ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ…

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଲଭ ଜିହାଦ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ନୋଟିସ୍‌ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବ୍ରହ୍ମପୁରର ଏକ ଦମ୍ପତି ନିଜ ଫାର୍ମାସିଷ୍ଟ ଝିଅକୁ ଲଭ୍‌…

ଆଜି ମହାକାଶକୁ ଯାତ୍ରା କରିବେ ଭାରତୀୟ ବଂଶୋଦ୍ଭାବ ଶିରିସା ବନ୍ଦଲା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହାକାଶକୁ ଯାତ୍ରା କରିବେ । ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ଆଜି ମେକ୍ସିକୋରୁ ମହାକାଶ…

ବିବାଦରେ ନିଶୀଥ ପ୍ରମାଣିକ, ଜନ୍ମସ୍ଥାନକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବିବାଦରେ ମୋଦୀ କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ। ୩୫ ବର୍ଷ ବୟସରେ ମନ୍ତ୍ରୀ ହୋଇ ଚର୍ଚ୍ଚାରେ ଥିବା ନିଶୀଥ ପ୍ରମାଣିକଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଯାଇଛି। ଏକ ଫେସବୁକ୍‌ ପେଜରେ ଦାବି କରାଯାଇଛି…

ଦିଦିଙ୍କ ପାଇଁ ବାଂଲାଦେଶୀ ଆମ୍ବ, ହସିନାଙ୍କ ପାଇଁ ତ୍ରିପୁରା ସପୁରୀ

କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନ୍ୟବାଦ ଜଣାଇଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସପୁରୀ ପଠାଇଛନ୍ତି । ହସିନା ପଶ୍ଚିମବଙ୍ଗ…

ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା

ଶ୍ରୀନଗର: ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ…

ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର…

ମୋଦୀଙ୍କ କ୍ୟାବିନେଟର ସବୁଠୁ ଗରିବ ମନ୍ତ୍ରୀ, ରହିଛି କେବଳ ୧୦ ଲକ୍ଷର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ସଂପ୍ରସାରଣ କରିବା ସହ ୪୩ ସାଂସଦ ମନ୍ତ୍ରୀ ହୋଇଛନ୍ତି  । ମନ୍ତ୍ରୀପରିଷଦରେ ୩୬ ନୂଆ ମୁହଁ ସାମିଲ କରାଯାଇଛି । ଯେଉଁଥିରେ ୧୫ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮…

ଛେଳିର ଓଜନ ୩୧୪ କିଲୋ, ପ୍ରତିଯୋଗିତାରେ ଜିତିଲା ପ୍ରଥମ ପୁରସ୍କାର, ୫ ଲକ୍ଷ ପାଇଲେ ମାଲିକ

ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନରେ ଗୋଟିଏ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳି ତିନି କ୍ୱିଣ୍ଟାଲରୁ ଅଧିକ ଅଟେ । କୌତୁହଳର ବିଷୟ, ପାକିସ୍ତାନରେ ଆୟୋଜିତ ଏକ ଓଜନିଆ ପ୍ରତିଯୋଗିତାରେ ଏହା ପ୍ରଥମ ଟାଇଟଲ୍…