Browsing Category
ଦେଶ ବିଦେଶ
ସଂସଦ ନିକଟକୁ ଦୌଡି ଆସିଲେ ଦେହରେ ନିଆଁ ଲାଗିଥିବା ବ୍ୟକ୍ତି, ତାପରେ….
ନୂଆଦିଲ୍ଲୀ: ସଂସଦ ବାହାରେ ଅଭାବନୀୟ ଘଟଣା । ସଂସଦ ବାହାରେ ବ୍ୟକ୍ତିଜଣକ ଯାହା କରିଲେ ତାହା ଦେଖି ସମସ୍ତେ ଆବାକ ହୋଇଯାଇଛନ୍ତି ।ବ୍ୟକ୍ତିଜଣକ ନିଜକୁ ନିଆଁ ଲଗାଇଦେଇଛନ୍ତି । ତେବେ ଯୁବକଜଣଙ୍କୁ ଗୁରୁତର ଅବସ୍ଥାରେ…
ମୋତେ କେବେ ଏଠୁ ବାହାର କରିବ? ବୋରୱେଲ ଭିତରୁ ପ୍ରଶ୍ନ ପଚାରୁଛି ଚେତନା, ଭୁଲ ବାଟରେ NDRF!
ନୂଆଦିଲ୍ଲୀ: ୭୦୦ ଫୁଟର ଏକ ବୋରୱେଲ ଭିତରେ ଖସି ପଡ଼ିଛି ସୁନା ଝିଅ ଚେତନା । ପାତାଳରୁ ବାହାରି ବାପା-ମା’ଙ୍କୁ ଦେଖିବା ପାଇଁ ଛଟପଟ ହେଉଛି ଛୋଟିଆ ମନ । ଅନ୍ଧାର ସୁଡ଼ଙ୍ଗରେ ଫସି ରହି ସୂର୍ୟ୍ୟାଲୋକକୁ ଅପେକ୍ଷା କରିଛି…
ବୃଦ୍ଧାଙ୍କୁ ଦୁଇ ଥର ଦୁଷ୍କର୍ମ: ଜେଲରୁ ଆସି ପୁଣି ଥରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା ଯୁବକ
ଗାନ୍ଧୀନଗର: ଗୁଜୁରାଟର ଭରୁଚ ଜିଲ୍ଲାରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ଶିକାରୀ ଯେତେବେଳେ ଜାମିନରେ ବାହାରିଲା, ସେ ପୁଣି ସେହି…
Travelopedia 2024: ଭକ୍ତଙ୍କର ପ୍ରଥମ ପସନ୍ଦର ସ୍ଥାନ ଅଧିକାର କଲା ପୁରୀ, ଶ୍ରେଷ୍ଠ ଧାର୍ମିକ ସ୍ଥଳ ଜଗନ୍ନାଥ ଧାମ
ନୂଆଦିଲ୍ଲୀ: ସାରା ବିଶ୍ବବାସୀଙ୍କ ବିଶ୍ବାସ ହେଉଛନ୍ତି ଶ୍ରୀଜଗନ୍ନାଥ । ତାଙ୍କ ମହିମା ଶ୍ରଦ୍ଧାଳୁଙ୍କୁ ପୁରୀକୁ ଟାଣି ଆଣିଥାଏ । ଏହା ଟ୍ରାଭେଲୋପିଡିଆ ରିପୋର୍ଟରେ ସ୍ପଷ୍ଟ ହୋଇଛି । 2024 ମସିହାରେ ଚକାନୟନର ଦର୍ଶନ…
(Video) ଇଏ କି ଆଶ୍ଚର୍ଯ୍ୟ କଥା! ମହିଳାଙ୍କ ସହିତ ଗୋଟିଏ ଶେଯରେ….
ନୂଆଦିଲ୍ଲୀ: ସାଧାରଣତଃ ସାପକୁ ସମସ୍ତେ ଡରିଥାନ୍ତି । ଏମିତିକି ବିଷାକ୍ତ ସାପର ନାମ ଶୁଣିଲେ ହିଁ ଛନକା ଆସିଥାଏ । ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେଉଁ ସାପମାନେ…
ନା ହେବ ବର୍ଷା ନା ଖରା.. ଘୋଟି ଆସିବ ବରଫ ଯୁଗ, ଭୋକ ଉପାସରେ ଛଟପଟ ହୋଇ ପ୍ରାଣ ହରାଇବେ ବିଶ୍ବବାସୀ!: ରିପୋର୍ଟ
ନୂଆଦିଲ୍ଲୀ: ପୃଥିବୀକୁ ମାଡି ଆସୁଛି ବିପତ୍ତି । ଅତି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଦେଖିବେ ବିଶ୍ବବାସୀ । ଇଣ୍ଡୋନୋସିଆର ମାଉଣ୍ଟ ତମ୍ବୋରା ଭଲି ଆଉ ଏକ ବିସ୍ଫୋରଣର ସାମ୍ନା କରିପାରେ ବିଶ୍ବ । ଯେତେ ଏହା ଏଭଳି…
ଭାଇରାଲ ହେଉଛି ‘ଖତରନାକ ସାଦି’ର ନିମନ୍ତ୍ରଣ କାର୍ଡ, ଯିଏ ଦେଖୁଛି ନ ହସି ରହିପାରୁନି
ଓଡ଼ିଶା ଭାସ୍କର: ଅଜବ ଗଜବ ଖବରର ଗନ୍ତା ଘର ସୋସିଆଲ ମିଡିଆ । ଫେସବୁକ୍ ହେଉ ଅବା ଇନଷ୍ଟାଗ୍ରାମ ପ୍ରତ୍ୟେକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଫଟୋ, ଭିଡିଓ ସବୁ ଦେଖିବାକୁ ମିଳୁଛି । ହେଲେ ଏବେ ଇନଷ୍ଟାଗ୍ରାମର ଏକ…
ପିଲାଙ୍କ ପାଇଁ କେତେ ସୁରକ୍ଷିତ କାରର ଏୟାର ବ୍ୟାଗ?
ନୂଆଦିଲ୍ଲୀ- ସାଇସ ମିସ୍ତ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହା ପରେ ସବୁ କାରରେ ଏୟାର ବ୍ୟାଗ ଲଗାଇବାକୁ ଆରମ୍ଭ ହୋଇଥିଲା ଅଭିଯାନ । ହେଲେ ସେହି ଏୟାର ବ୍ୟାଗ ପାଇଁ ଚାଲିଯାଇଛି ୬ ବର୍ଷର ଶିଶୁର ଜୀବନ ।…
ବିହାରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ଆରିଫ୍ ମହମ୍ମଦ ଖାନ୍ କିଏ ? ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା
ପାଟନା: ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ମିଜୋରାମ, କେରଳ, ବିହାର, ଓଡ଼ିଶା ଏବଂ ମଣିପୁରରେ ନୂତନ ରାଜ୍ୟପାଳ ଦାୟିତ୍ୱଭାର ସମ୍ଭାଳିବେ । ଏଥିମଧ୍ୟରେ…
କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ସରକାରଙ୍କ ୱାର୍ଣ୍ଣିଂ, ଏହି ନମ୍ବରରୁ ଆସୁଥିବା କଲ୍କୁ ଭୁଲରେ ବି ଉଠାନ୍ତୁନି
ନୂଆଦିଲ୍ଲୀ: ସ୍ମାର୍ଟଫୋନ ଦୁନିଆରେ ଗତ କିଛି ସମୟରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ସ୍କମାର୍ସ ଲୋକଙ୍କୁ ଠକିବା ଲାଗି ଲଗାତାର ନୂଆ-ନୂଆ ଉପାୟ ଆପଣାଉଛନ୍ତି। ସରକାର ଏବଂ ଟେଲିକମ କମ୍ପାନୀଗୁଡିକ ସାଇବର ଫ୍ରଡ…