
Browsing Category
ଦେଶ ବିଦେଶ
ଅଲ୍ଲୁ ଅର୍ଜୁନଙ୍କ ଆଖିରେ ଲୁହ, ଚାଲିଗଲେ ଜେଜେ ମାଆ, ସୁଟିଂ ଛାଡ଼ି ଆସିଲେ ରାମ ଚରଣ
ନୂଆଦିଲ୍ଲୀ: ଅଲ୍ଲୁଅର୍ଜୁନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅଲ୍ଲୁଅର୍ଜୁନଙ୍କ ଜେଜେମା ଅଲ୍ଲୁ କନକରତ୍ନମଙ୍କ ଦେହାନ୍ତ ଘଟିଛି। ଶୁକ୍ରବାର, ୨୯ ଅଗଷ୍ଟ ରାତି ୧:୪୫ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।
ଯାହା…
ସତସତିକା ‘Jab We Met’ କାହାଣୀ, ପ୍ରେମିକକୁ ବାହା ହେବ ବୋଲି ଘରୁ ପଳାଇଲା ଝିଅ, ଆଉ ଜଣଙ୍କୁ..
ନୂଆଦିଲ୍ଲୀ: ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା "ଜବ୍ ୱି ମେଟ୍" ଚଳଚ୍ଚିତ୍ରଟି ଆପଣ ନିଶ୍ଚୟ ଦେଖିଥିବେ। ଏହି ଚଳଚ୍ଚିତ୍ରର ଅଭିନୟ, କାହାଣୀ ଏବଂ ନିର୍ଦ୍ଦେଶନା ଲୋକଙ୍କ ମନକୁ ଛୁଇଁଥିଲା। ଇନ୍ଦୋରରୁ ମଧ୍ୟ ଏମିତି ଏକ…
ଆରମ୍ଭ ହେବାକୁ ଯାଉଛି Flipkart Big Billion Days, ଶସ୍ତାରେ ମିଳିବ ଏହିସବୁ ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଖୁସି ଖବର। ଫ୍ଲିପକାର୍ଟରେ ବର୍ଷର ସବୁଠାରୁ ବଡ଼ ବିଗ୍ ବିଲିୟନ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି।
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ…
ସିଦ୍ଧାର୍ଥ ମଲହୋତ୍ରା ନା ଜାନଭୀ କପୁର, କାହାକୁ ମିଳିଛି ‘ପରମ ସୁନ୍ଦରୀ’ ପାଇଁ ଅଧିକ ଫିସ୍
ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କ ଫିଲ୍ମ 'ପରମ ସୁନ୍ଦରୀ' ସିନେମା ହଲରେ ମୁକ୍ତିଲାଭ କରିଛି। ପ୍ରଥମ ଦିନରେ ଫିଲ୍ମଟି ବହୁତ ଭଲ ରିଭ୍ୟୁ ପାଇଛି। ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି…
ନିଦ ବଟିକା ଦେଇ ସ୍ୱାମୀକୁ ଶୁଆଇଲା, ତଣ୍ଟି ଚିପି, ମୁଣ୍ଡକୁ ପିଟିଦେଲା, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଛି। ମହିଳା ଜଣକ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି। ତା'ପରେ ହତ୍ୟାକୁ…
ଅଧରାତିରେ ପ୍ରକୃତିର ତାଣ୍ଡବ, ପୁଣି ବାଦଲଫଟା ବର୍ଷା, ୩ ଜଣଙ୍କ ମୃତ୍ୟୁ, ମାଟି ତଳେ ଚାପି ହୋଇ ଅନେକ ନିଖୋଜ
ଜମ୍ମୁକାଶ୍ମୀର: ପୁଣି ତାଣ୍ଡବ ରଚିଲା ପ୍ରକୃତି। ଅଧରାତିରେ ବାଦଲଫଟା ବର୍ଷା। ମାଟି ତଳେ ଚାପି ହୋଇ ମରିଗଲେ ସାଧାରଣ ଲୋକ। ଏବେବି ଅନେକ ଲୋକ ନିଖୋଜ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ।…
ଇଞ୍ଜିନିୟର ଚାକିରି ଛାଡ଼ି ଗୁପଚୁପ ବିକ୍ରି କରୁଥିଲା ଝିଅ, ଏବେ ଶାଶୁଘରୁ ମିଳିଲା ମୃତଦେହ, ବାପା-ମାଆ କହିଲେ- ମାରିଦେଲେ ତାକୁ..
ନୂଆଦିଲ୍ଲୀ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ବିବାହିତ ମହିଳା ଫାଶୀ ଦେଇ ପ୍ରାଣ ହାରିଛନ୍ତି। ଏହି ମହିଳାଙ୍କ ନାମ ଶିଳ୍ପା। ସେ ଜଣେ ଇଞ୍ଜିନିୟର ଥିଲେ। ଶିଳ୍ପା ତିନି ବର୍ଷ ପୂର୍ବେ ପ୍ରବୀଣ ନାମକ ଜଣେ ଯୁବକଙ୍କୁ…
ମନ୍ଦିରରେ ରକ୍ତର ଛିଟା, ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମାରପିଟ୍, ଶ୍ରଦ୍ଧାଳୁଙ୍କ ମାଡ଼ରେ ପୂଜାରୀ ମୃତ
ନୂଆଦିଲ୍ଲୀ: ମନ୍ଦିରରେ ହାଇଡ୍ରାମା। ପୂଜାରୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜୋରଦାର ମାରପିଟ୍। ଫଳରେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ପୂଜାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣାଟି ୨୯ ତାରିଖ ରାତିରେ ଦିଲ୍ଲୀର…
ଆସିଲା ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୦ ମୁଖ୍ୟମନ୍ତ୍ରୀ ତାଲିକା, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଆମ ସିଏମ
ଭୁବନେଶ୍ୱର: ଆସିଲା ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୦ ମୁଖ୍ୟମନ୍ତ୍ରୀ ତାଲିକା। ଏହି ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନ ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ର ‘ମୁଡ୍ ଅଫ୍ ଦି ନେସନ’ ସର୍ଭେ ପ୍ରକାଶ…
ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା, ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବେଆଇନ ବୋଲି କହିଲେ ଆମେରିକା କୋର୍ଟ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା। ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଆମେରିକା କୋର୍ଟ। ଟ୍ରମ୍ପ ଲଗାଇଥିବା ଟାରିଫକୁ ବେଆଇନ୍ କହିଲେ ଆମେରିକା କୋର୍ଟ।
ଆମେରିକା ଅପିଲସ…