Browsing Category

ଦେଶ ବିଦେଶ

କଢେଇରେ ନୁହେଁ, ସ୍ତ୍ରୀର ମାଂସକୁ ପ୍ରେସର କୁକରେ କାହିଁକି ସିଝାଇଲା ସ୍ୱାମୀ, କ’ଣ ଚାହୁଁଥିଲା ଜହ୍ଲାଦ ପତି

ନୂଆଦିଲ୍ଲୀ: ଦେଶରେ ଲଗାତାର ଜଘନ୍ୟ ହତ୍ୟା ମାମଲା ଘଟୁଥିବା ବେଳେ ବର୍ତ୍ତମାନ ଏଭଳି ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସ୍ୱାମୀ ଜଣକ ସ୍ତ୍ରୀକୁ ମାରି ହତ୍ୟା କରିସାରିବା ପରେ, ତା’ର ମୃତଦେହକୁ ଛୋଟ ଛୋଟ…

ସତରେ ଛୁରା ମାଡ଼ ହୋଇଥିଲା ନା ଆକ୍ଟିଙ୍ଗ କରୁଥିଲେ, ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ

ମହାରାଷ୍ଟ୍ର: ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଲେ ମହାରାଷ୍ଟ୍ର ମନ୍ତ୍ରୀ। ପ୍ରକୃତରେ ଆକ୍ରମଣରେ ଆହତ ହୋଇଥିଲେ ନା ଆକ୍ଟିଙ୍ଗ କରୁଥିଲେ ସୈଫ। ଯଦି ସତରେ ଆହତ ହୋଇଥିଲେ ଏତେ ଶୀଘ୍ର କିପରି ସୁସ୍ଥ ହେଲେ? ଏମିତି…

୩ ମାସ ପାଇଁ ଜେଲ ଯିବେ ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପଳ ବର୍ମା, ଏହି ମାମଲାରେ ମିଳିଲା ଦଣ୍ଡ

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କୁ ମୁମ୍ବାଇର ଏକ କୋର୍ଟ ଦୀର୍ଘ ଦିନ ଧରି ଚାଲିଥିବା ଚେକ୍ ବାଉନ୍ସ ମାମଲାରେ ତିନି ମାସର କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ବହୁ…

ଓଲା-ଉବରକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର, ପଚାରିଲେ –‘ଆଇଫୋନ ଏବଂ ଆଣ୍ଡ୍ରଏଡରେ ଭଡା କାହିଁକି ଭିନ୍ନ?’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଲା ଏବଂ ଉବରକୁ ନୋଟିସ ପଠାଇ ସେମାନଙ୍କ ଜବାବ ମାଗିଛନ୍ତି । କେନ୍ଦ୍ର ପଚାରିଛି ଯେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ…

Breast Cancerକୁ ନେଇ ଆସିଲା ଖୁସି ଖବର, ସିଙ୍ଗଲ ଡୋଜ ଚିକିତ୍ସାରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା

ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ତନ କର୍କଟ ରୋଗର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ ପ୍ରତିବର୍ଷ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ବୈଜ୍ଞାନିକମାନେ ଗୋଟିଏ…

ବୟଫ୍ରେଣ୍ଡ ସହିତ ମିଶି ସ୍ବାମୀକୁ ମାରିଲା ସ୍ତ୍ରୀ, ସତ ଲୁଚାଇବା ପାଇଁ Sex power ଔଷଧ କାରଣ ବୋଲି କହିଲା

ନୂଆଦିଲ୍ଲୀ: କାନପୁରରେ ଜଣେ ମହିଳା ଏପରି ଅପରାଧ କରିଛନ୍ତି ଯେ ଏହା ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପ୍ରକୃତରେ, ମହିଳା ଜଣକ ପ୍ରଥମେ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା…

ପରମ୍ପରା ରକ୍ଷା ପାଇଁ ନୀରଜ ବି ନେଲେ ଯୌତୁକ, ହେଲେ ହୋଇଗଲେ ୧ ଟଙ୍କାରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ପରିଚୟ ସାଉଁଟିଥିବା ହରିୟାଣାର ଶାନ୍ ନୀରଜ ଚୋପ୍ରାଙ୍କୁ କିଏ ବା ନ ଜାଣେ । ଅଲମ୍ପିକ୍ସରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଏଯାଏଁ ଭୁଲିପାରୁନାହାଁନ୍ତି । ସବୁବେଳେ ନିଜ କ୍ୟାରିୟର୍‌, ଖେଳକୁ ନେଇ…

ବଢିଯିବ ପପକର୍ଣ୍ଣର ଦର, ବୃଦ୍ଧି ପାଇଲା ଜିଏସଟି

ନୂଆଦିଲ୍ଲୀ: ପପକର୍ଣ୍ଣକୁ ପ୍ରାୟତଃ ସମସ୍ତେ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଏପରି ଏକ ଖାଦ୍ୟ ଯାହା ଟାଇମ ପାସ୍ ପାଇଁ କାର୍ଯ୍ୟରେ ଲାଗିଥାଏ। ଘର ବ୍ୟତୀତ ଆମେ ଫିଲ୍ମ ହଲରେ ପପକର୍ଣ୍ଣ ଅଧିକ ଖାଇଥାଉ। ତେବେ ଏହି…

ସ୍ତ୍ରୀକୁ ଗର୍ଭ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ବାମୀର ଜୀବନ, ଘଣ୍ଟାଏ ପରେ ଜନ୍ମ ହେଲା ଛୁଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ସଡକ ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଗଲା । ସ୍ବାମୀର ମୃତ୍ୟୁପରେ ଛୁଆ…

ସୈଫ ଅଲ୍ଲୀ ଖାନ ଆକ୍ରମଣ ମାମଲା: ପୋଲିସକୁ ମିଳିଲା ଛୁରୀର ତୃତୀୟ ଖଣ୍ଡ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ହୋଇଥିବା ମାମଲାରେ ମୁମ୍ବାଇ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ସୈଫଙ୍କୁ ଯେଉଁ ଛୁରୀ ଦ୍ୱାରା ଆକ୍ରମଣ କରାଯାଇଥିଲା, ତାର ତୃତୀୟ ଖଣ୍ଡ ପୋଲିସକୁ ମିଳିଛି।…