Browsing Category
ଦେଶ ବିଦେଶ
ନଦୀରେ ବଡ ଧରଣର ଅଘଟଣ, ଡଙ୍ଗା ବୁଡି 25 ମୃତ 10ରୁ ଅଧିକ ନିଖୋଜ
ନୂଆଦିଲ୍ଲୀ: କଙ୍ଗୋର ମାଇ-ଏନଡୋମ୍ବ ପ୍ରଦେଶର ଫିମି ନଦୀରେ ବୁଡିଲା ଡଙ୍ଗା । କିନସାସାର ଉତ୍ତର-ପୂର୍ବରେ ଅବସ୍ଥିତ ଇନୋଙ୍ଗୋ ସହର ନିକଟରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଏହି ଘଟଣାରେ 25ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…
(Video) ଆରବ ସାଗରରେ ବୁଡିଲା ବୋଟ, ୩ ମୃତ, ଅନେକ ନିଖୋଜ
ମୁମ୍ବାଇ- ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା । ଦୁର୍ଘଟଣା ଖବର ମିଳିବା ପରେ କୋଷ୍ଟ…
ଅମିତ ଶାହାଙ୍କୁ ବହିଷ୍କାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ
ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ସେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହକୁ ବରଖାସ୍ତ କରନ୍ତୁ । ପାର୍ଟୀ…
ନିଜ Promise ଭାଙ୍ଗିଦେଲେ ରବିଚନ୍ଦ୍ରନ ଅଶ୍ୱୀନ? ପୂର୍ବ କ୍ରିକେଟରଙ୍କୁ ଦେଲେ ଏମିତି ସମ୍ମାନ
ଓଡ଼ିଶା ଭାସ୍କର: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପରେ ଅଚାନକ କ୍ରିକେଟରୁ ଅବସର ଘୋଷଣା…
ସକାଳ ୫ରୁ ଉଠିବା କି ବହି ପଢିବା ନୁହେଁ ସଫଳତାର ଚାବିକାଠି: ଅମନ
ନୂଆଦିଲ୍ଲୀ- ଲୋକ କୁହନ୍ତି ଟଙ୍କା କମାଇବା ସହଜ କଥା ନୁହେଁ । ଏଥିପାଇଁ ବହୁ ପରିଶ୍ରମ କରିବାକୁ ହୋଇଥାଏ । ଦିନ ରାତି କଠିନ ପରିଶ୍ରମ କରିବାକୁ ହୁଏ । ସକାଳ ୫ଟାରୁ ଉଠି କାମରେ ବାହାରି ଯିବାକୁ ହୁଏ । ହେଲେ ମାତ୍ର ୨୦…
(Video) ୫ ଦଳିତ ପିଲାଙ୍କୁ ଗୋଗଚ୍ଛ ମାଡ, କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ
ଜବଲପୁର- ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଧ୍ୟପ୍ରଦେଶର ଏକ ଭିଡିଓ । ଭିଡିଓରେ ଗାଁ ଦାଣ୍ଡରେ ଛୋଟ ଛୋଟ ୪-୫ ଜଣ ପିଲାଙ୍କୁ ଦୌଡିରେ ବାନ୍ଧି ବାଡେଇବାର ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଦୃଶ୍ୟ ଯିଏ ଦେଖିବ ଏ…
Union Budget 2025: ଶନିବାର ଦିନ ପଡୁଛି ବଜେଟ୍, ଖୋଲା ନା ବନ୍ଦ ରହିବ ଭାରତୀୟ ଷ୍ଟକ ବଜାର
ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ୍ ୨୦୨୫ ଶନିବାର ଉପସ୍ଥାପିତ ହେବାକୁ ଥିବା ବେଳେ ଏହି ଦିନକୁ ନେଇ ବଡ଼ ଖବର ଆସିଛି। ଚଳିତ ବର୍ଷ ଫେବ୍ରୁଆରି ୧ ତାରିଖ ଶନିବାର ଭାରତର ଷ୍ଟକ ବଜାର ଖୋଲା ରହିବ। ମିଳିଥିବା ସୂଚନା ଅନୁଯାୟୀ,…
ବୟସ୍କଙ୍କ ଚିକିତ୍ସାକୁ ନେଇ ରହିବନି ଚିନ୍ତା, ଲାଗୁହେବ ସଞ୍ଜିବନୀ ଯୋଜନା, ମିଳିବ ମାଗଣା ସ୍ୱାସ୍ଥ୍ୟସେବା
ନୂଆଦିଲ୍ଲୀ- ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଚିକିତ୍ସା । ବୟସ୍କଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ସଞ୍ଜିବନୀ ଯୋଜନା । ଏଥିନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଆଉ କ୍ୟାନ୍ସରରେ ଯିବନି ଜୀବନ! ବାହାରିଲା ଭ୍ୟାକ୍ସିନ, 2025ରୁ ମାଗଣାରେ ମିଳିବ
ନୂଆଦିଲ୍ଲୀ: ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ କ୍ୟାନ୍ସରରେ ମରିବେନି ଲୋକେ । ବାହାରିଲା ଟିକା । କ୍ୟାନ୍ସର ଟିକା ବିକଶିତ ନେଇ ଘୋଷଣା କରିଛି ଋଷ । ଏହା 2025 ମସିହାରେ ସମସ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ…
ଇନ୍ଦ୍ରଧନୁର ସାତଟି ରଙ୍ଗ… କିନ୍ତୁ କାହିଁକି ନାହିଁ କଳା କି ଧଳା ରଙ୍ଗ? ଜାଣନ୍ତୁ ଏହାର କାରଣ
ଓଡ଼ିଶା ଭାସ୍କର: ସାଧାରଣତଃ ବର୍ଷା ସମୟରେ ସାତରଙ୍ଗୀ ଇନ୍ଦ୍ରଧନୁ ଦେଖିବାକୁ ମଳିଥାଏ । ବର୍ଷାପରେ ବାୟୁରେ ଥିବା ପାଣି ଖରାର ସଂଯୋଗରେ ଆସିଲେ ଇନ୍ଦ୍ରଧନୁ ଦେଖିବାକୁ ମିଳିଥାଏ । ଇନ୍ଦ୍ରଧନୁରେ ଥିବା ସାତୋଟି ରଙ୍ଗରେ…