Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ଏଣିକି ୟୁକ୍ରେନକୁ ଡାକ୍ତରୀ ପଢ଼ିବାକୁ ଯିବେ ନାହିଁ ଭାରତୀୟ ଛାତ୍ର, ମେଡିକାଲ କଲେଜ ସ୍ଥାପନ ନେଇ ମୋଦୀଙ୍କ ସହ ଆଲୋଚନା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଘମାଘୋଟ ଲଢ଼େଇରେ ଫସିଛନ୍ତି ୧୮ ହଜାର ଭାରତୀୟ ଛାତ୍ର । ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜଣେ ଭାରତୀୟ ଛାତ୍ର ରକେଟ ମାଡ଼ରେ…

ରୁଷିଆ କବଜାରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ: ୟୁକ୍ରେନ କଲା ଏପରି ଦାବି

କିଭ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି । ଏହାରି ମଧ୍ୟରେ ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇଛି ରୁଷ ।…

ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ: କେମିତି ସୁଝିବେ ୩୦ରୁ ୫୦ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ବିଶ୍ୱବାସୀଙ୍କ ସମ୍ମୁଖରେ ଏକ ଶନିଦଶା ଭାବେ ଠିଆ ହୋଇଛି । ତେବେ ବର୍ତ୍ତମାନଠାରୁ ଖାଇବା ତେଲ, ପେଟ୍ରୋଲ, ଡିଜେଲର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଲାଣି । ଏହି ଭୟଙ୍କର ଯୁଦ୍ଧର…

ତାଇଓ୍ଵାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ, କ୍ଵାଡର ଘୋଷଣା- ୟୁକ୍ରେନ ପରି ଅବସ୍ଥା ହେବାକୁ ଦେବୁନି

ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଧ୍ଵସ୍ତବିଧ୍ଵସ୍ତ ୟୁକ୍ରେନର ଅନେକ ସହର। ଦେଶରେ ଚାରିଆଡେ ହାହାକାର ପରିସ୍ଥିତି। ଅନ୍ୟପଟେ ତାଇଓ୍ଵାନ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଚୀନ। ତେବେ ତାଇଓ୍ଵାନକୁ ୟୁକ୍ରେନ ପରି ଅବସ୍ଥା…

ୟୁକ୍ରେନ-ରୁଷିଆ ଯୁଦ୍ଧରେ ଥରୁଛନ୍ତି ବିଶ୍ୱବାସୀ: କିନ୍ତୁ ଏହି ୬ ଜଣ ଲୋକ ଏ ବିଷୟରେ କିଛି ଜାଣିନାହାନ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱ ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଆଶଙ୍କା ମଧ୍ୟରେ ରହିଛି । ଆଜି ଯୁଦ୍ଧ ନବମ ଦିନରେ ପହଞ୍ଚିଥିବା ବେଳେ ପରମାଣୁ ଯୁଦ୍ଧର ସମ୍ଭାବନାକୁ ନେଇ ସମସ୍ତ ଦେଶ…

ୟୁକ୍ରେନକୁ କବଜା କରିବା ପରେ ହଟିବେ ଜେଲେନସ୍କି, ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଦେବେ ପୁଟିନ

ନୂଆଦିଲ୍ଲୀ: ଆଜି ନବମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଲଢ଼େଇ । ତେବେ ଇତିମଧ୍ୟରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଛି ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା । ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର…

ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ଆମେରିକାର ପରାମର୍ଶ, ସେପଟେ ଫେରିଲେ ଆଉ ୪୨୦ ଭାରତୀୟ

ନୂଆଦିଲ୍ଲୀ: ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ…

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ରୁଷର ଆକ୍ରମଣ: ହୋଇପାରେ Chernobylରୁ ୧୦ ଗୁଣା ବଡ଼ ଅଘଟଣ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୯ମ ଦିନ । ଏବେ ଅବସ୍ଥା ଅଧିକ ବିଗିଡ଼ିଯାଇଛି । ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି ।…

କ୍ୱାଡକୁ ଏହାର ମୂଳ ଲକ୍ଷ୍ୟ ଧରି ରଖିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗିରହିଛି ଯୁଦ୍ଧ ବିଭୀଷିକା । ଯୁଦ୍ଧକୁ ନେଇ ଅନେକ ଦେଶ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏମିତିକି ଜାତିସଂଘରେ ମଧ୍ୟ ଋଷ ଯୁଦ୍ଧ ବନ୍ଦ କରିବାକୁ ଅଧିକାଂଶ ଦେଶ ସମର୍ଥନ…