fbpx
Browsing Category

ଦେଶ

ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି

ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ…

ଭାରତର ରହିବ କି ନିଜସ୍ୱ chatgpt ? ବଡ଼ ଦାବି କଲେ ଅଶ୍ୱିନୀ ବୈଷ୍ଣବ; କିଛି ସପ୍ତାହ ମଧ୍ୟରେ କରାଯିବ ଘୋଷଣା

ନୂଆଦିଲ୍ଲୀ: ଚାଟ୍ ଜିପିଟିର ନିଜସ୍ୱ ସଂସ୍କରଣ ଲଞ୍ଚ କରିବାକୁ ଯାଉଛନ୍ତି ଭାରତ ସରକାର। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତବ୍ୟ ପରେ ଏହି କଳ୍ପନା କରାଯାଉଛି। ଏକ କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା କି…

ରାହୁଲ ଗାନ୍ଧିଙ୍କ ପରେ ୧୬ କଂଗ୍ରେସ କର୍ମୀ ସସପେଣ୍ଡ: ଜଣକ ବ୍ୟତୀତ ସମସ୍ତ ବିଧାୟକଙ୍କୁ ନିଲମ୍ବନ

ନୂଆଦିଲ୍ଲୀ: ଜେଲ ଦାଣ୍ଡାଦେଶ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବର୍ତ୍ତମାନ ରାଜନୀତି ମାହୋଲ ସରଗରମ ରହିଛି । ଏହା ଭିତରେ ପୁଣିଥରେ କଂଗ୍ରେସର ଆଉ କିଛି ନେତାଙ୍କ ଉପରେ…

ବିବାହରେ ଭଣଜାକୁ ଉପହାର ଦେଲେ ମାମୁଁ ; ୨.୨୧ କୋଟି ନଗଦ କ୍ୟାସ୍‌, କେଜିଏ ସୁନା ଓ ୧୪ କିଲୋ ଚାନ୍ଦି… ୧୦୦ ବିଗା ଜମି

ନୂଆଦିଲ୍ଲୀ : ବିବାହ ଓ ବ୍ରତଘର ଆଦିରେ ମାମୁଁ ଭଣଜାକୁ ଉପହାର ଦେବାର ପରମ୍ପରା ରହିଛି । ନିଜ ନିଜ ବଳକୁ ଚାହିଁ ମାମୁଁ ଉପହାର ଦେଇଥାଏ । କେହି କେହି ସୁନା, ଚାନ୍ଦି ଅଳଙ୍କାର , ତ ଅନ୍ୟ କେହି ପୋଷାକ ଉପହାର ସ୍ୱରୂପ…

ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…

ଫ୍ରିଜ୍ କଟ କଟ ଶବ୍ଦ କରୁଛି କି ? କ’ଣ ହୋଇପାରେ କାରଣ, ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କିଛି…

ନୂଆଦିଲ୍ଲୀ : ପ୍ରାୟ ସମସ୍ତ ଘରେ ରେଫ୍ରିଜରେଟର ବା ଫ୍ରିଜ୍ ବ୍ୟବହୃତ ହୁଏ । ବିଶେଷକରି ସହରଗୁଡିକରେ ଆପଣ ଏହାକୁ ଘରର ରୋଷେଇ ଘରେ ସହଜରେ ଦେଖିପାରିବେ । ଫ୍ରିଜ୍ ଆମର ଖାଦ୍ୟ ପଦାର୍ଥକୁ ବ୍ୟାକ୍ଟେରିଆ ଠାରୁ ଦୀର୍ଘ ସମୟ…

କ’ଣ ଆପଣଙ୍କ ଗୃହପାଳିତ ପଶୁ ଅସୁସ୍ଥ ଅଛି? ଏହି ସାମାନ୍ୟ ସଂକେତରୁ ରୋଗ ଚିହ୍ନଟ ସହ କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କ ପଶୁ ପ୍ରତି ଭଲପାଇବା ବହୁତ ବଢ଼ିବାରେ ଲାଗିଛି। ପଶୁମାନଙ୍କ ପ୍ରତି ଏହି ବଢୁଥିବା ପ୍ରେମ ହେତୁ ଆଜିକାଲି ଲୋକଙ୍କ ମଧ୍ୟରେ ଗୃହପାଳିତ ପଶୁ ରଖିବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି।…

ବିରାଟ କୋହଲିଙ୍କ ‘ନାଟୁ ନାଟୁ’ ଡ୍ୟାନ୍ସରେ ଅନୁଷ୍କା ବଜାଇଲେ ତାଳି, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ବହୁତ ଲୋକପ୍ରିୟ ଦମ୍ପତି। ଉଭୟ ପ୍ରାୟତଃ ପରସ୍ପରକୁ ସମର୍ଥନ କରୁଥିବା ଦେଖାଯାଏ। ଏଥି ସହିତ ଅନୁଷ୍କା ଶର୍ମା ନିଜକୁ…

(Video)ରଖିଲେ ଶିବ ମାରେ କିଏ! ଭାଗ୍ୟ ଏହାକୁ କୁହନ୍ତି, ଦେଖନ୍ତୁ କିଭଳି ମୁତ୍ୟୁ ମୁଖରୁ ଫେରିଆସିଲା ପିଲାଟିର ଜୀବନ

ନୂଆଦିଲ୍ଲୀ:ପ୍ରତି ଦିନ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ । ଏହା ଭିତରେ କିଛି ଭିଡିଓ ଏପରି ଅଛି ଯାହା ଆପଣଙ୍କୁ ବହୁତ ଖୁସି କରୁଥିବ । ଆଉ କିଛି ଏଭଳି ଅଛି ଯାହାକୁ ଦେଖି ଆପଣ ଭାବୁ ଥିବେ ଏହା କିଭଳି…

ଚାରି ପିଲାଙ୍କ ସହ କୂଅକୁ ଡେଇଁଲା ମା’, ଡର ମାଡିବାରୁ ନିଜେ ବାହାରି ଆସିଲା , ହେଲେ କ’ଣ ହେଲା ଛୁଆଙ୍କ ଅବସ୍ଥା…..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ପାରିବାରିକ କଳହ ପରେ ୩୦ ବର୍ଷ ବୟସ୍କା ମହିଳା ଚାରି ପିଲାଙ୍କ ସହ କୂଅକୁ ଡେଇଁପଡିଥିଲେ। ସେ କୂଅ ଭିତରକୁ ଡେଇଁବା…