Browsing Category
ଦେଶ
ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ ଦେବାକୁ ପ୍ରସ୍ତାବ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ
କୋଲକାତା: ଭିନେଶ ଫୋଗାଟଙ୍କୁ ଇଣ୍ଡିଆ ରତ୍ନ କିମ୍ବା ରାଜ୍ୟସଭା ଆସନ ପାଇଁ ମନୋନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ । ଏକ୍ସ ରେ ଏକ ପୋଷ୍ଟରେ ଅଭିଷେକ କହିଛନ୍ତି, ସରକାର ଏବଂ…
କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ କଳାର ଦିନ; ଅଲିମ୍ପିକ୍ ହେଉ କି କ୍ରିକେଟ୍ ସବୁଠି ହାର୍ ମାନୁଛି ଭାରତ, ଶେଷରେ ଶ୍ରୀଲଙ୍କାଠୁ ବି ହାରିଲା
ନୂଆଦିଲ୍ଲୀ: ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରେ ଶ୍ରୀଲଙ୍କା ଭାରତକୁ ୧୧୦ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ସିରିଜ୍ କୁ ୨-୦ରେ ଦଖଲ କରିନେଇଛି। ଦ୍ବିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା…
ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ଟି ରାଜ୍ୟରେ ୧୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ସେପଟେମ୍ବର ୩ରେ ୧୨ଟି ଆସନ ପାଇଁ ଉପନିର୍ବାଚନ…
Disqualify ହେବା ପରେ ହସ୍ପିଟାଲରୁ ଭିନେଶଙ୍କ ପ୍ରଥମ ଫଟୋ, ସାମ୍ନାକୁ ଆସିଲା ପିଟି ଉଷାଙ୍କ ବୟାନ
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସରେ ମେଡାଲ ଜିତିବାର ସ୍ୱପ୍ନ ଚୁରମାର ହୋଇଗଲା । ଫାଇନାଲ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଭାରତକୁ ଶକ୍ତ ଝଟକା ଦେଇଛି । ଭିନେଶଙ୍କ ଓଜନ…
Video; ୩ବର୍ଷ ଧରି ଝିଅକୁ ଟିଟିକାରି ମାରୁଥିଲେ ପଡ଼ୋଶୀ; ଢୋଲ ବାଡ଼େଇ କହିଲେ ମହିଳା- ‘ମୋ ଝିଅ ଫାର୍ଷ୍ଟ ହେଇଛି…’
ଓଡ଼ିଶା ଭାସ୍କର: ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ହେଲେ ଏମିତି କିଛି ଭିଡିଓ ଥାଏ ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଉ ଅଧିକ ଦିନ ଧରି ଲୋକ ମାନେ ବାରମ୍ୱାର ଦେଖିଥାନ୍ତି । ସେମିତି ଏକ ଭିଡିଓ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା… ୫୦୦ ଟଙ୍କାରେ LPG ସିଲିଣ୍ଡର ପାଇବେ ଗ୍ରାହକ: କାହାକୁ ମିଳିବ ସୁବିଧା?
ନୂଆଦିଲ୍ଲୀ: ଦିନକୁ ଦିନ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅତ୍ୟାବଶ୍ୟକ ସାମଗ୍ରୀରେ ଦରଦାମ୍ ବୃଦ୍ଧି ଖାଉଟିଙ୍କ ପାଇଁ ଅଡ଼ୁଆ ସାଜିଛି । ତେବେ ଏହାଭିତରେ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍…
ଭିନେଶ କେବେ ହାର ମାନିବେନି…, ସାରା ଦେଶ ତୁମ ସାଥିରେ ଅଛି, ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖିଲେ ରହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏହା ଭାରତ ସହ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ସ୍ୱର୍ଣ୍ଣ ପଦକ ଜିତିବା…
ବାଂଲାଦେଶର ସିଜଲିଂ ଆକ୍ଟ୍ରେସ, ନିଜର ଚାହାଣୀରେ ସେମାନେ ଲେଖୁଛନ୍ତି କାହାଣୀ, ବଲିଉଡର ବୁଲବୁଲମାନେ ମଧ୍ୟ ତାଙ୍କ ପଛରେ ପଡି ଯାଆନ୍ତି,…
ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀମାନେ ସାରା ବିଶ୍ୱରେ ଲୋକପ୍ରିୟ ଅଟନ୍ତି । ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କିମ୍ବା ପ୍ରିୟଙ୍କା ଚୋପ୍ରା, ଏମାନଙ୍କ ଦବଦବା ସାରା ବିଶ୍ୱରେ ରହିଛି । ମାତ୍ର ଏମିତି କେତେ…
ସ୍ୱାତୀ ମାଲିୱାଲ ମାମଲାରେ ବଡ଼ ଖୁଲାସା, ଆକ୍ରମଣ ପରେ ଅଭିଯୁକ୍ତ ବିଭବଙ୍କ ସହ ଥିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାମ ନେଉନି । ପ୍ରଥମେ ମଦ ଦୁର୍ନୀତି ମାମଲାରେ ସେ ମାର୍ଚ୍ଚରୁ ତିହାର ଜେଲରେ ଅଛନ୍ତି । ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହାପରେ…
ଦେଶରେ ରହିଛନ୍ତି ୧୫ କୋଟି ମାନସିକ ରୋଗୀ, ସରକାର ନେଉଛନ୍ତି ଲଗାତାର ପଦକ୍ଷେପ, ସମୁଦ୍ରକୁ ଶଙ୍ଖେ ଭଳି ଅଛି ମାତ୍ର ୪୭ ଡାକ୍ତରଖାନା
ଓଡିଶା ଭାସ୍କର: ଭାରତରେ ମାନସିକ ରୋଗର ସ୍ଥିତି ବେଶ୍ ଚିନ୍ତାଚନକ । ସରକାରୀ ରିପୋର୍ଟ ଅନୁସାରେ, ପ୍ରତି ୭ ଜଣଙ୍କ ମଧ୍ୟରେ ଜଣେ ଲୋକ କୌଣସି ନା କୌଣସି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଏହାର…