Browsing Category

ଦେଶ

Tubeless ନା Tube? ବାଇକରେ କେଉଁ ଟାୟାର ଲଗାଇଲେ ମିଳିବ ସବୁଠାରୁ ଅଧିକ ମାଇଲେଜ

ଓଡ଼ିଶା ଭାସ୍କର: ସାଧାରଣତଃ ଟ୍ୟୁବଲେସ ବାଇକ ଟାୟାର ଟ୍ୟୁବ ଯୁକ୍ତ ଠାରୁ ଅଧିକ ମହଙ୍ଗା ହୋଇଥାଏ । ଏହା ପଛରେ କିଛି କାରଣ ରହିଛି, ଯେପରି-ଟ୍ୟୁବଲେସ ଟାୟାର ନିର୍ମାଣ ପ୍ରକ୍ରିୟା ଏବଂ ଟେକନିକ ଜଟିଳତା ଅଧିକ ହୋଇଥାଏ ।…

‘ମହିଳାଙ୍କୁ ହାତ ଉଠାଇବା ସମୟରେ ଖରାପ ଲାଗିଲାନି’, ଶୁଣାଣି ସମୟରେ ବିଭବ କୁମାରଙ୍କୁ SCଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ କରିବା ଅଭିଯୋଗରେ ବିଭବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଲା ନାହିଁ । ଏହି ମାମଲାର ଆଗାମୀ ଶୁଣାଣି…

ସାଇବର ଆଟାକର ପରେ ଭାରତରେ ୩୦୦ରୁ ଅଧିକ ବ୍ୟାଙ୍କର କାମ ଠପ୍ , UPI-ATM ସେବା ପ୍ରଭାବିତ

ଟେକ୍ନୋଲୋଜି ସେବା ପ୍ରଦାନକାରୀ ସି-ଏଜ୍ ଟେକ୍ନୋଲୋଜି ଉପରେ ସାଇବର ଆଟାକ ବା ଆକ୍ରମଣ ହୋଇଛି । ଏହି କାରଣରୁ, ଦେଶର ପ୍ରାୟ ୩୦୦ଟି ଛୋଟ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ସ୍ଥଗିତ…

(Video) ୱାୟନାଡ଼ ଭୂସ୍ଖଳନ: ମୃତ ଶରୀରକୁ ନେବା ପାଇଁ ରାସ୍ତାରେ ଆମ୍ବୁଲାନ୍ସର ଲମ୍ବା ଲାଇନ, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ନୂଆଦିଲ୍ଲୀ: ୱାୟନାଡ଼ ଭୂସ୍ଖଳନରେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଲଗାତାର ଦୁଇ ୨ ଦିନ ହେଲାଣି ସେନା, ଏନଡିଆରଏଫ ଟିମ ଏବଂ ଏସଡିଆରଏଫ ଉଦ୍ଧାରକାରୀ ଦଳ ରିଲିଫ ଏବଂ ଉଦ୍ଧାରକାର୍ଯ୍ୟରେ ଲିପ୍ତ ଅଛନ୍ତି । ଏହାରି…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: SC-ST ଶ୍ରେଣୀଙ୍କୁ ରାଜ୍ୟମାନେ ଉପ-ବର୍ଗୀକୃତ କରିପାରିବେ

ନୂଆଦିଲ୍ଲୀ: ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି)ଙ୍କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏସସି-ଏସଟି ଶ୍ରେଣୀଙ୍କୁ ରାଜ୍ୟମାନେ ଉପ-ବର୍ଗୀକୃତ କରିପାରିବେ । ୭ ଜଣ ବିଚାରପତିଙ୍କୁ ନେଇ…

ଜନ୍ମନେଲା ଏକ ବିଚିତ୍ର ଶିଶୁ! ନବଜାତର ଚେହେରା ଅବିକଳ ଏଲିୟନ୍ ପରି, ଛୁଆକୁ ଦେଖିବାକୁ ହସ୍ପିଟାଲରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଆଖପାଖରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଶିଶୁ ଜନ୍ମ ନେଇଥାନ୍ତି । ଅନେକ ସମୟରେ କିଛି ଶିଶୁଙ୍କର ଜନ୍ମ ସମୟରୁ ୩/୪ଟି ହାତ ଓ ୩/୪ଟି ଗୋଡ଼ ରହିଥିବା ଦେଖାଯାଇଥଏ । ଏପରିକି କିଛି ଶିଶୁ ୨ଟି…

Flipkart ର ଆରମ୍ଭ ହେଲା ପାଞ୍ଚ ଦିନିଆ ନୂଆ ସେଲ, ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମିଳିବ ବମ୍ପର ଡିସକାଉଣ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆସିବା ମାତ୍ରେ ସମସ୍ତ ଉତ୍ସବ ଆରମ୍ଭ ହୋଇଯାଏ । ଏଥିସହ ଭାରତର ସପିଂଗ ପ୍ଲାଟଫମର୍ସ ଉପରେ ସେଲ ମଧ୍ୟ ଆରମ୍ଭ ହୋଇଯାଏ । ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର…

(Video) ନୂଆ ସଂସଦ ଭବନରେ ଲିକେଜ୍! ଛାତରୁ ଗଳୁଛି ପାଣି, ସମାଲୋଚନା କଲେ ବିରୋଧୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଛାତରେ ଲିକେଜ୍ ହୋଇ ପାଣି ଗଳୁଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁର ବିରୁଧୁନଗର ଲୋକସଭା ଆସନର କଂଗ୍ରେସ ସାଂସଦ ମଣିକମ ଟ୍ୟଶଗୋର ଏହି…

ୱାୟନାଡର ସବୁଆଡ଼େ ଖାଲି ବିନାଶର ଦୃଶ୍ୟ! ୨୫୪ ଜଣ ମୃତ ଓ ୩୦୦ରୁ ଅଧିକ ନିଖୋଜ, ଏହି ଫଟୋଗୁଡ଼ିକୁ ଦେଖିଲେ ହୃଦୟ ସହି ପାରୁନି

ନୂଆଦିଲ୍ଲୀ: ପ୍ରକୃତିର ଶକ୍ତି ଆଗରେ ମଣିଷ ଯେ ନଗଣ୍ୟ ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଭୀଷଣ ବର୍ଷା କାରଣରୁ କେରଳର ୱାୟନାଡରେ ସୃଷ୍ଟି ହୋଇଥିବା ଭୟଙ୍କର ଭୂସ୍ଖଳନର ବିପଦ ଏବେ ବି ହଟିନାହିଁ । ଏହା ମଧ୍ୟରେ ୨୫୪…

ପିଲା ଉପରେ ଜେଜେ-ଜେଜେମା’ଙ୍କର ଅଧିକାର ପିତାମାତାଙ୍କଠାରୁ କମ୍ ନୁହେଁ, ମା’ ପ୍ରତିଦିନ ଭିଡିଓ କଲରେ ପିଲାଙ୍କ ସହ କରାଇବେ କଥା : ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିଜର ଏକ ଆଦେଶରେ କହିଛନ୍ତି ଯେ, ପିତାମାତା କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ପରି ନାତି କିମ୍ବା ନାତୁଣୀଙ୍କ ଉପରେ ଜେଜେବାପାଙ୍କର ସମାନ ଅଧିକାର ରହିଛି । ଭିଡିଓ କଲରେ ଜଣେ ମହିଳା ତାଙ୍କ…