Browsing Category

ଦେଶ

Olympics 2024: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଭାରତ, ଦମଦାର ପ୍ରଦର୍ଶନ କରି ହୃଦୟ ଜିତିଲେ ମହିଳା; ନିରାଶ ହେଲେ ଦୀପିକା କୁମାରୀ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ (Archery) ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ…

ରାଷ୍ଟ୍ରପତି ଭବନକୁ ମିଳିଳା ନୂତନ ପରିଚୟ, ବଦଳିଲା ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ର ନାଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ ନାଁରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦରବାର ହଲ୍ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍ ‘ଅଶୋକ ମଣ୍ଡପ’ ନାଁରେ ପରିଚିତ ହେବ । ଆଜି ରାଷ୍ଟ୍ରପତି…

ଲଗାତାର ଚତୁର୍ଥ ଦିନ ହ୍ରାସହେବା ପରେ ବନ୍ଦ ହେଲା ଷ୍ଟକ୍ ବଜାର; ଆକ୍ସିସ୍ ବ୍ୟାଙ୍କ ରେଜେଲ୍ଟ୍ ପାଇଁ ନିଫ୍ଟି ବ୍ୟାଙ୍କ ବି ହ୍ରାସ

ମୁମ୍ୱାଇ: ବଜେଟ୍ ଉପସ୍ଥାପିତ ହେବା ପରଠାରୁ ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଥିବା ଗୁରୁବାର କାରବାର ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଜିର ଅଧିବେଶନରେ ନିମ୍ନ ସ୍ତରରୁ ବଜାରରେ ସୁଧାର ଦେଖିବାକୁ…

(Video) ଅଟଳ ସେତୁ ମଝିରେ ଛିଡା କଲେ କାର, ମାତ୍ର ୧୦ ସେକେଣ୍ଡରେ ସମୁଦ୍ରକୁ ଡେଇଁଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ମୁମ୍ବାଇରେ ଅଟଳ ସେତୁର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜଣେ ବ୍ୟକ୍ତି ସମୁଦ୍ରରେ ନିର୍ମାଣ ହୋଇଥିବା ବ୍ରିଜର ରେଲିଙ୍ଗ ଉପରେ ଚଢି ତଳକୁ ଡିଆଁ ମାରିଦେଲେ । ଏହି ଘଟଣାର ସିସିଟିଭି…

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୮ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଯାଇଛି । ସେପର୍ଯ୍ୟନ୍ତ ସେ ତିହାର ଜେଲରେ ରହିବେ । ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି…

ଦିଲ୍ଲୀ ନିକଟରେ ଘଣ୍ଟାକରେ ୨ଥର ଆସିଲା ଭୂକମ୍ପ, ଫରିଦାବାଦରେ ଥିଲା କେନ୍ଦ୍ର; ଜାଣନ୍ତୁ ତୀବ୍ରତା କେତେ

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀ ନିକଟ ଫରିଦାବାଦରେ ୨ଥର ଭୂକମ୍ପ ଘଟିଛି । ଘଣ୍ଟାରେ ଦୁଇଥର ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି । ଉଭୟ ଥର ସମାନ ତୀବ୍ରତାର ଭୂକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ତୀବ୍ରତା…

ମନାଲି ନିକଟରେ ବାଦଲ ଫାଟିବାରୁ ପ୍ରଳୟ, ଦେଖନ୍ତୁ ‘ପଥର ବନ୍ୟା’ର ଭୟଙ୍କର Video

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ମନାଲି ନିକଟରେ ବାଦଲ ଫାଟିବାରୁ ବ୍ୟାପକ ବିପର୍ଯ୍ୟୟ ହୋଇଛି । ମନାଲି-ଲେହ ରାଜପଥରେ ଅବସ୍ଥିତ ପାଲଚାନ ନିକଟରେ ଥିବା ଅଞ୍ଜାନି ମହାଦେବ ନାଲା ମଧ୍ୟରାତ୍ରିରେ ବାଦଲ…

ଦୁନିଆର ଏହି ଗୋଟିଏ ମନ୍ଦିରରେ ଏକା ବସିଛନ୍ତି ଶିବ, ୫୩୦୦ ବର୍ଷ ହେଲାଣି ବାହାରେ ଆପେକ୍ଷା କରିଛନ୍ତି ମାଆ ପାର୍ବତୀ

ନୂଆଦିଲ୍ଲୀ: ଭଗବାନ ଶିବଙ୍କର ପ୍ରିୟ ମାସ, ଶ୍ରାବଣ ମାସ । ଯଦି ଆପଣ ଭଗବାନ ଶିବଙ୍କର ଯେକୌଣସି ମନ୍ଦିର ଯିବେ ସେଠାରେ ଆପଣ ଗର୍ଭଗୃହରେ ଶିବଲିଙ୍ଗ ପାଖରେ ନନ୍ଦୀ, ପାର୍ବତୀ, ଗଣେଶ ଏବଂ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ…

ଏଣିକି ଛୋଟ ପିଲା ବି ବ୍ୟବହାର କରିପାରିବେ Apple ୱାଚ, କମ୍ପାନୀ ଲଞ୍ଚ କଲା ନୂଆ ଫିଚର

ନୂଆଦିଲ୍ଲୀ: ଆପଲ ଛୋଟ ପିଲାଙ୍କ ପାଇଁ ଏକ ନୂଆ ଫିଚର ଭାରତରେ ଲଞ୍ଚ କରିଛି । ଫିଚରର ନାମ ହେଉଛି 'Apple Watch For Your Kids'। ଏହି ଫିଚର ଆପଲ ୱାଚରେ ମିଳିବ, ଯେଉଁଠାରେ ମାଆ-ବାପା ୱାଚକୁ ସେଟ କରି ଶିଶୁଙ୍କୁ…

ବଢିପାରେ ରାହୁଲ ଗାନ୍ଧୀଙ୍କ ଅସୁବିଧା, ବଜେଟ ଅଧିବେଶନ ମଧ୍ୟରେ ଅଚାନକ କାହିଁକି ଯାଉଛନ୍ତି ସୁଲତାନପୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ସଂସଦ ବଜେଟ ଅଧିବେଶନ ମଧ୍ୟରେ ଅଚାନକ ୨୬ ଜୁଲାଇରେ ସୁଲତାନପୁର ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କୁ ସୁଲତାନପୁର ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କୁ…