Browsing Category

ଦେଶ

Microsoft ସଂକଟରେ ସାରା ଦୁନିଆ: ଶହ ଶହ ବିମାନ ରଦ୍ଦ କଲା ‘Indigo’… ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ‘Microsoft’ର ସଂକଟରେ ଏବେ ସାରା ଦୁନିଆ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏହାର ପ୍ରଭାବରେ ଭାରତୀୟ ଏୟାରଲାଇନ୍ସ ‘Indigo’ ଦେଶରେ ନିଜର ପ୍ରାୟ ୨୦୦ ବିମାନ ରଦ୍ଦ କରିଛି । ଗ୍ଲୋବାଲ ସିଷ୍ଟମ ଏହାର…

ପାକିସ୍ତାନରେ ରହିବାକୁ ‘ନା’ କହୁଛନ୍ତି ଲୋକେ, ପ୍ରତିବର୍ଷ ଦେଶ ଛାଡୁଛନ୍ତି ଏତିକି ଲୋକ, ପଢନ୍ତୁ ଏ ରିପୋର୍ଟ…..

ଓଡିଶା ଭାସ୍କର: ପାକିସ୍ତାନରେ ଅନିଶ୍ଚିତ ଆର୍ଥିକ ସ୍ଥିତି, ମୁଦ୍ରାସ୍ଫତିର ଅଭିବୃଦ୍ଧି ତଥା ରାଜନୈତିକ ଅସ୍ଥିରତା ଲାଗି ରହିଛି । ଯାହାକୁ ନେଇ ବ୍ୟସ୍ତତା ମଧ୍ୟରେ ସେଠାକାର ଲୋକେ କାଳ କାଟୁଛନ୍ତି । ଫଳରେ ଲୋକ ବାଧ୍ୟ…

ମାଇକ୍ରୋସଫ୍ଟକୁ ୨୩ ବିଲିୟନ ଡଲାର କ୍ଷତି, ଲାଗିଲା ବଡ ଝଟକା, ବିଶ୍ୱର ବିଭିନ୍ନ କମ୍ପାନୀ ଉପରେ ପଡିଲା ଆଇଟି ଆଉଟରେଜର ପ୍ରଭାବ

ଓଡିଶା ଭାସ୍କର: ଆଇଟିର ହିରୋ କୁହାଯାଉଥିବା ମାଇକ୍ରୋସଫ୍ଟକୁ ଆଇଟି ସିଷ୍ଟମ କ୍ରେଶ କାରଣରୁ ଏକ ବଡ ଅସୁବିଧାର ସାମ୍ନା କରିବାକୁ ପଡିଛି । ଫଳରେ ତାହାର ସେୟାର ପ୍ରାୟ ୦.୭୧ ପ୍ରତିଶତ କମିଛି । ଏହି କ୍ରେଶ କାରଣରୁ…

କୋହଲି- ଗମ୍ଭୀର ବିବାଦରେ ପୂର୍ଣ୍ଣଛେଦ! ଏବେ ଭାରତୀୟ ଦଳରେ ଜଣେ କୋଚ, ଅନ୍ୟ ଜଣେ ମହାନ ଖେଳାଳି, ବିସିସିଆଇକୁ କୋହଲିଙ୍କ ଚିଠି

ଓଡିଶା ଭାସ୍କର: ବିରାଟ କୋହଲି ଗମ୍ଭୀରଙ୍କ ସହ ହୋଇଥିବା ପୁରୁଣା ବିବାଦକୁ ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି । କାରଣ ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ସେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକାଳ ସେ…

(video): ଜନ୍ମ ହେଉଣୁ ଛୁଆ ପାଖରେ ଅଛି ୩୨ ଦାନ୍ତ, ଲୋକେ କରୁଛନ୍ତି ପ୍ରଶଂସା, ତେବେ କେମିତି ସମ୍ଭବ!

ଓଡିଶା ଭାସ୍କର: ସାଧାରଣ ଭାବରେ ଛୁଆମାନେ ଜନ୍ମ ହେବା ସମୟରେ ସେମାନଙ୍କ ପାଖରେ ଦାନ୍ତ ନ ଥାଏ । ସେମାନଙ୍କ ଦାନ୍ତ ଆସିବାକୁ ପ୍ରାୟ ୨ରୁ ୩ ବର୍ଷ ଲାଗେ । ତାହାସହ ସଂପୂର୍ଣ୍ଣ ଦାନ୍ତ ଆସିବା ପାଇଁ ଅନେକ ବର୍ଷ ଲାଗିଥାଏ ।…

ଅଲଗା ହେବେ କି ଅଭିଷେକ- ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଅଭିଷେକଙ୍କ ପୁରୁଣା ପୋଷ୍ଟ

ଅଲଗା ହେବେ କି ଅଭିଷେକ- ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଅଭିଷେକଙ୍କ ପୁରୁଣା ପୋଷ୍ଟ ଓଡିଶା ଭାସ୍କର: ବିଶ୍ୱ ବ୍ରାହ୍ମଣ୍ଡ୍ୟ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଏବେ ସବୁକିଛି ଠିକଠାକ ଚାଲି ନାହିଁ…

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ କୁକୁରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ସୁରକ୍ଷା ପାଇଁ CRPF ର ଦୁଇଟି ଦଳ ଚୟନିତ

ଓଡିଶା ଭାସ୍କର: ୨୬ ଜୁଲାଇରେ ଝଲସିବ ପ୍ୟାରିସ । ରଙ୍ଗାରଙ୍ଗ ଉତ୍ସବରେ ସାରା ବିଶ୍ୱ ରଙ୍ଗାୟିତ ହୋଇ ଉଠିବ । ୧୧ ଅଗଷ୍ଟ ଯାଏଁ କ୍ରୀଡାର ଏହି ମହାକୁମ୍ଭ ଅଲମ୍ପିକ୍ସ ଚାଲିବ । ସାରା ବିଶ୍ୱରୁ ପ୍ରାୟ ୧୦ ହଜାର ପ୍ରତିଯୋଗୀ…

ବ୍ୟବସାୟୀ ଆକ୍ରମଣ ମାମଲା: ପଶ୍ଚିମବଙ୍ଗ କୁଲତାଲିରୁ ଅଭିଯୁକ୍ତ ସଦ୍ଦାମ ସରଦାର୍ ଗିରଫ, ଘରୁ ମିଳିଲା ରହସ୍ୟମୟ ସୁଢ଼ଙ୍ଗ

କୋଲକାତା: ପଶ୍ଚିମବଙ୍ଗ ପୋଲିସ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସଦ୍ଦାମ ସରଦାରକୁ ଦକ୍ଷିଣ ୨୪ ପରଗାନା ଜିଲ୍ଲାର କୁଲତାଲିରୁ ଗିରଫ କରିଛି । ନକଲି ସୁନା ପ୍ରତିମା ବ୍ୟବସାୟୀ ସଦ୍ଦାମ ଉପରେ…

ଉତ୍ତରପ୍ରଦେଶରେ ହେବକି ବଡ଼ ପରିବର୍ତ୍ତନ ? RSS ଏବଂ BJP ବୈଠକକୁ ନେଇ ବଢ଼ୁଛି ଉତ୍କଣ୍ଠା, ବୈଠକରେ ଏହି ନେତା ହେବେ ସାମିଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜାରି ରହଛି ରାଜନୈତିକ ହଲଚଲ । ଏଥିମଧ୍ୟରେ ଜୁଲାଇ ୨୦ ଏବଂ ୨୧ରେ ଲକ୍ଷ୍ନୌରେ RSS ଏବଂ BJP ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । RSSର ଜଏଣ୍ଟ ଜେନେରାଲ ସେକ୍ରେଟେରୀ ଅରୁଣ କୁମାରଙ୍କ ଦ୍ୱାରା…

ଦୁଃଖ ଖବର: ‘ବେୱଫା ସନମ’ ଫିଲ୍ମର ଅଭିନେତା କୃଷ୍ଣ କୁମାରଙ୍କ ୨୦ ବର୍ଷୀୟା ଝିଅ ଟିଶାଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବଲିଉଡ ଫିଲ୍ମ ‘ବେୱାଫା ସନମ’ରେ ଅଭିନୟ କରିଥିବା କୃଷ୍ଣ କୁମାରଙ୍କ ୨୦ ବର୍ଷୀୟା ଝିଅ ଟିଶା କୁମାରଙ୍କ ପରଲୋକ ଘଟିଛି । ଅଭିନେତା-ପ୍ରଯୋଜକ କୃଷ୍ଣଙ୍କ ଝିଅ ଟିଶା କ୍ୟାନସରରେ…