Browsing Category

ଦେଶ

IP University Admission 2024: ସମସ୍ତ ପ୍ରୋଗ୍ରାମ ପାଇଁ ଏପ୍ରିଲ ୧୦କୁ ବୃଦ୍ଧି ହେଲା ଆବେଦନ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ(Guru Gobind Singh Indraprastha University) ଅନ୍ୟତମ । ଏହି ବିଶ୍ୱବିଦ୍ୟାଳୟ ନିଜର ସମସ୍ତ…

Smile Please… ଖୁସି ରହିବାର ସରଳ ଉପାୟ ଦେଲା ବିଜ୍ଞାନ: ଜାଣି ରଖନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଏବଂ ସୁସ୍ଥ ରହିବା ପାଇଁ ଖୁସି ରହିବା ନିହାତି ଆବଶ୍ୟକ । କୁହାଯାଏ ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ, ଯାହାଦ୍ୱାରା ଜଣେ ବ୍ୟକ୍ତି ସଫଳତାର ଶିଖର ଛୁଇଁପାରିବ । କିନ୍ତୁ…

କୁଆଡେ ଗଲା ଦିଲ୍ଲୀ ମଦ ଦୁର୍ନୀତି ପଇସା, କାଲି କୋର୍ଟରେ କେଜ୍ରିୱାଲ ପ୍ରମାଣ ସହ କରିବେ ବଡ ଖୁଲାସା

ନୂଆଦିଲ୍ଲୀ:ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟକୁ କହିବେ କି ଚର୍ଚ୍ଚିତ ମଦ ଘୋଟାଲା ପଇସା କୁଆଡେ ଗଲା । ଏହା ସହିତ ସେ ଏହାର ପ୍ରମାଣ ବି ଦେବେ । ସୁନୀତା…

ବରୁଣ ଗାନ୍ଧୀଙ୍କୁ ନେଇ ସମସ୍ତ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଦଳରେ ତୁଲାଇବେ ଏହି ଦାୟିତ୍ୱ

ନୂଆଦିଲ୍ଲୀ: ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନ ଲଢିବେ ନାହିଁ । ବୁଧବାର ତାଙ୍କ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି । ଅପରପକ୍ଷେ ବରୁଣ ଗାନ୍ଧୀ ମା’ ମେନକା ଗାନ୍ଧୀଙ୍କ ଲାଗି ସୁଲତାନପୁରରେ ନିର୍ବାଚନ ପ୍ରଚାର କରିବେ ।…

‘ମୁଁ ରାଜନୀତି କରିବାକୁ ଆସିନାହିିଁ…’, ଏମିତି କାହିଁକି କହିଲେ ଅରୁଣ ଗୋଭିଲ

ଲକ୍ଷ୍ନୌ: ରାମାୟଣରେ ‘ଶ୍ରୀ ରାମ’ ଚରିତ୍ରରେ ନଜର ଆସିଥିବା ଅଭିନେତା ତଥା ବିଜେପି ଲୋକସଭା ପ୍ରାର୍ଥୀ ଅରୁଣ ଗୋଭିଲ ମଙ୍ଗଳବାର ମେରଠ ପହଞ୍ଚିଥିଲେ । ମେରଠରୁ ବିଜେପିର ଟିକେଟ ପାଇ ନିର୍ବାଚନ ଲଢ଼ିବା ନେଇ ସେ ବେଶ…

ଦିଲ୍ଲୀରେ ସାମ୍ବାଦିକଙ୍କୁ ଧକ୍କା ମାରିଲା ପୋଲିସ; ଜୋର ଧରିଲା ତଦନ୍ତ ଦାବି, ନିନ୍ଦା କଲା ପ୍ରେସ୍ କ୍ଲବ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରାଯାଉଥିବା ବେଳେ ସାମ୍ଵାଦିକଙ୍କୁ ଦୁର୍ବବ୍ୟବହାର। ଆମ୍ ଆଦମୀ ପାର୍ଟି କର୍ମୀଙ୍କୁ କଭର କରିବାକୁ ଆସିଥିବା ଫଟୋ ସାମ୍ବାଦିକମାନେ…

ଗୋଆରେ ନିଖୋଜ ହୋଇଯାଇଥିଲେ ନେପାଳ ମେୟରଙ୍କ କନ୍ୟା, ଏବେ ପୋଲିସ କଲା ସନ୍ଧାନ

ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ଜଣେ ଯୁବତୀ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହି ଯୁବତୀଙ୍କ ନାମ ଆରତୀ ହମାଲ ଯିଏ କି ନେପାଳ ଧନଗଢିର ମେୟର ଗୋପାଲ ହମାଲଙ୍କ କନ୍ୟା । ଗତ କିଛି ମାସ ଧରି ସେ ଓଶୋ…

ନିଃବସ୍ତ୍ର କରି ମହିଳାଙ୍କୁ ଗାଁରେ ବୁଲାଇଲେ ଅନ୍ୟ ୪ ମହିଳା, ସାମ୍ନାକୁ ଆସିଲା ଲଜ୍ଜିତ କରିଦେବା ଭଳି ଭୟଙ୍କର ଘଟଣା

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମହିଳାମାନେ ମିଳିମିଶି ଅନ୍ୟଜଣେ ମହିଳାଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଛାତି ଥରି…

ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ DG ନିଯୁକ୍ତ । IPS ସଦାନନ୍ଦ ବସନ୍ତ NIAର ନୂଆ ଡିଜି ନିଯୁକ୍ତ । IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ନିଯୁକ୍ତ । IPS ରାଜୀବ…

ଲୋକସଭା ନିର୍ବାଚନ ଲଢିବେନି ଭୂପେନ୍ଦ୍ର ସିଂହ ହୁଡ୍ଡା: ଦୀପେନ୍ଦ୍ରଙ୍କୁ ରୋହତକ ଆସନ ମିଳିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ଦଳ କଂଗ୍ରେସକୁ ଲାଗିଛି ଏକ ଶକ୍ତ ଝଟକା । ନିର୍ବାଚନ ଲଢିବାର ସମ୍ଭାବନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା । ଆସନ୍ତା ଲୋକସଭା…