Browsing Category
ଦେଶ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦରମା କେତେ? ତାଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ, ଜାଣନ୍ତୁ…
ଓଡ଼ିଶା ଭାସ୍କର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି ଓଡ଼ିଶାର ଗର୍ବ ଆଉ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ପଦରେ ରହିଛନ୍ତି।…
(Video) ଅକ୍ଷୟ କୁମାର ଦାନ କଲେ ୧ କୋଟି, ଜାଣନ୍ତୁ ଏହି କାମରେ ଲାଗିବ ଟଙ୍କା
ନୂଆଦିଲ୍ଲୀ: ବଲିଉଡର ଅକ୍ଷୟ କୁମାର ବର୍ତ୍ତମାନ ଅଭିନେତା ଉଦୟପୁରରେ ପହଞ୍ଚିଥିଲେ। ସେ ଫିଲ୍ମର ପ୍ରମୋସନ ପାଇଁ ନୁହେଁ ବରଂ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥିଲେ। ଅଭିନେତା 'ଖେଲ ଖେଲ ମେ'ର…
ପୁଣି ଅଶାନ୍ତ ହେଲାଣି ମଣିପୁର; ଅତିରିକ୍ତ ଏସପିଙ୍କୁ ଅପହରଣ ପରେ ଏବେ ପୋଲିସ କମାଣ୍ଡୋଙ୍କୁ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ
ଇମ୍ଫାଲ: ମଣିପୁରର ଜଣେ ଅତିରିକ୍ତ ଏସପିଙ୍କୁ ଅପହରଣ କରାଯିବାର ଗୋଟିଏ ଦିନ ପରେ ମଣିପୁର ପୋଲିସ କମାଣ୍ଡୋଙ୍କ ଏକ ଗୋଷ୍ଠୀ ବୁଧବାର ଇମ୍ଫାଲରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ତ୍ରଶସ୍ତ୍ର ପକାଇଥିଲେ।…
ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଙ୍ଗ ସେରିମନି ପୂର୍ବରୁ ଆରମ୍ଭ ହେଲା ଅନ୍ନ ସେବା, ୫୧ ହଜାର ଲୋକଙ୍କୁ କରାଗଲା ନିମନ୍ତ୍ରଣ
ନୂଆଦିଲ୍ଲୀ: ଅମ୍ବାନୀ ପରିବାରର ସାନପୁଅ ତଥା ଶିଳ୍ପପତି ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରି-ୱେଡିଙ୍ଗ ପୂର୍ବ କାର୍ଯ୍ୟକ୍ରମ ଅନ୍ନ ସେବାଠାରୁ ଆରମ୍ଭ ହୋଇଛି। ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ଏବଂ…
୫ ବର୍ଷରେ ୫୦% ଅଧିକ ବଢିଯିବ ଦେଶରେ ଧନୀ ସଂଖ୍ୟା, ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ଭାରତରେ ଅଲଟ୍ରା ହାଇ ନେଟୱର୍ଥ ବ୍ୟକ୍ତିତ୍ୱଙ୍କ ସଂଖ୍ୟା ବଢିବାରେ ଲାଗିଛି । ନାଇଟ ଫ୍ରାଙ୍କର ଏକ ରିପୋର୍ଟ ମୁତାବକ ୨୦୨୮ ସୁଦ୍ଧା ଭାରତରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସର ସଂଖ୍ୟା ୫୦ ପ୍ରତିଶତ…
ବଡ଼ ଧରଣର ଦୁର୍ଘଟଣା: ୧୨ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ
ଓଡ଼ିଶା ଭାସ୍କର: ୧୨ ଜଣଙ୍କ ଉପରେ ଟ୍ରେନ ମାଡିଯାଇଥିବା ସୂଚନା। ଝାଡ଼ଖଣ୍ଡର ଜାମତାରାରେ ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି। ଏନେଇ ଖବର ଏବେ ଏବେ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ ଦେହ…
ହେମନ୍ତ ସୋରେନଙ୍କୁ ବଡ଼ ଝଟକା! ବଜେଟ ଅଧିବେଶନରେ ସାମିଲ ହେବାର ଆବେଦନକୁ ଖାରଜ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜମି ସ୍କାମ ମାମଲାରେ ଜେଲରେ ବନ୍ଦୀ ଥିବା ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାର ବଜେଟ ଅଧିବେଶନରେ ସାମିଲ…
ସମ୍ବିଧାନରେ ଯୋଡି ହେବ ନୂଆ ଅଧ୍ୟାୟ, ଆଗାମୀ ଦିନରେ ଏକ ସଙ୍ଗେ ହେବ ସମସ୍ତ ନିର୍ବାଚନ
ନୂଆଦିଲ୍ଲୀ:ବିଧି ଆୟୋଗ ବା ଲ’ କମିଶନ ସମ୍ବିଧାନରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କୁ ନେଇ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛନ୍ତି ଓ ୨୦୨୯ ମଧ୍ୟଭାଗ ସୁଦ୍ଧା ଦେଶରେ ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ଗଣତାନ୍ତ୍ରିକ…
BIG BREAKING…ବାର୍ଷିକ ଚୁକ୍ତି ପାଇଁ ଖେଳାଳିଙ୍କ ନାମ ଘୋଷଣା କଲା ବିସିସିଆଇ; ବାଦ୍ ପଡ଼ିଛନ୍ତି ଏହି ଖେଳାଳି
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାର୍ଷିକ ଚୁକ୍ତି ପାଇଥିବା ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଏଥିରେ ବାଦ୍ ପଡ଼ିଛନ୍ତି ଇଶାନ କିଶନ ଓ ଶ୍ରେୟସ ଆୟର । ସେମାନଙ୍କ ନାଁ ନ ଥିବା ଦେଖିବାକୁ ମିଳିଛି। ବିସିସିଆଇ…
ଗଗନଯାନ ମିଶନରେ ୪ ପୁରୁଷ ମହାକାଶଚାରୀ, ହେଲେ କାହିଁକି ଏଥିରେ ମହିଳା ମହାକାଶଚାରୀ ନାହାଁନ୍ତି?
Gaganayaan Mission: ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ବଡ ସଫଳତା ପାଇବାକୁ ଯାଉଛି ଭାରତ। କାରଣ ଗଗନଯାନ ମିଶନ ପାଇ ୪ ଜଣ ଭାରତୀୟଙ୍କ ନାଁ ଘୋଷଣା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଙ୍ଗଳବାର…