Browsing Category
ଦେଶ
ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡିର ସମନ, ଏହା ପରେ ହେବେ କି ଗିରଫ?
ନୂଆଦିଲ୍ଲୀ: ଥରେ କିମ୍ବା ୨ ଥର ନୁହେଁ ଆଜକୁ ଲଗାଇଲେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କିନ୍ତୁ ଏହି ସମନକୁ ବେଆଇନ ବୋଲି କହି…
(Video) ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ପଥର ଉପରେ “ବସୁଧୈବ କୁଟୁମ୍ବକମ୍” ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ…
ରାମଲଲାଙ୍କ ଦର୍ଶନ ସମୟରେ ପୁଣି ହେବାକୁ ଯାଉଛି ବଡ଼ ପରିବର୍ତ୍ତନ
ଅଯୋଧ୍ୟା: ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ସମୟରେ ପୁଣି ଥରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ନିକଟରେ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ସୂଚାଇ ଦେଇଛନ୍ତି ।…
ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ନବୀକରଣ ପୋର୍ଟାଲର ଶୁଭାରମ୍ଭ କଲେ ମନ୍ତ୍ରୀ ପର୍ସୋତ୍ତମ ରୁପାଲା, ୩ ବର୍ଷ ପାଇଁ ୩୦ ହଜାର କୋଟି…
ନୂଆଦିଲ୍ଲୀ: ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧଉତ୍ପାଦନ ମନ୍ତ୍ରୀ ପର୍ଶୋତ୍ତମ ରୁପାଲା ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏ.ଏଚ୍.ଆଇ.ଡି.ଏଫ୍) ନବୀକରଣ ପୋର୍ଟାଲର…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଜାଣନ୍ତୁ ଚିଠିରେ ସେ କ’ଣ ଲେଖିଛନ୍ତି
ଓଡ଼ିଶା ଭାସ୍କର: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏହି ଚିଠି ମାଧ୍ୟମରେ ଅଭିନେତ୍ରୀ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କୁ…
ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ; ବିନା କାରଣରେ BSF ପୋଷ୍ଟ୍ ଉପରକୁ ଚଳାଇଲା ଗୁଳି
ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି…
ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ସାମ୍ନାକୁ ଆସିଲା Video
ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଏହି ମନ୍ଦିରରେ ଆରତୀ କରିଥିଲେ ଏବଂ ମନ୍ଦିର କମ୍ପେ୍ଲକ୍ସ…
କେଉଁ ପରିସ୍ଥିତିରେ ପତ୍ନୀ ନିଜ ସ୍ୱାମୀଙ୍କଠାରୁ ଗୁଜୁରାଣ ଭତ୍ତା ମାଗି ପାରିବେ ନାହିଁ ? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସାଧାରଣ, କିନ୍ତୁ ଯେତେବେଳେ ସେମାନେ କୋର୍ଟରେ ପହଞ୍ଚନ୍ତି ସେତେବେଳେ ପରିସ୍ଥିତି ବଦଳିଯାଏ । କୋର୍ଟରେ ପତ୍ନୀ ଛାଡପତ୍ର ଏବଂ ଅନ୍ୟାନ୍ୟ ଜିନିଷ ସହିତ ନିଜ ପାଇଁ…
୭୦୦କୋଟି ଟଙ୍କାରେ ତିଆରି ହୋଇଛି ଆବୁଧାବି ହିନ୍ଦୁ ମନ୍ଦିର, ଜାଣିନିଅନ୍ତୁ କେଉଁ ଦେବୀ ଦେବତାଙ୍କ ହେବ ପୂଜା
ନୂଆଦିଲ୍ଲୀ:UAE ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ ହେବାକୁ ଯାଉଛି । ଏହି ମନ୍ଦିର ୨୭ ଏକରରେ ବ୍ୟାପି ରହିଛି ଯାହାକୁ ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ମନ୍ଦିର…
ଆନ୍ଦୋଳନ ମଝିରେ କୃଷକ ଉଡାଇଲେ ଗୁଡି, ଜାଣନ୍ତୁ ଏହା ପଛରେ ଥିବା ଉଦ୍ଦେଶ୍ୟ
ନୂଆଦିଲ୍ଲୀ:କୃଷକଙ୍କ ‘ଦିଲ୍ଲୀ ଚଲୋ’ ମାର୍ଚ୍ଚର ଆଜି ଦ୍ୱିତୀୟ ଦିନ । ହଜାର ହଜାର ସଂଖ୍ୟାରେ କୃଷକ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି କିନ୍ତୁ ପୋଲିସ ସେମାନଙ୍କୁ ପଞ୍ଜାବ ଓ…